ଭାଜପା ନେତାଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ
ବିଜାପୁର/ମାଲକାନଗିରି,୧୧।୧୨(ଦୂର୍ଯୋଧନ ପାତ୍ର): ଛତିଶଗଡର ବିଜାପୁର ଜିଲାରେ ମାଓବାଦୀମାନେ ଆଉ ଏକ ହତ୍ୟାକାଣ୍ହ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଭାଜପା ନେତାଙ୍କୁ ଗଳାକାଟି ହତ୍ୟା କରାଯାଇ ତାଙ୍କ ମୃତଦେହ ରାସ୍ତାରେ ଫିଙ୍ଗି ଦିଆଯାଇଛି। ଭାଜପା ନେତାଙ୍କ ହତ୍ୟା ପରେ ଏହି ଅଞ୍ଚଳରେ…
କଂଗ୍ରେସ-ଏଏପି ମଧ୍ୟରେ ମେଣ୍ଟ ଫାଇନାଲ୍: ଆସନ ବୁଝାମଣା ବାକି
ନୂଆଦିଳ୍ଲୀ,୧୧।୧୨: ଦିଲ୍ଲୀ ନିର୍ବାଚନରେ ମିଳିତ ମେଣ୍ଟ ପାଇଁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ହୋଇଥିବା ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି। ସୂଚନାନୁସାରେ, କଂଗ୍ରେସକୁ ୧୫ଟି ଆସନ ଏବଂ ଅନ୍ୟ ଇଣ୍ଡିଆ ଆଲାଇନ୍ସ ପାର୍ଟିକୁ ୧-୨ ଟି ସିଟ…
୧୫୦ ପରିବାରକୁ ଔଷଧୀୟ ମଶାରି ବଣ୍ଟନ
ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ):ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗ୍ରୀନବାଡ଼ି ପଞ୍ଚାୟତରେ ଔଷଧୀୟ ମଶାରି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥ, ସିଡିପିଓ ସାରାଣୀ ପଣ୍ଡା, ସବ୍ଇନ୍ସପେକ୍ଟର ବାସନ୍ତି ବେହେରା, ଡାକ୍ତର ଅମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।…
ପୁଣି ବର୍ଷା ସମ୍ଭାବନା: ୩ଦିନରେ ୪ଡିଗ୍ରୀ କମିବ ତାପମାତ୍ରା
ଭୁବନେଶ୍ୱର,୧୧ା୧୨(ଅନୁରାଧା ମହାରଣା):ରାଜ୍ୟରେ କିଛି ଜିଲାରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ବୁଧବାର ମଧ୍ୟ କେତେକ ଜିଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ…
ଘଟଗାଁରେ ଅଘଟଣ: ଭୋଗ ଦୋକାନରେ ଲାଗିଲା ନିଆଁ
କେନ୍ଦୁଝର,୧୧।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ପୀଠରେ ଭୋଗ ଦୋକାନରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ମନ୍ଦିର ବେଢ଼ା ବାହାରେ ରାସ୍ତା କଡ଼ରେ ହଠାତ୍ ନିଆଁ…
ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍ସାହ: ଏଥର ହେବ ୩ ଦିନ
ଦାରିଙ୍ଗବାଡ଼ି,୧୦ା୧୨ (ଅରୁଣ ସାହୁ):ଜାନୁୟାରୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ମହୋତ୍ସବ ପାଳନ କରାଯିବ। ଏନେଇ କମିଟିର ସମ୍ପାଦକ ତଥା ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବଥର ଯାହା ତ୍ରୁଟି ଥିଲା ତାକୁ ସୁଧାରି ଉତ୍ସବ…
ସାଇବର ଠକଙ୍କ ନୂଆ ଉପାୟ: ଜେଲ ଦଣ୍ଡାଦେଶ ଭୟ ଦେଖାଇ ଡାକ୍ତରଙ୍କଠୁ ଲୁଟି ନେଲେ ସାଢେ ୫ ଲକ୍ଷ ଟଙ୍କା
ହିଞ୍ଜିଳିକାଟୁ, ୧୦।୧୨(ଦ୍ବିତୀକୃଷ୍ଣ ପଣ୍ଡା): ସାଇବର ଠକଙ୍କ ଠାରୁ ସଜାଗ ରହିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜନସଚେତନତା ଜାରି ରହିଛି। ହେଲେ ଦିନକୁ ଦିନ ସାଇବର ଠକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଦିନକୁ ଦିନ ସାଇବର ଠକମାନେ ନୂତନ…
ଆଦର୍ଶ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ସାତ ସପନ
ଥୁଆମୂଳ ରାମପୁର, ୧୧।୧୨(ଦୁର୍ଗା କୀର୍ତ୍ତି):- ଡିଜିଟାଲ ଇଣ୍ଡିଆରେ ଆଜିର ବିକଳ ଚିତ୍ର। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାୱାର ନାହିଁ। ଫଳରେ କିଏ ଗଛ ଚଢୁଛି ତୋ କିଏ ପାହାଡ଼ ଉପରେ ଚଢୁଛି…
ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଦିଗପହଣ୍ଡି,୧୧।୧୨ (ଅଶେଷ ନାଥ ମିଶ୍ର):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲଙ୍କ ଚମାଖଣ୍ଡି ଥାନାଧିକାରୀ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପ୍ତି ରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଦୀପ୍ତି ରଞ୍ଜନ ୨୦୨୨-୨୪ ମାର୍ଚ୍ଚ ଯାଏ…
୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ
ନୂଆଦିଲ୍ଲୀ,୧୧।୧୨: ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ…
ମୟୂରଭଞ୍ଜ ରାଜନୀତି ସରଗରମ: ଗୋଟିଏ ମଞ୍ଚରେ ବବି, ବିଜୟ
ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଛଉ ପଡ଼ିଆର ଅନୁଷ୍ଠିତ ମୟୂରଭଞ୍ଜ ମହୋତ୍ସବର ଗୋଟିଏ ମଞ୍ଚରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପୂର୍ବତନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏକାଠି ବସିବା ନେଇ ଜିଲା ରାଜନୀତି ସରଗରମ…
ଡିଜିପି ସମ୍ମିଳନୀ ବେଳେ ପନ୍ନୁଙ୍କ ନାଁରେ ଧମକପୂର୍ଣ୍ଣ ମେଲ୍ ପ୍ରସଙ୍ଗ
ଭୁବନେଶ୍ୱର,୧୦ା୧୨(ସତ୍ୟଜିତ୍ ରାଉତ): ଭୁବନେଶ୍ୱରରେ ସର୍ବଭାରତୀୟ ୫୯ତମ ଡିଜିପି- ଆଇଜିପି ସମ୍ମିଳନୀ ଚାଲିଥିବାବେଳେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତଥା ଶିଖ୍ ଫର୍ ଜଷ୍ଟିସ୍ର ମୁଖ୍ୟ ଗୁରୁପତ୍ୱନ୍ତ ସିଂ ପନ୍ନୁ ନାଁରେ ଆସିଥିବା ଧମକ୍ପୂର୍ଣ୍ଣ ମେଲ୍କୁ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ତେବେ…
Archives


