ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, ୧୬ ମୃତ
ଜାକର୍ତ୍ତା, ୨୬।୧୧: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସୁମାତ୍ରା ଦ୍ୱୀପର ୪ ଅଞ୍ଚଳରେ ଇଣ୍ଡୋନେସିଆ…
ଆଦାନୀ ଗ୍ରୁପ୍ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର
ହାଇଦ୍ରାବାଦ,୨୬ା୧୧: ତେଲଙ୍ଗାନାରେ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀସମୂହ ଆଦାନୀ ଗ୍ରୁପ ଦକ୍ଷତା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ୧୦୦ କୋଟି ଟଙ୍କା ଯୋଗାଇ ଦେଇଥିଲା। ତେବେ ସୌର ବିଦ୍ୟୁତ୍ ଠିକା ପାଇବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ…
କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା
କୋଚି, ୨୬।୧୧: ଦେଶରେ ଦେଖାଦେଉଥିବା ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରୁ ସର୍ବାଧିକ ମାମଲା କେରଳରୁ ସାମ୍ନାକୁ ଆସିଛି। କେରଳ ଷ୍ଟେଟ୍ କମିଶନ ଫର୍ ପ୍ରୋଟେକ୍ସନ ଅଫ୍ ଦି ଚାଇଲ୍ଡ ରାଇଟ୍ସର ତଥ୍ୟ ଅନୁଯାୟୀ, କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା…
ଭାଜପାରେ ଯୋଗଦେବେ କି ଅମର ଶତପଥୀ: କହିଦେଲେ ମନର କଥା
ଚଣ୍ଡିଖୋଲ,୨୬ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି):ଏବେ ଧୀରେ ଧୀରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ କମୁଛି। ଜାତୀୟ ଦଳ ସହଯୋଗରେ ଆଞ୍ଚଳିକ ଦଳଗୁଡ଼ିକ ବିଜୟୀ ହୋଇଛନ୍ତି ବୋଲି ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନକୁ ନେଇ ଗଣମାଧ୍ୟମ…
ମୋବାଇଲ ଲୁଟ ବେଳେ ଚାଲିଗଲା ଜୀବନ
ସୋର,୨୬ା୧୧(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ଦହିସଢ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍କୁଟିରେ ଯାଉଥିବା ମା’ ଓ ପୁଅଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଦ୍ରୁତଗତିରେ ବାଇକ୍ ଚଳାଇ ପଳାଇ ଯାଉଥିବା ବେଳେ ଦୁର୍ଘଟଣାରେ…
ମଦମୃତ୍ୟୁ ମାମଲାକୁ ଗୃହରେ ଉଠାଇବେ ବିଜେଡି, କଂଗ୍ରେସ
ଭୁବନେଶ୍ୱର, ୨୬ା୧୧(ସୁନିତ୍ ମିଶ୍ର):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ଧରି ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର…
ବିଜେଡି ଛାଡ଼ି ଭାଜପାରେ ମିଶିଲେ ୨୫ ପରିବାର
ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦୋମୁହାଣି ପଞ୍ଚାୟତ ବଞ୍ଜରଗାଁର ରବୀନ୍ଦ୍ରନାଥ ମୁଦୁଲି, ବୁଲୁ ଗୌଡ,ବାଳକୃଷ୍ଣ ଗୌଡ, ସୁଶାନ୍ତ ଗୌଡ, ଲିଟୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ୨୫ ପରିବାର ସୋମବାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଗ୍ରାମରେ ଦୀର୍ଘଦିନ ଧରି ବିକାଶ…
‘ଦାନା’ କ୍ଷୟକ୍ଷତିର ସମୀକ୍ଷା କଲା କେନ୍ଦ୍ରୀୟ ଟିମ୍
ବାଲେଶ୍ୱର(ବାଞ୍ଛାନିଧି ଦେ)/ ସୋର,(ଜନ୍ମେଜୟ ମିଶ୍ର),୨୬।୧୧: ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ସୋମବାର ବାଲେଶ୍ୱର ଜିଲାକୁ ଦିନିକିଆ ଗସ୍ତରେ ଆସିଥିଲା। ବାତ୍ୟା ‘ଦାନା’ରେ ବିଶେଷ ଭାବେ ପ୍ରଭାବିତ ସଦର ବ୍ଲକର ବର୍ଦ୍ଧନପୁର, ସୋର ବ୍ଲକର ସୁନାରି ଓ ସିମୂଳିଆ ବ୍ଲକର କ୍ଷୀରକୋଣା ଓ ମାର୍କୋଣା…
ନନ୍ଦନକାନନକୁ ହାଇଦ୍ରାବାଦରୁ ଆସିଲେ ୨୬ ପ୍ରାଣୀ
ବାରଙ୍ଗ/ତ୍ରିଶୂଳିଆ,୨୬।୧୧(ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା):କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କ ମଧ୍ୟରେ ସୋମବାର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଏକ ୧୭ ଜଣିଆ ଦଳ ୨୬…
ଏନକ୍ଲୋଜରରୁ ମୁକୁଳିଲା ‘ଜିନତ୍’
ବାରିପଦା,୨୬।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍’ ଏନକ୍ଲୋଜରରୁ ମୁକୁଳିଛି। ରବିବାର ରାତିରେ ତାକୁ ଶିମିଳିପାଳର କୋର୍ ଅଞ୍ଚଳରେ ଛଡ଼ାଯାଇଛି। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜଙ୍ଗଲରୁ ଆସି ୧୦ ଦିନ ହେବ ଏନକ୍ଲୋଜରରେ ରହିବା ପରେ…
୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ
ନୂଆଦିଲ୍ଲୀ, ୨୬।୧୧:୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୋମବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି।…
ସମ୍ବିଧାନରେ ‘ସମାଜବାଦ’, ‘ଧର୍ମନିରପେକ୍ଷ’ ଶବ୍ଦ ରହିବ
ନୂଆଦିଲ୍ଲୀ,୨୬ା୧୧(ପି.ଟି.):ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ସମାଜବାଦ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା କେତେକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୯୭୬ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ୪୨ତମ ସମ୍ବିଧାନ ସଂଶୋଧନ କରାଇ ପ୍ରସ୍ତାବନାରେ ଉପରୋକ୍ତ ଶବ୍ଦ…
Archives


