Home Left

ଫାଇନାଲ୍‌ ପୂର୍ବରୁ ଗାଭାସ୍କରଙ୍କ ନିଆରା ପ୍ରତିଶ୍ରୁତି: ଭାରତ ଜିତିଲେ କରିବି ଏମିତି କାମ

ନୂଆଦିଲ୍ଲୀ,୩୧।୧୦: ଟିମ ଇଣ୍ଡିଆ ଏକ ଜବରଦସ୍ତ ପ୍ରଦର୍ଶନ ସହିତ ମହିଳା ବିଶ୍ୱକପ ୨୦୨୫ର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ୍‌ରେ ୭ ଥର ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଏକ...

‘ଜାତୀୟ ଏକତାର ପ୍ରତୀକ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ନିଖିଳ ଉତ୍କଳ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ଜିଲୁଣ୍ଡି ଅଞ୍ଚଳ ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଗଞ୍ଜାମ ଜିଲା ଭଞ୍ଜନଗରରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ବାଉଁଶଲୁଣ୍ଡି...

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠପଢ଼ା, ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର

ରିଷିଡା,୩୧।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନାବନା ଗଛ ଘାସ ଘେରରେ ରହିଛି। ଏହି ସମସ୍ୟା ପ୍ରତିବର୍ଷ ଦେଖାଦେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଫଳରେ ଅସୁରକ୍ଷିତ ତଥା ଅସ୍ବାସ୍ଥ୍ୟକର...

ଜାରକା ଅଞ୍ଚଳରେ ବଢୁଛି ଚୋରି: ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା,୩୧।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୁମାରୀ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଶୁକ୍ରବାର ସକାଳୁ ଜଣାପଡିଛି। ବିଭିନ୍ନ ଘରର ଝରକା ଭାଙ୍ଗି ଦୃର୍ବୁତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା...

ଦିଲ୍ଲୀରେ କ୍ଲାଉଡ୍ ସିଡିଂ ବିଫଳ: ୩ ଟ୍ରାଏଲ୍, ୧ କୋଟିରୁ ଅଧିକ ଖର୍ଚ୍ଚ, ଫଳ ଶୂନ

ନୂଆଦିଲ୍ଲୀ,୩୧ା୧୦: ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କ୍ଲାଉଡ୍ ସିଡିଂ ପ୍ରୟୋଗ ବିଫଳ ହୋଇଛି। ଆଇଆଇଟି କାନପୁର ସହ ମିଶି ଦିଲ୍ଲୀ ସରକାର ଅକ୍ଟୋବର ୨୩ରେ ଗୋଟିଏ ଓ ୨୮ରେ ଦୁଇଟି ଟ୍ରାଏଲ୍ କରିଥିଲା, କିନ୍ତୁ ରାଜଧାନୀରେ କୌଣସି ଉଲ୍ଲେଖନୀୟ...

‘ମୋନ୍ଥା’ ପରେ ଦାଉ ସାଧୁଛି ମାଟିଆଗୁଣ୍ଡି ରୋଗପୋକ, ଧାନଫସଲ ନଷ୍ଟ, ଚାଷୀ ହତାଶ

ଦିଗପହଣ୍ଡି,୩୧ା୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ପବନ ଓ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଚାଷଜମିରେ ଚଳିତବର୍ଷ ଖରିଫ ଧାନ ଓ ପନିପରିବା ଫସଲ ପ୍ରାୟତଃ ନଷ୍ଟ ହୋଇଛି। ଖାଲୁଆ ଜମିରେ ପାଣି...

ଜେମିମାଙ୍କୁ ନେଇ ଏମିତି କହିଦେଲେ କୋହଲି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ୨୦୨୫ ମହିଳା ବିଶ୍ୱକପ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଦଳ ଗୋଟିଏ ବି ମ୍ୟାଚ ହାରି ନ ଥିଲା ଏବଂ ଅଷ୍ଟ୍ରେଲିଆ ୭ ଥର ବିଶ୍ୱକପ ବିଜେତା। ୨୦୨୨ରେ ଅଷ୍ଟ୍ରେଲିଆ ମଧ୍ୟ ମହିଳା...

ମହିଳାଙ୍କୁ ମିଳୁଛି ୧୧ ହଜାର ଟଙ୍କାର ସହାୟତା, ମୋଦି ସରକାରଙ୍କ ଏହି ଯୋଜନାର କେମିତି ଉଠାଇବେ ଲାଭ, ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୧୦: ଭାରତ ସରକାର ଦେଶରେ ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ସମାଜରେ ସେମାନଙ୍କର ସ୍ଥିତି ଉନ୍ନତ କରିବା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)। ଏହି...

କୁକୁର କାମୁଡାରେ ୨ ଦିନରେ ୧୦ ଆହତ: ଉତ୍ତ୍ୟକ୍ତ ହୋଇ କୁକୁରକୁ ପିଟିପିଟି ମାରିଦେଲେ ଲୋକେ

ପାଟଣା,୩୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ପାଟଣା-କେନ୍ଦେଇପଶି ରାସ୍ତା ରାଣା ଟ୍ରେଡର୍ସ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ବୁଲା କୁକୁର କାବୁଲି ବେହେରାଙ୍କ ପୁଅ ପ୍ରୀତି ରାଜ ବେହେରା(୯) ଡିମିରି ଡିହାର ପଙ୍କଜ ବେହେରାଙ୍କୁ ଗୋଡାଇ...

ନୂଆପଡାରେ ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଦିବାସୀ ଜନଜାତିଙ୍କୁ କହିଲେ…

ଭୁବନେଶ୍ୱର,୩୧।୧୦: ନୂଆପଡା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତା, କର୍ମୀଙ୍କ ଚଳଚଞ୍ଚଳତା ବୃଦ୍ଧି ପାଇବାରେ ଲାଗିଛି । ତିନି ପ୍ରମୁଖ ଦଳ ଭାଜପା, ବିଜେଡି କଂଗ୍ରେସ ନିର୍ବାଚନୀ ପ୍ରଚାର ସଙ୍ଗେସଙ୍ଗେ ଦଳୀୟ ସଂଗଠନକୁ ଆହୁରି...

ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ

ଭୁବନେଶ୍ୱର,୩୧ା୧୦: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଲୋକସମ୍ପର୍କ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ନିର୍ବାଚନ କମିଶନ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନୂଆପଡ଼ା ଉପନିର୍ବାଚନରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଲମ୍ବନ କରିଛନ୍ତି। ନିଲମ୍ବନ ଅବଧି ମଧ୍ୟରେ ତନୁଜା...

ବାପାଙ୍କୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିଲେ ଜେମିମା: ଭାଇ କଲେ ଏମିତି କାମ… ଭାଇରାଲ ହେଉଛି Video

ନଭୀ ମୁମ୍ବାଇ,୩୧।୧୦: ମହିଳା ବିଶ୍ୱକପ ସେମିଫାଇନାଲରେ ଭାରତ ଏକ ଦମଦାର ବିଜୟ ହାସଲ କରିଛି। ନକଆଉଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ସେମିଫାଇନାଲରେ ଜେମିମା ରୋଡ୍ରଗ୍ସ ୧୨୭ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri