ମୁଥୁଟ୍ ଫାଇନାନ୍ସକୁ ଗ୍ରେଡ୍ ପ୍ଲେସ୍ ଟୁ ଓ୍ବାର୍କର ମାନ୍ୟତା
ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍ ବ୍ରାଣ୍ଡ ମୁଥୁଟ୍ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍ ପ୍ଲେସ୍ ଟୁ ଓ୍ବାର୍କ’ର ମାନ୍ୟତା ମିଳିଛି। ଏପରିକି କ୍ରମାଗତ ୪ର୍ଥ ଥର ପାଇଁ କମ୍ପାନୀକୁ ଏହି ମାନ୍ୟତା…
ରିଲାଏନ୍ସ ଜୁଏଲ୍ସର ଡ୍ରିମ୍ ଡାଇମଣ୍ଡ ସେଲ୍
ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍ ଡାଇମଣ୍ଡ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍ ଗ୍ରାହକଙ୍କୁ ହୀରାର କାଳଜୟୀ ଉତ୍କର୍ଷକୁ ପାଳନ କରିବା ପାଇଁ ଏକ ସୁଯୋଗ ପ୍ରଦାନ…
ମହାକୁମ୍ଭ ସହ ଆର୍ସିପିଏଲ୍ ବୁଝାମଣା
ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍ର ପ୍ରମୁଖ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆର୍ସିପିଏଲ୍) ଏବଂ ମହାକୁମ୍ଭ (ମହାକୁମ୍ଭ ଆୟୋଜକ କମିଟି) ମଧ୍ୟରେ…
ରେପୋ ରେଟ୍ରେ ୦.୨୫% ହ୍ରାସ ଆଶଙ୍କା
ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ ଗ୍ରାହକଙ୍କ ଚାହିଦା ଅଭାବ କାରଣରୁ କମ୍ପାନୀଗୁଡ଼ିକର ଆୟ ପ୍ରଭାବିତ ହେଉଛି। ଏହି କାରଣରୁ ଦେଶର…
ମହାକୁମ୍ଭର ଦ୍ୱିତୀୟ ଦିନରେ ବୁଡ଼ ପକାଇଲେ ୩.୫ କୋଟି ସାଧୁସନ୍ଥ, ଶ୍ରଦ୍ଧାଳୁ
ବୁଡ଼ ପକାଇଲେ ୩.୫ କୋଟି ମହାକୁମ୍ଭ ନଗର,୧୫।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭର ଦ୍ୱିତୀୟ ଦିନ ତଥା ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନସ୍ଥଳ ତ୍ରିବେଣୀ ସଙ୍ଗମରେ ୩.୫…
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିପଡ଼ିଛି: ବିଜେଡି
ଭୁବନେଶ୍ୱର,୧୫ା୧(ଅନିଲଦାସ): ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ମାଡ଼ ମାରିବା ସହ ଭାଜପା କର୍ମୀଙ୍କୁ ବାଡ଼େଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅରାଜକତା ଓ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ବିଧାୟକ ପ୍ରଶାନ୍ତ…
ପ୍ରଚ୍ଛଦପଟରେ ଦୀପାଳି-ଟଙ୍କଧର ବିବାଦ
ଝାରସୁଗୁଡ଼ା,୧୫।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ଅନାସ୍ଥା ପ୍ରସ୍ତାବ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ଚାଲିଛି। କୃଷ୍ଣପ୍ରିୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସକାଶେ ଜିଲା ପ୍ରଶାସନ ନ ଶୁଣିବାରୁ ସୁଲେଇ ପଞ୍ଚାୟତ ସମିତି…
ବିସିସିଆଇ ଛାଟ! ୭ ବର୍ଷ ପରେ ରଣଜୀ ଟ୍ରଫି ପାଇଁ ଖେଳିବେ ପନ୍ତ
ନୂଆଦିଲ୍ଲୀ,୧୪।୧: ରଣଜୀ ଟ୍ରଫି ଖେଳିବେ ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଦିଲ୍ଲୀ ପାଇଁ ସେ ଜାନୁଆରୀ ୨୩ରେ ମ୍ୟାଚ୍ ଖେଳିବେ। ଏନେଇ ଦିଲ୍ଲୀ ତଥା ଜିଲା କ୍ରିକେଟ ସଂଘ(ଡିଡିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଡିଡିସିଏ ସଚିବ ଅଶୋକ ଶର୍ମା…
ମହାକୁମ୍ଭରେ ଷ୍ଟିଭ୍ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ
ପ୍ରୟାଗରାଜ,୧୪।୧: ମହାକୁମ୍ଭରେ ନିଜକୁ ସାମିଲ କରିଥିବା ଆପଲ୍ ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ସ୍ତ୍ରୀ ଲୌରେନ୍ ପାଓ୍ବେଲ ଜବ୍ସ ଉତ୍ସବର ଦ୍ୱିତୀୟ ଦିନରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ ଆଲର୍ଜି ଦେଖାଦେଇଥିଲେ ମଧ୍ୟ ସେ ପ୍ରୟାଗରାଜରେ ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ସେ ଆଧ୍ୟାତ୍ମିକ…
କାଉନ୍ସେଲିଂ ନାଁରେ ୧୫ ବର୍ଷରେ ୫୦ ଯୁବତୀଙ୍କୁ ବଳାତ୍କାର, ମନସ୍ତତ୍ତ୍ୱବିତ୍ ଗିରଫ
ନାଗପୁର,୧୪।୧: ୧୫ ବର୍ଷରେ ଅନୂ୍ୟନ ୫୦ ଜଣ ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଏବଂ ବ୍ଲାକ୍ମେଲିଂ କରିଥିବା ଅଭିଯୋଗରେ ଜଣେ ୪୭ ବର୍ଷୀୟ ମନସ୍ତତ୍ତ୍ୱବିତ୍ଙ୍କୁ ନାଗପୁରରୁ ଗିରଫ କରାଯାଇଛି। ରାଜେଶ ଧୋକେ ନାମକ ଏହି ମନସ୍ତତ୍ତ୍ୱବିତ୍ ୨ ପିଲାଙ୍କ ବାପା। ସେ…
ଏକଦା ଦିନକୁ ଓଳିଏ ଖାଇ ରହୁଥିଲେ,ଏବେ ୧୦୦ କୋଟି ସମ୍ପତ୍ତିର ମାଲିକାଣୀ; ବଡ଼ ବଡ଼ ହିରୋଇନଙ୍କୁ ପଛରେ ପକାଇବେ ଏହି ସାଉଥ୍ ଅଭିନେତ୍ରୀ
ସାମନ୍ଥା ରୁଥ୍ ପ୍ରଭୁ । ଦକ୍ଷିଣ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏଯାଏ ସେ ବଲିଉଡରେ କାମ କରିନାହାନ୍ତି ସତ ହେଲେ ତଥାପି ତାଙ୍କର ଲୋକପ୍ରିୟତା କୌଣସି ହିନ୍ଦୀ ସିନେମା ଷ୍ଟାରଙ୍କଠାରୁ କମ ନୁହେଁ।…
ଚିନ୍ତାରେ ପଡିଲା ୟୁକ୍ରେନ୍, ନୂଆ ଚ୍ୟାଲେଞ୍ଜ ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟ
ସିଓଲ,୧୪।୧: ୟୁକ୍ରେନ୍ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ପାଇଁ ମରିବାକୁ ଥିବା ଉତ୍ତର…
Archives


