Home Left

୨୦୨୬ ଆଇପିଏଲରେ ଖେଳିବା ପାଇଁ ଏମଏସ ଧୋନି ମିଳିବ କେତେ ଟଙ୍କା? ଉତ୍ତର ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୮।୧୧: ଚେନ୍ନାଇ ସୁପର କିଙ୍ଗସକୁ ପାଞ୍ଚଥର IPL ଟାଇଟଲ ଦେଇଥିବା ଅଭିଜ୍ଞ ୱିକେଟକିପର-ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଆଉ ଏକ ସିଜିନ ଖେଳିବେ। ଚେନ୍ନାଇ ସୁପର କିଙ୍ଗସର ସିଇଓ କାସି ବିଶ୍ୱନାଥନ ଏହା ନିଶ୍ଚିତ...

ମନ୍ଧାନାଙ୍କ ଠାରୁ ବି କମ୍‌ ଟଙ୍କା ପାଉଛନ୍ତି ବାବର ଆଜମ, ଜାଣିଲେ…

ନୂଆଦିଲ୍ଲୀ,୮।୧୧: ଅଭିଜ୍ଞ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବାବର ଆଜମଙ୍କୁ ଥରେ ଭାରତୀୟ ଷ୍ଟାର ବିରାଟ କୋହଲିଙ୍କ ପରି ବିଶ୍ୱସ୍ତରୀୟ ଖେଳାଳିଙ୍କ ସହ ତୁଳନା କରାଯାଉଥିଲା। ତଥାପି, ବାବରଙ୍କ ଫର୍ମ ସମ୍ପ୍ରତି ହ୍ରାସ ପାଇଛି। ସେ ଗତ 80 ଇନିଂସରେ କୌଣସି ଅନ୍ତର୍ଜାତୀୟ...

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପୁଅକୁ ହଷ୍ଟେଲ ଛାଡିବାକୁ ଯାଇ ଫେରିଲା ମୃତଦେହ

ଦାରିଙ୍ଗବାଡି,୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅକୁ ହଷ୍ଟେଲ ଛାଡିବାକୁ ଯାଇଥିବା ବାପାଙ୍କ ମୃତଦେହ ଘରକୁ ଫେରିଛି। ପ୍ରକାଶ ଯେ, ଉକ୍ତ ଫାଣ୍ଡି କୁକେରମାହା ଗ୍ରାମର...

ପୀତବାସଙ୍କ ସ୍ତ୍ରୀ କଲେ ବଡ଼ ଖୁଲାସା, ଜୀବନରୁ ମାରିଦେବକୁ ଆସୁଛି ଧମକ, ଘରକୁ ଆସି ଯିଏ ସୁରକ୍ଷା ଦେବେ କହିଥିଲେ…

ବ୍ରହ୍ମପୁର, ୮।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ ଅକ୍ଟୋବର ୬ ତାରିଖରେ ହତ୍ୟା କରାଯାଇଥିଲା। ପୋଲିସ ହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ସମେତ ଏଯାବତ ୧୬ ଜଣ ଅଭିଯୁକ୍ତଙ୍କୁ...

RBIର ନୂଆ ନିିୟମ: ଏଣକି ରୁପା ଅଳଙ୍କାରରେ ମଧ୍ୟ ମିଳିବ ଲୋନ୍‌, ଜାଣନ୍ତୁ କେବେଠୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୮ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୂତନ ସର୍କୁଲାର ଜାରି କରିଛି। ଯାହା ଦ୍ୱାରା ଆପଣ ରୁପା ଅଳଙ୍କାର ରଖି ମଧ୍ୟ ଲୋନ୍‌ ବା ଋଣ ନେଇପାରିବେ। କିପରି ଏହି ଲୋନ୍‌ ପାଇବେ ଜାଣନ୍ତୁ ଏହାର ନିୟମ… ଆର୍‌ବିଆଇ...

