ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୯।୧୦: ବନ୍ଧନ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟ ମଧ୍ୟରେ ୨୪%…
ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ
ମୁମ୍ବାଇ,୨୯।୧୦: ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ ‘ନ୍ୟୁ ହେଲ୍ଥ ସେବା ପ୍ଲାନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି କି ଏହି ନୂତନ ଅଭିଯାନ ବା ଯୋଜନା ଜରିଆରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ…
‘ଏସ୍ବିଆଇଜି ହେଲ୍ଥ ସୁପର ଟପ୍ ଅପ୍’
ନୂଆଦିଲ୍ଲୀ,୨୯।୧୦: ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ମୌଳିକ ସ୍ବାସ୍ଥ୍ୟ ବୀମା ପଲିସି ଉପରେ ଏକ ସୁଲଭ ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଥିବା ସ୍ବାସ୍ଥ୍ୟ ବୀମା ଟପ-ଅପ ଯୋଜନା ‘ଏସ୍ବିଆଇଜି ହେଲ୍ଥ ସୁପର ଟପ-ଅପ’ର ଶୁଭାରମ୍ଭ କରାଯାଇଛି। ଏପରି କି କର୍ପୋରେଟ୍ ହେଉ…
ଆଲାଏନ୍ସ ନେଟ୍ୱର୍କ ସହ ଆକ୍ସିସ୍ ବ୍ୟାଙ୍କର ବୁଝାମଣା
ନୂଆଦିଲ୍ଲୀ,୨୯।୧୦: ଆଲାଏନ୍ସ ନେଟ୍ୱର୍କ ଇଣ୍ଡିଆ ଏବଂ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରି କି ଏହି ବୁଝାମଣା ବ୍ୟାଙ୍କର ବ୍ୟାପକ ନେଟ୍ୱର୍କ ଓ ସହଜ କାରବାର ଲାଗି ବିଶେଷତା ଏବଂ ଆଲାଏନ୍ସ ନେଟ୍ୱର୍କର ଅଭିନବ ପ୍ରଯୁକ୍ତି…
ପିଡବ୍ଲ୍ୟୁର ସମ୍ପ୍ରସାରଣ ପ୍ରୋଗ୍ରାମ
ଭୁବନେଶ୍ୱର,୨୯।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ମଲ୍ଟିନ୍ୟାଶନାଲ ଏଡ୍ଟେକ୍ କମ୍ପାନି ଫିଜିକ୍ସ ୱାଲା ବା ପିଡବ୍ଲ୍ୟୁର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ପ୍ରୋଗ୍ରାମ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୫-୨୬ ଶିକ୍ଷାବର୍ଷରେ ପିଡବ୍ଲ୍ୟୁ ୭୭ଟି ନୂଆ ଅଫ୍ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ନିଂ…
ଶେୟାର ବଜାର କାରବାରରେ ଉତ୍ସାହ
ମୁମ୍ବାଇ,୨୯।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରି କି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇ ପାରିଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍…
କଲ୍ୟାଣ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ
ଭୁବନେଶ୍ୱର,୨୯।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତ ଗହଣା ବ୍ରାଣ୍ଡ ‘କଲ୍ୟାଣ ଜୁଏଲର୍ସ’ର ଏକ୍ସକ୍ଲୁସିଭ୍ ଆଉଟ୍ଲେଟ ସୋମବାର ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସମ୍ମାନିତ ଅତିଥି ଭାବେ ଯୋଗ…
ଜାପାନ ନିମ୍ନ ସଦନରେ ସଂଖ୍ୟାଗରିଷ୍ଠତା ହରାଇଲା ଶାସକ ମେଣ୍ଟ
ଟୋକିଓ,୨୯ା୧୦: ଜାପାନ ପାର୍ଲାମେଣ୍ଟର ୪୬୫ ସଦସ୍ୟବିଶିଷ୍ଟ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହରାଇଛି। ରବିବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଇଶିବାଙ୍କ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ପାର୍ଲାମେଣ୍ଟରେ ଏକକ ସଂଖ୍ୟାଗରିଷ୍ଠ ରହିଥିବାରୁ ସରକାର ବଦଳିବା ଆଶା କରାଯାଉନି।…
ସ୍କୁଲ ବସ୍କୁ ଧକ୍କା ଦେଲା ବସ୍: ୧୦ ଆହତ
କଟକ,୨୯।୧୦: ଖାନନଗର ଟ୍ରାଫିକ ଛକରେ ଘରୋଇ ସ୍କୁଲ ବସ୍କୁ ଧକ୍କା ଦେଲା ବସ୍। ଏଥିରେ ୧୦ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘରୋଇ ଶିକ୍ଷାନୁଷ୍ଠାନର କିଛି ଛାତ୍ରୀଙ୍କୁ ନେଇ ଯାଉଥିଲା ବସ୍। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଯାତ୍ରୀବାହୀ…
ଓ୍ବକ୍ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ
ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍ଫ ବିଲ୍ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ଭାଜପା ଏମ୍ପି ଜଗଦମ୍ବିକା ପାଲ୍ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିଥିଲା। ଦିଲ୍ଲୀ ସରକାରଙ୍କ ବିନା…
କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ
ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍ଟି ଜଳିଯାଇଛି। ଟରଣ୍ଟୋ ସହରର ଲେକ୍ ଶୋର୍ ବୁଲେଭାର୍ଡ ଇଷ୍ଟ ଏବଂ ଚେରୀ ଷ୍ଟ୍ରିଟ୍ ମଧ୍ୟରେ…
ରାଜନୀତିର ଧମାକାଦାର ଏଣ୍ଟ୍ରି କରିଥିବା ଥଲାପଥି ବିଜୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ସାଉଥ ଚଳଚ୍ଚିତ୍ର ସୁପରଷ୍ଟାର ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ବିଜୟ ଥଲାପଥି ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ବଡ଼ ବ୍ୟକ୍ତିତ୍ୱ। ବଡ ବ୍ଲକବଷ୍ଟର ଫିଳ୍ମ ଦର୍ଶକଙ୍କୁ ଭେଟିଦେବା ପରେ ସେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ବିଜୟଙ୍କ ସଫଳତା ଏବଂ ତାଙ୍କ…
Archives


