Home Left

ଯୋଗୀ ଆଦିତ୍ୟନାଥ ନେଲେ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ,୨୪।୧୦: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୩୦ ବର୍ଷ ପରେ PWD ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ମୁଖ୍ୟ ଇଞ୍ଜିନିୟରଙ୍କ ପାଖରେ ୨ କୋଟି ଟଙ୍କା ବଦଳରେ ୧୦...

ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏଇଠି କରିବ ଲ୍ୟାଣ୍ଡଫଲ! ଜାଣନ୍ତୁ ବାତ୍ୟାର ଗତିପଥ

ଭୁବନେଶ୍ୱର,୨୪।୧୦: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ ଏବଂ ୨୬ ତାରିଖ ସୁଦ୍ଧା...

ACC ଅଫିସରୁ ଏସିଆ କପ ଟ୍ରଫି ଗାଏବ କଲେ ନକଭି, ଜାଣନ୍ତୁ ଏବେ କେଉଁଠି ଅଛି ଇଣ୍ଡିଆ କପ୍‌

ନୂଆଦିଲ୍ଲୀ,୨୪।୧୦: ଏସିଆ କପ ୨୦୨୫ ଟ୍ରଫି ବିବାଦ ପ୍ରତିଦିନ ସାମ୍ନାକୁ ଆସୁଛି। ମୋହସିନ ନକଭି ଟ୍ରଫିକୁ ନିଜର ବୋଲି ବିବେଚନା କରିଛନ୍ତି, ଯାହା ଯଥାର୍ଥ ଭାବରେ ଟିମ ଇଣ୍ଡିଆର ଅଟେ। ସେ ପୂର୍ବରୁ କହିଥିଲେ ଯେ ଯଦି ଭାରତ ଟ୍ରଫି...

ହିଟ୍‌ମ୍ୟାନ୍‌ଙ୍କ ବଡ଼ ରେକର୍ଡ: ପ୍ରଥମ ଏସୀୟ କ୍ରିକେଟର୍‌ ଭାବେ କଲେ ଏମିତି କାରନାମା

ଆଡିଲେଡ,୨୪।୧୦: ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଦିନିକିଆରେ ୭୩ ରନର ଏକ ଚମତ୍କାର ଇନିଂସ ଖେଳି ଖେଲିଛନ୍ତି। ଏହି ଇନିଂସରେ ସେ ୭ ଚୌକା ଏବଂ ୨ ଛକା ମାରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ତାଙ୍କର ଦୁଇଟି...

ଦିନିକିଆକୁ ବାଏ ବାଏ କହିଦେଲେ କି କୋହଲି: ସାଂଘାତିକ କଥା କହିଦେଲେ ଗାଭାସ୍କର

ସିଡନୀ,୨୪।୧୦: ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଛି। ସେ ଦୁଇଟି ମ୍ୟାଚରେ ଖାତା ମଧ୍ୟ ଖୋଲି ନାହାଁନ୍ତି। ପ୍ରଥମ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ଦ୍ୱାରା କୋହଲିଙ୍କୁ ଶୂନ୍ୟରେ ଆଉଟ କରାଯାଇଥିଲା। ଦ୍ୱିତୀୟ ଦିନିକିଆରେ ସେ ଜାଭିୟର ବାର୍ଟଲେଟ...

ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା କିଏ? ନୀତୀଶଙ୍କ ନାମ ନ ନେଇ ଏମିତିି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସମସ୍ତିପୁରରେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ କର୍ପୁରିଗ୍ରାମରେ କର୍ପୁରୀ ଠାକୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପରେ ସମାବେଶକୁ ସମ୍ବୋଧିତ କରିଥିଲେ। ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ...

ଖୁବଶୀଘ୍ର ଖୋଲିବ କଳିଙ୍ଗା ଘାଟି ରାସ୍ତା: ଚାଲିଛି ପଥର ଫୁଟା

ଭଞ୍ଜନଗର,୨୪।୧୦(ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥର ଅସ୍ଥାୟୀ କାମ ପ୍ରାୟ ଶେଷ ଅବସ୍ଥାରେ ପହଞ୍ଚିଛି। ଶୁକ୍ରବାର ଉକ୍ତ ରାସ୍ତା ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ଖୋଲିବାର ଯୋଜନା ଥିଲା। କିନ୍ତୁ...

ମାଡି ଆସୁଛି ବାତ୍ୟା! ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୪।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ। ବଙ୍ଗୋପସାଗରରେ ଲଘୁଚାପ...

ମାଣ୍ଡିଆ ଦିବସରେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ

ଭୁବନେଶ୍ୱର,୨୪।୧୦: ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଶୁକ୍ରବାର ଏକ ବଡ଼ ସୂଚନା ନଭେମ୍ବର ୧୦ ମାଣ୍ଡିଆ ଦିବସ ଅବସରରେ ରାଜ୍ୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଯୋଗ...

ଆମେରିକା ଦେଲା ଧୋକା! ଏବେ ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରାୟ ଦୁଇ ବର୍ଷ ପରେ, କାନାଡା ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳ ସମୟରେ ସ୍ଥଗିତ ରହିଥିବା କାର୍ଯ୍ୟକ୍ରମ ଏବଂ ସହଭାଗୀତା ପୁନର୍ବାର ଆରମ୍ଭ ହେବାର ସମ୍ଭାବନା ଦେଖାଯାଉଛି।...

ନଦୀକୁ ଗାଧୋଇବାକୁ ଯାଇ ହଠାତ୍‌ ବୁଡ଼ିଗଲେ ମହିଳା: ଆଉ ତା’ପରେ..

ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ମହିଳାଙ୍କ ଜୀବନ ଯାଇଛି। ଜଲମେରୀପଲ୍ଲୀ ଗାଁ ଘୋଡ଼ାହାଡ଼ ନଦୀ ଘାଟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ଓ...

ଟେଷ୍ଟ କ୍ରିକେଟରୁ କାହିଁକି ଦୂରେଇ ଗଲେ ଶ୍ରେୟସ ଆୟର? ଆଡିଲେଡ ODI ପରେ ଖୋଲିଲେ ରାଜ୍‌

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ସମ୍ପ୍ରତି ଟେଷ୍ଟ କ୍ରିକେଟରୁ ବିରତି ନେଇଥିଲେ। ସେ ଏ ବିଷୟରେ ବିସିସିଆଇକୁ ଜଣାଇଥିଲେ, ଯଦିଓ ତାଙ୍କ ନିଷ୍ପତ୍ତିର କାରଣ ସ୍ପଷ୍ଟ ନଥିଲା। ଏବେ, ଅକ୍ଟୋବର ୨୩ରେ ଖେଳାଯାଇଥିବା ଭାରତ ବନାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri