Home Left

ବାତ୍ୟା ‘ମୋନ୍ଥା ’ ପ୍ରଭାବରେ ବର୍ଷା ଆରମ୍ଭ: ୮୮ ଜଣଙ୍କୁ କରାଗଲା ସ୍ଥାନାନ୍ତର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ସୋମବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଅପରାହ୍ନ ପ୍ରାୟ ୧ଟାରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର...

ସମ୍ବଲପୁରରେ ଜବ୍‌ ଫ୍ରଡ୍‌: ୬୪ ଲକ୍ଷ ଲୁଟି ଜୀବନ ହାରିଲେ ମହିଳା, ୬ ଶହ ଲୋକ…

ସମ୍ବଲପୁର,୨୭।୧୦: ଜବ୍‌ ଫ୍ରଡ୍‌ରେ ୬୪ ଲକ୍ଷ ଟଙ୍କା ଲୁଟି ଚାପରେ ପଡ଼ିଥିବା ଚିପିଲିମାର ୩୮ ବର୍ଷୀୟ ସ୍ୱର୍ଣ୍ଣପ୍ରଭା ପାଢ଼ୀ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛନ୍ତି। ପ୍ରାୟ ୬୦୦ ଜଣଙ୍କୁ ଝାଡୁଦାର ଚାକିରି ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ...

ରାତି ଅଧରେ ବୈତରଣୀ ନଦୀରୁ ଚାଲିଥିଲାବାଲି ଚୋରି: ମାଡ଼ି ବସିଲା ପୋଲିସ

ପାଟଣା,୨୭।୧୦(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ବୈତରଣୀ ନଦୀର ଦୁର୍ଗାଦେଇପୁର ବାଲି ଘାଟରୁ ରବିବାର ବିଳମ୍ବିତ ରାତିରେ ଚୋରା ବାଲି ଉତ୍ତୋଳନ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଥିଲା। ଘଟଣାସ୍ଥଳରେ ବେଆଇନ ବାଲି ବୋଝେଇକରି ଚାଲାଣ କରୁଥିବା...

କରୁଥିଲେ ଗୋରୁ ଚାଲାଣ ରାସ୍ତା ମଝିରେ ଖରାପ ହୋଇଗଲା ଗାଡି, ପରେ…

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଆସିକା-ଦିଗପହଣ୍ଡି ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଲକ ସାପୁଆ ବସା ନିକଟରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ସୋମବାର ଭୋରରେ କେହି ଗୋରୁ ବ୍ୟବସାୟୀ ଛାଡି ଚାଲିଯାଇଥିବା ଜଣାପଡ଼ିଛି। ଗୋରୁ ଚୋରା...

କୁମ୍ଭାରିପଦରରେ ଜିଲାପାଳ-ଉପଜିଲାପାଳ: ସ୍ଥିତି ପରଖିଲା ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ମାନ୍ଥା”କୁ ନେଇ ତତ୍ପରତା ହୋଇଛି ଜିଲ୍ଲା ପ୍ରଶାସନ। ଅତି ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମରେ ଅପରାହ୍ନରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ ପହଞ୍ଚି...

ବାତ୍ୟା ପାଇଁ ୨ ଦିନ ସ୍କୁଲ, ଅଙ୍ଗନଓ୍ବାଡ଼ି ଛୁଟି ଘୋଷଣା, ଜାଣନ୍ତୁ କେବେ ଖୋଲିବ

ଭୁବନେଶ୍ୱର,୨୭।୧୦: ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ର ୨୮, ୨୯ରେ ଛୁଟି ନେଇ ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ୮...

ଜିଲା ପାଇଁ ଗୌରବ ଆଣିଲା କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ୍‌: ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ…

ଗଞ୍ଜାମ,୨୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ସରକାରଙ୍କ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶିକ୍ଷଣ ଏକାଡେମି, ଭୁବନେଶ୍ୱରତ୍‌ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି...

ପୁରୀରେ ହେବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୫୦୦ କୋଟି ଟଙ୍କାର ଚୁକ୍ତି

ମୁମ୍ବାଇ,୨୭।୧୦: ଇଣ୍ଡିଆ ମାରିଟାଇମ୍ ଉଇକ୍ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପୂର୍ବ ଉପକୂଳର ଉଦୀୟମାନ ସାମୁଦ୍ରିକ ହବ୍ ରୂପେ ଉପସ୍ଥାପନ କରି ପୋର୍ଟ-ଆଧାରିତ ଅର୍ଥନୀତି ଗଢ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଉଦ୍‌ଘାଟନୀ...

ଟିମ ଇଣ୍ଡିଆରେ ସ୍ଥାନ ନ ପାଇବା ପରେ ବଡ଼ ନିଷ୍ପତ୍ତି ନେଲେ ଜୟସ୍ବାଲ, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଦିନିକିଆରେ ଜୟସ୍ବାଲଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା। ଜୟସ୍ବାଲ ଭାରତୀୟ ଦଳ ପାଇଁ ଓପନିଂ ବ୍ୟାଟସମ୍ୟାନ ଭାବରେ ଖେଳନ୍ତି। ଅଷ୍ଟ୍ରେଲିଆ...

ମୋନ୍ଥାର ପ୍ରଭାବ:  ଛୁଟି ବାତିଲ୍‌ ପରେ ଜରୁରୀ କାଳୀନ ବୈଠକ

କେସିଙ୍ଗା,୨୭।୧୦(ତୁମେଶ୍ବର ସାହୁ ): ଆସନ୍ତା ୨୮ ରୁ ୩୦ ତାରିଖ ଯାଏ  ହେବାକୁ ଥିବା ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ବିଡିଓ  ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ସୋମବାର...

ବାତ୍ୟା ପ୍ରଭାବରେ ଛେଚିଲା ବର୍ଷା, ଲ୍ୟାଣ୍ଡଫଲ ବେଳେ ପ୍ରଭାବିତ ଆଶଙ୍କା, ଜାଣନ୍ତୁ କ’ଣ କହିଲେ IMD ଡିଜି

ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ ): ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତ୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ...

ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ବିଧାୟକ

ଛତ୍ରପୁର,୨୭ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସୋମବାର ଆର୍ଯ୍ୟପଲ୍ଲୀ ଓ ଅଗସ୍ତି ନୂଆଗାଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ବୁଲି ଦେଖିଛନ୍ତି। ଏଥିସହ ସମୁଦ୍ରକୂଳକୁ ଯାଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri