Home Left

ହାରିବା ପରେ ଟ୍ରମ୍ପଙ୍କୁ ଫୋନ କଲେ କମଲା, କହିଦେଲେ ବଡ଼ କଥା

ଓ୍ବାଶିଂଟନ୍‌,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି କମଲା ହାରିସ୍‌। ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ସ୍ବୀକାର କରିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି। କମଲା କହିଛନ୍ତି,…

ଏଲ୍‌ଏମ୍‌ଭି ଲାଇସେନ୍ସଧାରୀ ପରିବହନ ଗାଡ଼ି ଚଳାଇପାରିବେ

ନୂଆଦିଲ୍ଲୀ,୭ା୧୧: ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍‌ଏମ୍‌ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ଉକ୍ତ ମାଲ୍‌ ପରିବହନକାରୀ ଯାନର…

ଡିସେମ୍ବର ୧୫ରେ ଓସିଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର,୭ା୧୧(ଅନୁରାଧା ମହାରଣା): ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷା-୨୦୨୩ର ପ୍ରିଲିମ ପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୧୫ରେ ଓସିଏସ୍‌ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି…

ଧାନଫସଲରେ ମାଟି ପୋତିବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ 

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ଚାଷ ହୋଇଥିବା ଧାନଫସଲ ଉପରେ ମାଟି ପୋତିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ, ବରଗଡ଼ର ତଫିକ ଖାନ । ବରଗଡ଼…

ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି

ନୁୟର୍କ,୬।୧୧: ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିଲେ। ନିର୍ବାଚନୀ ପ୍ରଚାର ପାଇଁ ସେ ଟ୍ରମ୍ପଙ୍କ ପଲିଟିକାଲ ଆକ୍ସନ…

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ମୋକ୍‌ ଆର୍ଟିଷ୍ଟ ଦୀପକ କୁମାର, କହିଲେ ମୁଁ ଏହି…

କଟକ,୬ା୧୧: ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ୍‌ହାଉସ୍‌କୁ ବୃହତ, ଅଦ୍ୱିତୀୟ ତଥା ଶକ୍ତିଶାଳୀ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ୍‌ଙ୍କୁ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ତେବେ ଏହି ନିର୍ବାଚନରେ ଟ୍ରମ୍ପ ୨୭୭ ଖଣ୍ଡ ଭୋଟ୍‌ ପାଇଥିବାବେଳେ…

ଭବାନୀପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍‌

ଭବାନୀପାଟଣା,୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍‌ ଭଲ୍‌ବୋ ବସ୍‌ ସେବାର ଶୁଭାରମ୍ଭ ହୋଇଛି। ବୁଧବାର ଅପରାହ୍ନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶ। ଏହି ଅତ୍ୟାଧୁନିକ…

ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’

ଭୁବନେଶ୍ୱର,୬।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ…

ଶପଥ ନେଲା ପରେ ପ୍ରଥମ ନିଷ୍ପତ୍ତିରେ ଭାରତକୁ ଝଟକା ଦେଇ ପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ବ୍ୟବସାୟୀମାନଙ୍କୁ ଏଣିକି ଅଧିକ କଷ୍ଟମ ଡ୍ୟୁଟି ଦେବାକୁ ପଡିପାରେ। ବିଶେଷ କରି ଅଟୋମୋବାଇଲ୍ସ, ଟେକ୍ସଟାଇଲ ଏବଂ ଔଷଧ ଆଦି ଉପରେ ଅଧିକ କର ଦେବାକୁ ପଡିବ। କାରଣ…

ନିୟନ୍ତ୍ରଣକୁ ଆସିବ ‘ମୋ ବସ୍‌’ର ବେଗ, ଲାଗିବ ସ୍ପିଡ୍‌ ଗଭର୍ଣ୍ଣର

ଭୁବନେଶ୍ୱର,୬।୧୧: ସହର ଭିତରେ ଚାଲୁଥିବା ‘ମୋ ବସ୍‌’ର ବେଗ ନିୟନ୍ତ୍ରଣପାଇଁ ନିଷ୍ପତ୍ତି ନିଆଯାଇଛି। ଏ ମ୍ପର୍କରେ ନଗର ଉନ୍ନୟନ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସହର ଭିତରେ ଚାଲୁଥିବା ମୋ ବସ୍‌ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ଚଳାଚଳ…

‘ଅଷ୍ଟ୍ରେଲିଆରେ ବି ଫେଲ୍‌ ମାରିବେ ରୋହିତ-ବିରାଟ’

ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍‌ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍‌ କରିବାରେ ବିଫଳ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସମାନ ଘଟିଥିଲା। ଫଳସ୍ବରୂପ ଏବେ ଦୁହେଁ ପ୍ରଶ୍ନ ଘେରରେ ଅଛନ୍ତି।…

‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ…’ଯୋଗୀ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଲଡୋଜର ଜରିଆରେ ଯାହାଙ୍କ ଘର ଭଙ୍ଗାଯାଇଛି, ତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟ ବିଚାରପତି କହିଛନ୍ତି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri