Home Left

ବିଜେଡିକୁ ପରାଜୟ ଭୟ

ଭୁବନେଶ୍ୱର, ୨୨।୧୦(ସୁନିତ୍‌ ମିଶ୍ର): ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି। ଏହା ବିଜେଡିର ହତାଶାକୁ ପରିପ୍ରକାଶ କରୁଛି। ଉପନିର୍ବାଚନରେ ପରାଜୟରେ ଭୟଭୀତ...

ପୁଟିନ୍‌ଙ୍କ ସହ ସାକ୍ଷାତ ବାତିଲ୍ କଲେ ଟ୍ରମ୍ପ, କହିଲେ ପୁଟିନଙ୍କ ସହ…

ଓ୍ୱାଶିଂଟନ୍,୨୨।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ତାଙ୍କର ଯୋଜନା ହୋଇଥିବା ବୈଠକକୁ ସ୍ଥଗିତ ରଖିଛନ୍ତି। ଏହାକୁ ସେ “ସମୟର ଅପଚୟ” ବା “ଅକାମୀ ବୈଠକ” ହେବାକୁ ଦେବାକୁ ଚାହୁଁନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି।...

ଚାଇନା ଉପରେ ୧୫୫% ଟାରିଫ୍ ଲଗାଇ ଏପରି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନଭେମ୍ବର ୧ ତାରିଖରୁ ୧୫୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଚାଇନା ବହୁ ବର୍ଷ ଧରି ଏକତରଫା ଭାବେ ଆମେରିକା...

ସତ୍ୟପାଠରେ ମାମଲାରେ କେଉଁ ତଥ୍ୟ ଦେଇନାହାନ୍ତି ଘାସିରାମ

ଭୁବନେଶ୍ୱର,୨୨।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ଥିବା ୨ଟି ଅଭିଯୋଗର ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ନାହିଁ। ସେ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ୨ ମାମଲା...

ଘାସିରାମ ମାଝିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ନୂଆପଡ଼ା, ୨୨।୧୦ (ମକାରୁ ବେମାଲ ) : ନୂଆପଡ଼ା ଭାଜପା ଜିଲା କାର୍ଯ୍ୟାଳୟରେ ମଙ୍ଗଳବାର ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଜିଲା ସଭାପତି କମଲେଶ ଦୀକ୍ଷିତ ସୂଚନା ଦେଇ କହିଥିଲେ, ଜାତୀୟ କଂଗ୍ରେସ...

ମହିଳା ଦିନିକିଆ ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ବର୍ଷା ସଙ୍କଟ

ମୁମ୍ବାଇ,୨୨।୧୦: ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମହିଳା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ବର୍ଷା ଯୋଗୁଁ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭ୍ୟାସ ବାତିଲ ହୋଇଛି। ମଙ୍ଗଳବାର ନଭି ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ହେବା କାରଣରୁ...

ଚୌଦ୍ୱାର ପରେ ଓଡ଼ିଶାର ଆଉ ଏକ ଜେଲରୁ ବିଚାରାଧୀନ କଏଦୀ ଫେରାର

ସୋର,୨୨।୧୦: ଓଡ଼ିଶାରେ ପୁଣି ଏକ ଜେଲ୍‌ରୁ କଏଦୀ ଫେରାର ହେବା ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ସୋର ଉପ-ଜେଲ୍‌ରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ଦୀପକ ରୟ ନାମକ ଏହି ବିଚାରାଧୀନ କଏଦୀ (ଚୋରି...

ପାରିବାରିକ କଳହରୁ ବାପା-ମାଆଙ୍କୁ ହାଣିଦେଲା ପୁଅ; ଦୁହେଁ ଗୁରୁତର

ଚାନ୍ଦବାଲି,୨୨।୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ତଳବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ ପୁଅ ନିଜ ବାପା ଓ ମାଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଛି। ଆକ୍ରମଣରେ ବୃଦ୍ଧ ବାପା ଓ...

ନୂଆପଡ଼ା ଉପନିର୍ବାଚନ: ଆଜି ଯାଞ୍ଚ; ୨୪ରେ ପ୍ରତ୍ୟାହାର

ଭୁବନେଶ୍ୱର/ ନୂଆପଡ଼ା, ୨୨।୧୦ (ରବିନାରାୟଣ ଜେନା/ ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ତାହାକୁ ନେଇ ସେତିକି ରାଜନୈତିକ ଉଷ୍ମତା ବଢୁଛି। ୨୦ ତାରିଖ ସୁଦ୍ଧା ୧୯ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ପ୍ରାର୍ଥତ୍ପତ୍ର...

ବ୍ରିଜ୍‌ରୁ ଖସିପଡ଼ିଲା ବାଇକ୍: ଯୁବକ ମୃତ

ବିନିକା,୨୨।୧୦: ସୁବର୍ଣ୍ଣପୁର ଜିଲା ବିନିକା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ଏକ ବାଇକ୍ ତଳକୁ ଖସିପଡ଼ିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯୁବକ ଜଣକ ଭାରସାମ୍ୟ ହରାଇ...

ଧର୍ମଶାଳାରେ ଯୁବତୀଙ୍କୁ ଅପହରଣ ଉଦ୍ୟମ; ଜଣେ ଅଟକ

ଧର୍ମଶାଳା,୨୨।୧୦: ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ନେବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କଣ୍ଟାମାଳିଆ-ଥାନୁଆଳ ରାସ୍ତାରେ ଏହି ଅପହରଣ ଉଦ୍ୟମ ହୋଇଥିଲା, କିନ୍ତୁ ଯୁବତୀ ଜଣକ ଅଳ୍ପକେ...

୫ ଦିନ ଯାଏ ବର୍ଷା, ଏସବୁ ଜିଲା ପାଇଁ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୧।୧୦(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ସକାଳ ୮ଟା ୩୦ରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବୁଧବାର ଅପରାହ୍ନ ସୁଦ୍ଧା ଅବପାତରେ ପରିଣତ ହେବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri