ପଞ୍ଚୁକରେ ବୁଡ଼ ପକାଇବାବେଳେ ନଦୀରେ ଭାସିଗଲେ ୨ ମହିଳା, ଲୁଗା ଭାସିଯିବାରୁ…
ଦିଗପହଣ୍ଡି,୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ପଞ୍ଚାୟତ ସେବକ ଟିକରପଡ଼ା ଗାଁ ନିକଟ ଘୋଡ଼ାହାଡ଼ ନଦୀରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ପାଇଁ ବୁଡ଼ ପକାଇବାକୁ ଯାଇ ଗାଧୋଉଥିବା ବେଳେ ୨ ମହିଳା ନଦୀରେ ଭାସି...
ଗାଁରେ ମହାବଳ ବାଘର ପଦଚିହ୍ନ ଠାବ: ଖଞ୍ଜା ଗଲା ୩୫ ଟ୍ରାପ କ୍ୟାମେରା
ପାଟଣା,୩/୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ମାଛଗଡ ବିଟଗୋପୀନାଥ ପୁର ଗାଁରୁ ୨ଦିନ ତଳେ ଏକ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା କେନ୍ଦୁଝର ଡିଏଫଓ ଏଚଡି ଧନରାଜ ସୋମବାର ସୂଚନା ଦେଇଛନ୍ତି।...
ଟିମ୍ ଇଣ୍ଡିଆକୁ ବିଶ୍ୱ ଚାମ୍ପିୟନ କରିଥିବା ହରମନପ୍ରୀତଙ୍କ ସମ୍ପତ୍ତି କେତେ, ଜାଣନ୍ତୁ…
ନୂଆଦିଲ୍ଲୀ,୩।୧୧: ଦୀର୍ଘ ୪୭ ବର୍ଷ ପରେ, ରବିବାର ରାତିରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଭାରତ ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ ଜିତି ଦେଶକୁ ଗର୍ବିତ କରିଛି। ନଭି ମୁମ୍ବାଇର...
ଅଧରାତିରେ ହଠାତ୍ ବୟଫ୍ରେଣ୍ଡ୍ଙ୍କ ଘରେ ପହଞ୍ଚିଗଲେ ଗର୍ଲଫ୍ରେଣ୍ଡ୍: ଯାହା ଦେଖିଲେ, ପାଦ ତଳୁ ଖସିଗଲା ମାଟି
ଲକ୍ଷ୍ନୌ,୩।୧୧: ଆଜିକାଲି ନିଜ ସାଥୀଙ୍କୁ ଠକିବା ଏକ ସାଧାରଣ କଥା ହୋଇଗଲାଣି। ବିବାହ ପରେ ମଧ୍ୟ ଅନେକ ଲୋକ ନିଜ ସାଥୀଙ୍କୁ ଠକନ୍ତି ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍କ ରଖନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ବ୍ୟକ୍ତି ଏମିତି...
ଶୁଣିଲାନି ପ୍ରଶାସନ: କୋଡ଼ି କୋଦାଳ ଧରି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ସରକାରଙ୍କୁ ଚେତାବନୀ ଦେଇ କହିଲେ…
ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ କେହି ଗୁହାରି ଶୁଣିଲେନି କି ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତି କଲେନି। ଶେଷରେ ଗାଁ ଲୋକ ବୈଠକ କରି ନିଷ୍ପତ୍ତି ନେଲେ ଆମ ଗାଁ କାମ ଆମେ କରିବୁ। ସମସ୍ତେ କୋଡ଼ି,...
World Cup Trophy ନେବା ପୂର୍ବରୁ ଏମିତି ଇଚ୍ଛା ପ୍ରକାଶ କରିଥିଲେ ହରମନପ୍ରୀତ, ଏହାକୁ ପୂରଣ କଲେନି ଜୟ ଶାହା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ୨୦୨୫ ODI ବିଶ୍ୱକପ ଜିତିଥିଲା। ଦଳର ଅଧିନାୟକ ହରମନପ୍ରୀତ କୌର, ଯାହାଙ୍କ ଅଧିନାୟକତ୍ୱ ଉପରେ ଲଗାତାର ତିନୋଟି ପରାଜୟ...
ମୋହନ ମାଝୀଙ୍କ ବ୍ଲୁ ପ୍ରିଣ୍ଟ୍: ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ିବେ ଅମର ପଟ୍ଟନାୟକ, ରାଜନୀତିରେ ହଲଚଲ
ଭୁବନେଶ୍ୱର,୩ା୧୧: ବିଜେଡିର ପୂର୍ବତନ ରାଜ୍ୟସଭା ଏମ୍ପି ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ଦେବେ ବୋଲି ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚା ହେଉଛି। ତେବେ ଅମର ବିଜେଡି ଛାଡ଼ି ଭାଜପାରେ ସାମିଲ ହେବା ନେଇ ଆଲୋଚନା...
ସୁଜାତା ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାଇଟନିକ୍ ବାଣ, କହିଲେ ଶକ୍ତି ନାନୀ କୁଆଡ଼େ…
ଭୁବନେଶ୍ୱର,୩ା୧୧: ବିଜେଡିକୁ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି...
ଭାରତକୁ ଚାମ୍ପିୟନ କରିବା ପରେ ମଧ୍ୟ କ୍ଷମା ମାଗିଲେ ହରମନପ୍ରୀତ: ଜାଣନ୍ତୁ କାହିଁକି
ନଭି ମୁମ୍ବାଇ,୩।୧୧: ଭାରତୀୟ ମହିଳା ଦଳର ବିଶ୍ୱକପ ଜିତିବାର ସ୍ବପ୍ନ ଶେଷରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାକାର ହୋଇଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ, ଭାରତୀୟ ଦଳର ଖେଳାଳିମାନେ ସେଲିବ୍ରେଶନ କରିଥିଲେ। ଏହି ସେଲିବ୍ରେଶନରେ...
ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କଲା BCCI: ଜାଣନ୍ତୁ କାହାକୁ କେତେ ମିଳିଲା
ନଭି ମୁମ୍ବାଇ,୩।୧୧:ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତି ଇତିହାସ ରଚିଛି। ମୁମ୍ବାଇର ଡି.ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ସମଗ୍ର ଦେଶ...
ଭାରତର ବିଜୟରେ କାନ୍ଦିଲା ପାକିସ୍ତାନ! ଜାଣନ୍ତୁ ପଡ଼ୋଶୀ ଦେଶର ପ୍ରତିକ୍ରିୟା
ଇସଲାମାବାଦ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ ଜିତି ଇତିହାସ ରଚିଛି। ସେମାନେ ରବିବାର (୨ ନଭେମ୍ବର, ୨୦୨୫) ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ୱକପ...
ଭୟଙ୍କର ଦୁର୍ଘଟଣା, ୨୦ ମୃତ ଅନେକ ଆହତ
ତେଲଙ୍ଗାନା,୩।୧୧: ତେଲଙ୍ଗାନାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୋମବାର ସକାଳେ ରାଜ୍ୟର ରଙ୍ଗାରେଡ୍ଡି ଜିଲାରେ ଏହି ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଏକ ଡମ୍ପର ଟ୍ରକ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ...
Archives


