ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଲୋକଙ୍କୁ ଫେରାଯିବ ବେଦାନ୍ତ ଜମି, ସରକାର ଏନେଇ…
ଭୁବନେଶ୍ୱର,୧୩ା୧୧: ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବେଦାନ୍ତ କମ୍ପାନୀ ନେଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ…
ଲୁହାରଡ୍ ଚୋରି କରି ଜେଲ୍ ଗଲେ ୮
କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମସ୍ଥିତ କେସିଙ୍ଗା ଏନ୍ଏସିର ଆବର୍ଜନା ଗୃହଠାରୁ ଲୁହାରଡ୍ ଚୋରି ଘଟଣାରେ ୮ଜଣ ଚୋରଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖରେ ଚୋରି ହୋଇଥିବା ନେଇ ଗତ…
ହତ୍ୟାକାରୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ହତ୍ୟା ମାମଲାର କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜ୍ ମମିତା ଦାସ ବୁଧବାର ଦୋଷୀ ସାବ୍ୟସ୍ତ କରି ରାୟରେ ସଦର ବ୍ଲକ ମଇଦାନ କେଲ ଗ୍ରାମର ସୁଶାନ୍ତ ନାଏକଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ କରିବା ସହ ୧୦…
ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ…
ଲକ୍ଷ୍ନୌ,୧୩।୧୧: ୟୁପିର ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଜଣେ ଅଭିଯୁକ୍ତ ବୋଲି ତାଙ୍କ ଘରକୁ ଭାଙ୍ଗିଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଇଥିଲେ। ଏନେଇ ଯୋଗୀ ସରକାର ପ୍ରତିକ୍ରିୟା ରଖି କହିଛନ୍ତି,…
୧୨.୫ ଲକ୍ଷ ମେଧାବୀଙ୍କୁ କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ସାହାଯ୍ୟ କରିବେ ସରକାର
ନୂଆଦିଲ୍ଲୀ,୧୩।୧୧: ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅଶାୟୀଙ୍କ ସାହାଯ୍ୟ କରିବେ ଭାରତ ସରକାର। ବର୍ଷ ୨୦୨୯ ସୁଦ୍ଧା ସରକାର ୧୨.୫ ଲକ୍ଷ ମେଧାବୀଙ୍କୁ ସହାୟତା ପ୍ରଦାନ କରିବେ। ଏହି ପଦକ୍ଷେପ ଦ୍ୱାରା ଗରିବ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତିରେ ସହାୟତା…
କ୍ରିକେଟରଙ୍କୁ ପୁଣି ମିଳିଲା ଖୁସିଖବର, ପାକିସ୍ତାନରେ ଉତ୍ସବର ମାହୋଲ
ଇସଲାମାବାଦ,୧୩।୧୧: ପାକିସ୍ତାନ କ୍ରିକେଟର ଶାହୀନ ଶାହା ଆଫ୍ରିଦିଙ୍କ ଲାଗି ଭଲ ଦିନ ଫେରିଛି। ଏହି ଦ୍ରୁତ ବୋଲର ପୁଣି ଥରେ ଦିନିକିଆ ର଼୍ୟାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି। ବୁଧବାର ଜାରି କରାଯାଇଥିବା ଆଇସିସି ର଼୍ୟାଙ୍କିଂରେ ଶାହିନ ପୁଣିଥରେ ନମ୍ବର ୧ ବୋଲର ପାଲଟିଛନ୍ତି।…
ମାଣ୍ଡିପଙ୍କାକୁ ଜଳଯୋଗାଣ ପରେ ଏବେ ରାସ୍ତା କାର୍ଯ୍ୟ ଆରମ୍ଭ
ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ବାସି ଜାଉ ଖାଇ ଦୁଇ ଜଣଙ୍କ ଅକାଳ ବିୟୋଗ ଓ ୬ ଜଣ ଗୁରୁତର ଘଟଣା ପରେ ତତ୍ପର ହୋଇପଡ଼ିଛି ସ୍ଥାନୀୟ ପ୍ରଶାସନ। ଅବହେଳିତ ମାଣ୍ଡିପଙ୍କାକୁ…
ଆଇପିଏଲ୍ ପାଇଁ ଦଳରୁ ଅଲଗା ହେବେ ଏହି ଭେଟେରାନ୍
ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଉଭୟ ଟିମ୍ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ମୁକାବିଲା ନଭେମ୍ବର ୨୨ରେ ଖେଳାଯିବ। ଏହି ସମୟରେ ଆଇପିଏଲ ୨୦୨୫ ମେଗା ଅକ୍ସନର…
ବସ୍ ଧକ୍କାରେ ବାଇକ୍ଚାଳକଙ୍କ ମୃତ୍ୟୁ: ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ…
ଝରିଗାଁ,୧୩ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମ ନିକଟରେ ଲକ୍ଷ୍ମୀବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ଚାଳକ ଜଗବନ୍ଧୁ ଜାନୀ(୨୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ କାଦ୍ରୁ ଜାନୀ (୩୦)…
‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’
ନୂଆଦିଲ୍ଲୀ,୧୩।୧୧: ବାପାଙ୍କ ବୟାନକୁ ନେଇ ବିବାଦରେ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଲଗାତାର ଟି୨୦ରେ ଭଲ ପ୍ରଦର୍ଶନକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି। ହେଲେ ଏବେ ସଞ୍ଜୁଙ୍କ ବାପା ଧୋନୀ, ବିରାଟ ଏବଂ ରୋହିତ ଶର୍ମା ତାଙ୍କ ୧୦ ବର୍ଷ ଖରାପ…
କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ…
ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା ଗଙ୍ଗା ଘାଟରେ ଦୀପାବଳି ପାଳନ କରିଥାନ୍ତି। ଏହାଛଡ଼ା ଏହି ଦିନ ଭଗବାନ ଶିବ ତ୍ରିପୁରାସୁର…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପ୍ରାପ୍ୟ ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଉଛି, ପ୍ରଶାସନ ଚୁପ୍
ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): ସବୁ କଚ୍ଚା ଘରକୁ ସରକାର ପକ୍କା କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେଉଛନ୍ତି। ହେଲେ ଏଥିରେ ସରକାରୀ କର୍ମଚାରୀମାନେ ହିତାଧିକାରୀଙ୍କ ପ୍ରାପ୍ୟକୁ ହଡ଼ପ କରିବା ପାଇଁ ବିଭିନ୍ନ ଚଞ୍ଚକତା ଅବଲମ୍ବନ କରୁଛନ୍ତି। ବିଶେଷକରି ଶିକ୍ଷାଗତ…
Archives


