Home Left

ଯାହାଙ୍କ ଫୋନରୁ ଶାହାରୁଖଙ୍କୁ ମିଳିଥିଲା ହତ୍ୟା ଧମକ, ସେହି ବ୍ୟକ୍ତି କଲେ ବଡ଼ ଖୁଲାସା

ମୁମ୍ବାଇ: ହତ୍ୟା ଧମକ ପାଇବା ପରେ ଶାହାରୁଖ ଖାନ ଏହି ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇ ପୋଲିସକୁ ଏକ କଲ ଆସିଥିଲା ଯେଉଁଥିରେ ଶାହାରୁଖଙ୍କୁ ଧମକ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କଲ କରିଥିବା ଲୋକ ରାୟପୁର ବୋଲି ଜଣାପଡିଛି। ସେହି ବ୍ୟକ୍ତିଙ୍କ…

କୋତାମଟା ଅଞ୍ଚଳରେ ୬ ଟିକିଆ ହାତୀପଲ, ବିଲରେ ପଶି ଖାଇଗଲେ ଧାନ

କୋରାପୁଟ/ନାରାୟଣପାଟଣା,୭ା୧୧(ଅମିତାଭ ବେହେରା/ରାଜକିଶୋର ଜେନା): ଗୁରୁବାର ମଧ୍ୟାହ୍ନରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋତାମେଟା ଅଞ୍ଚଳରେ ୬ ଟିକିଆ ଏକ ହାତୀପଲ ଦୃଷ୍ଟିଗୋଚର ହେଉଛି। ଏହି ହାତୀପଲ ଏକ ଧାନଜମିରେ ପଶି ଧାନ ଖାଉଥିବା ଦେଖାଯାଇଛି। ଏହି ହାତୀପଲରେ ୩ଟି ବଡ଼ ହାତୀ ଓ ୩…

ଯାହାଙ୍କୁ ଇତିହାସ ଜଣାନାହିଁ, ସେ…, ଜମ୍ମୁ-କଶ୍ମୀରକୁ ନେଇ କଂଗ୍ରେସକୁ ସ୍ମୃତିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଏମପି ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗଟେ କରିଛନ୍ତି। ଜମ୍ମୁ କଶ୍ମୀରରେ ଧାରା ୩୭୦ର ପୁନରୁଦ୍ଧାରକୁ ନେଇ ଉତ୍ତେଜନା ପ୍ରସଙ୍ଗରେ ସେ କଂଗ୍ରେସ ନେତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ମଧ୍ୟ…

ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରର ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲା ଦୀର୍ଘ ୧୧ ବର୍ଷ ହେଲା କୋର୍ଟରେ ବିଚାରଣା ଚାଲିଥିବା ବେଳେ ଗୁରୁବାର ତାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ୧୧ ଜଣ…

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଫିଦେଲ କାଷ୍ଟ୍ରୋଙ୍କ ଅବୈଧ ସନ୍ତାନ ବୋଲି କାହିଁକି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୭।୧୧: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସବୁଠାରୁ ଖରାପ ଅବସ୍ଥାରେ ଅଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି ଏବଂ କୂଟନୈତିକ ବିବାଦ ଆହୁରି ଗଭୀର ହୋଇଛି। ଆମେରିକା…

ପ୍ରମୋଶନ ସମସ୍ତଙ୍କୁ ଦରକାର: ମନ କଥା ଖୋଲି କହିଦେଲେ ଅଜିତ ପାଓ୍ବାର

ପୁଣେ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହି କ୍ରମରେ ଏନସିପି ନେତା ଅଜିତ ପାୱାର ଏକ ସାକ୍ଷାତକାରରେ ଏମିତି ଏକ କଥା କହିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ସାକ୍ଷାତରରେ ତାଙ୍କୁ…

ଶୋଇଥିବାବେଳେ ଜିଅନ୍ତା ଜଳିଗଲେ ମା-ଝିଅ, ବାପ-ପୁଅ ଗିରଫ

ସମ୍ବଲପୁର,୭ା୧୧(ପ୍ରମୋଦ ବହିଦାର): ଘରେ ଶୋଇଥିବାବେଳେ ନିଆଁ ଲାଗି ମା’-ଝିଅ ଜିଅନ୍ତା ଜଳିଯିବା ଘଟଣାରେ ସଦରଥାନା ପୋଲିସ ଗୁରବାର ବାପ ଓ ପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ମୃତା ମହିଳା ସ୍ନେହଲତା ଦୀକ୍ଷିତଙ୍କ ପୁତ୍ର ଜଗନ୍ନାଥ (୫୮) ଓ ନାତି (ଜଗନ୍ନାଥଙ୍କ…

ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ

ଗୋପାଳପୁର,୭ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଓ ଗଜପତି ଜିଲାର ସୀମାରେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳରୁ ଆସିଥିବା ମହାବଳ ବାଘ ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ନେଇ ବନ ବିଭାଗ ସୂଚନା ପାଇଛି। ଗତ ୩ ତାରିଖ ରାତିରେ ଗୋଳନ୍ଥରା ଥାନା ଅଧିନସ୍ଥ…

ଆର୍‌ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି। ଆର୍‌ସିବି କେବଳ ବିରାଟ କୋହଲି, ଯଶ ଦୟାଲ ଏବଂ ରଜତ ପାଟିଦାରଙ୍କୁ ରିଟେନ୍‌ କରିଛି।…

ଖୋଜାପଡ଼ିଲାଣି ରୋହିତଙ୍କ ଉତ୍ତରାଧିକାରୀ: ଏହି ଖେଳାଳିଙ୍କ ଉପରେ ବିସିସିଆଇର ନଜର

ନୂଆଦିଲ୍ଳୀ,୭।୧୧: ବିସିସିଆଇ ରୋହିତ ଶର୍ମାଙ୍କ ପାଇଁ ବିକଳ୍ପ ଖୋଜିବା ଆରମ୍ଭ କରିଛି। ନ୍ୟୁଜିଲାଣ୍ଡଠାରୁ ସିରିଜ ହାରିବା ପରେ ସମାନ ସୂଚକାଙ୍କ ଦେଖିବାକୁ ମିଳିଛି। ୩୭ ବର୍ଷୀୟ ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଫଳ ହୋଇଥିଲେ। ସେ ୬ଟି ଇନିଂସରେ ମାତ୍ର ୯୧ ରନ…

କ୍ରିକେଟରେ ହାଇଡ୍ରାମା! ଅଧିନାୟକ କଥା ନ ଶୁଣିବାରୁ ମଇଦାନ ଛାଡ଼ି ପଳାଇଲେ ବୋଲର୍‌

ନୂଆଦିଲ୍ଲୀ,୭।୧୧: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିଲା। ଏଥିସହିତ ସେମାନେ ସିରିଜକୁ ୨-୧ରେ ଜିିତିଥିଲେ। ତେବେ ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ଜବରଦସ୍ତ ଥିଲେ ହେଁ…

ମା’ ତାରାତାରିଣୀ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ, ପୁରୁଣା ଘଟଣାକୁ ମନେ ପକାଇ…

ପୁରୁଷୋତ୍ତମପୁର,୭ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚୋରି ହେବା ଘଟଣା ଏକ ଅଶୁଭ ସଙ୍କେତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯାହାକି ଠିକ୍‌ ୩୦ ବର୍ଷ ପୂର୍ବେ ୧୯୯୪ରେ ଏପରି ମା’ଙ୍କ ଚଳନ୍ତି ପ୍ରତିମାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri