କେନାଲରୁ ମିଳିଲା ଯୁବକଙ୍କ ମୃତଦେହ
ଦିଗପହଣ୍ଡି,୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଉସ୍ତା ଗ୍ରାମ ନିକଟ ଋଷିକୂଲ୍ୟା କେନାଲରୁ ସୋମବାର ସକାଳେ ପ୍ରାୟ ୪୦ ବର୍ଷ ବୟସର ଜଣେ ଯୁବକଙ୍କ ମୃତଦେହକୁ ପାଟପୁର ପୋଲିସ ଜବତ କରିଛନ୍ତି। ଥାନା ଅପମୃତ୍ୟୁ...
ପୁଣି ଦୁର୍ଗମ ଅଞ୍ଚଳରୁ ଆସିଲା ଦାଦନ ଦୁଃଖ: ଝିଅର ଉଚ୍ଛ ଶିକ୍ଷା ଲାଗି ଟଙ୍କା ପାଇଁ ଯାଇଥିଲେ ହେଲେ ଫେରିଲା…
ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): ରାଜ୍ୟ ତଥା କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ନଚେତ୍ ନିଖୋଜ ଘଟଣା ମଧ୍ୟ ଥମିବାର ନାଁ ନେଉନାହିଁ।...
କାର୍ତ୍ତିକ ଶେଷ ସୋମବାର: ବଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
ଗଞ୍ଜାମ,୩।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ଅଧୀନ କଣ୍ଟିଆ ଗଡ଼ ନିକଟସ୍ଥ ବଟେଶ୍ୱର ମନ୍ଦିରରେ ଶେଷ ସୋମବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପୂର୍ବରୁ କାର୍ତ୍ତିକ ମାସର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସୋମବାରରେ ବର୍ଷା ପାଇଁ ଦର୍ଶନ...
କଇଁଛଙ୍କ ଗଣଅଣ୍ଡାଦାନ ଲାଗି ପ୍ରସ୍ତୁତି ଆରମ୍ଭ
ଗଞ୍ଜାମ,୩।୧୧(ବିଦ୍ୟାଧର ସାହୁ): ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ଓ ପରିବେଶ ସୁରକ୍ଷା ନେଇ ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଦି ଇକୋ ୱାରିଆର ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମୁଦ୍ରରୁ ଉଚ୍ଚ ଲହଡି ଦ୍ୱାରା ଭାସି...
ଜଣାପଡ଼ିଲା ହାତୀ ମୃତ୍ୟୁର ପୁରା ଘଟଣା: କାହିଁକି କେମିତି ଗୁଳି କରିଥିଲେ କହିଲେ …
ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଣିଆପଲ୍ଲୀରେ ଗତ ଶନିବାର ଏକ ଦନ୍ତା ହାତୀର ମୃତୁ ଘଟିଥିଲା। ସୋମବାର ଉକ୍ତ ଘଟଣାର ରହସ୍ୟ ବନ ବିଭାଗ ଉନ୍ମୋଚିତ କରିଛି। ଜଣେ ଶିକାରୀ ନିଜ...
ବୁଲି ଆସିଥିଲେ ମାମୁ ଘର: ଘଟିଲା ବଡ଼ ଅଘଟଣ
ନରସିଂହପୁର,୧୧।୩: କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ହୋଇଥିବା ବେଳେ ଜଣେ...
ଆଫଗାନିସ୍ତାନ ସହ ତିକ୍ତତା ବଢ଼ାଇବାରେ ସିଧାସଳଖ ପାକ୍ ସେନାର ହାତ! ତାଲିବାନର ଗୁରୁତ୍ୱପୂର୍ଣ୍ଣ ଖୁଲାସା
ଇସଲାମାବାଦ/କାବୁଲ,୩।୧୧: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସପ୍ତାହବ୍ୟାପୀ ଶତ୍ରୁତା ପରେ ଅନୁଷ୍ଠିତ ଶାନ୍ତି ଆଲୋଚନାରେ ଫଳାଫଳ ଶୂନ୍ୟ ରହିଥିବାବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଫଗାନିସ୍ତାନ ତାଲିବାନ ଅଧିକାରୀଙ୍କ ଦାବି ଅନୁଯାୟୀ, ଗୋଟିଏ ପଟେ ଆମେରିକା ଡ୍ରୋନ୍ ଆକ୍ରମଣ...
ପୀତବାସ ହତ୍ୟାଘଟଣା: ଧରାପଡ଼ିଲେ ସାର୍ପ ସୁଟର
ବ୍ରହ୍ମପୁର,୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ତାଥା ସାର୍ପ ସୁଟର କୁରୁପତି ଧରାପଡ଼ିଛନ୍ତି । ତାଙ୍କ ସହ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଷୋୟୀ ମଧ୍ୟ ଧରାପଡ଼ିଛନ୍ତି। କୁରୁପତିଙ୍କୁ ଏକ ଅଜ୍ଞାତ ବାସରେ ରଖାଯାଇ ଯେରା କରାଯାଉଛି।...
ନଦୀରେ ବୁଡ଼ିବା ୨୪ ଘଣ୍ଟା ପୁରିଲା, ମିଳୁନି ଯୁବକଙ୍କ ପତ୍ତା
ବଲାଙ୍ଗୀର, ୨ା୧୧- (ସୁନିଲ କୁମାର ମହାନ୍ତି) ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ l ଯୁବକ ଜଣକ ସୁକ୍ତେଲ ଡ୍ୟାମକୁ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା...
କାର୍ତ୍ତିକ ଶେଷ ସୋମବାର ଶୈବ ପୀଠରେ ପ୍ରବଳ ଭିଡ଼
ଜି.ଉଦୟଗିରି,୩।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ପବିତ୍ର କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ଚାଲିଥିବା ବେଳେ ଶେଷ ସୋମବାର ସ୍ଥାନୀୟ ଶୈବ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର...
ମହିଳା ବିଶ୍ୱକପ୍ ବିଜୟ ପରେ ‘ଚକ୍ ଦେ ଇଣ୍ଡିଆ ୨ ଦାବି’
ମୁମ୍ବାଇ,୩।୧୧: ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ବିଶ୍ୱକପ୍ ବିଜୟ ପରେ, ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଏହି କାହାଣୀକୁ ନେଇ ଶାହାରୁଖ ଖାନ୍ଙ୍କ ଅଭିନୀତ ହିଟ୍ ଚଳଚ୍ଚିତ୍ର ‘ଚକ୍ ଦେ! ଇଣ୍ଡିଆ’ର ଦ୍ୱିତୀୟ ଭାଗ (Sequel)...
ଦୁର୍ଘଟଣାରେ ଚାଲିଗଲା ନାବାଳକଙ୍କ ଜୀବନ: ରାସ୍ତା ଅବରୋଧ, ଉତ୍ତେଜନା
ସୋର,୧୧।୩: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ବଜାର ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସ୍କୁଟି-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ...
Archives