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ: ଢୋଲକିଆଙ୍କ ପାଇଁ କରିବେ ପ୍ରଚାର

ନୂଆପଡ଼ା,୮।୧୧(ମକାରୁ ବେମାଲ): ନୂଆପଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଗୋଟମା ଏୟାରଷ୍ଟ୍ରପ୍‌ରେ ପହଞ୍ଚଛନ୍ତି। ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଆକାଶ ଦାସ ନାୟକ ବି ପହଞ୍ଚଛନ୍ତି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ...

ବାଲିଯାତ୍ରାରେ ଫୁଡ୍‌ ଷ୍ଟଲ ସିଲ୍‌ :ଏମିତି ଭୁଲକଲେ ବାଲିଯାତ୍ରାରେ ମିଳିବନି ଷ୍ଟଲ 

କଟକ,୮।୧୧: କଟକ ବାଲିଯାତ୍ରା ପଡ଼ିଆରେ ଆକ୍ସନ ମୋଡରେ ପ୍ରଶାସନ। ଫୁଡ ସେଫ୍ଟିର ରେଡ ପରେ କଟକ ଅତିରିକ୍ତ ଜିଲାପାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାରମ୍ବାର ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ଷ୍ଟଲ ଉପରେ ଆକ୍ସନ ନିଆଯିବ। ବାରମ୍ବାର...

ଏମିତି ଦେଶ, ଯେଉଁଠି ଲୋକେ ଘର କାନ୍ଥରେ ଚାଷ କରନ୍ତି ଫସଲ, ଜାଣନ୍ତୁ ଏହାର ମୂଳ କାରଣ…

ଆଧୁନିକ ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ଅଗ୍ରଗତି କରିଛି। ବିଶେଷକରି କୃଷିକାର୍ଯ୍ୟରେ। ଚାଷକୁ ସହଜ କରିବା ଏବଂ ଶସ୍ୟ ଉତ୍ପାଦନକୁ ସର୍ବାଧିକ କରିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାର କୌଶଳ ଗ୍ରହଣ କରାଯାଉଛି। ଯଦି ଆପଣ...

ଫୋନ୍‌ ଚାର୍ଜ କରିବା ସମୟରେ କରୁଛନ୍ତି କି ଏମିତି ଭୁଲ୍‌, ହୋଇପାରେ ବଡ଼ କ୍ଷତି

ଅଧିକାଂଶ ଲୋକ ଫୋନ୍‌ ଚାର୍ଜ କରିବା ସମୟରେ ଅନେକ ଭୁଲ୍‌ କରନ୍ତି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯେମିତି କି ରାତିସାରା ଫୋନ୍‌ ଚାର୍ଜରେ ରଖିବା ଏବଂ ନିମ୍ନମାନର କେବୁଲ ବ୍ୟବହାର କରିବା ଆଦି। ଅନେକ ଲୋକ ଚାର୍ଜ...

ନୂଆପଡ଼ା ଉପନିର୍ବାଚନ: ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୮।୧୧: ନୂଆପଡ଼ା ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ସୁନାବେଡ଼ାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଗୋଟମା ଏୟାରଷ୍ଟ୍ରିଫ୍‌ରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଗତକାଲି ଅର୍ଥାତ୍‌ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବିମାନ ଯାଞ୍ଚ...

୧୫ ବର୍ଷ ଧରି କରିଛନ୍ତି ପ୍ରାଇଭେଟ୍‌ ଚାକିରିି, ତେବେ ଆପଣଙ୍କୁ ମିଳିବ ଏତେ ପେନସନ? EPFOର ହିସାବ ଜାଣନ୍ତୁ

ନୂଆଦିଲ୍ଲୀ,୮।୧୧: ଯଦି ଆପଣ ଏକ ଘରୋଇ ବା ପ୍ରାଇଭେଟ ଚାକିରି କରନ୍ତି, ତେବେ ଆପଣ ପେନସନ ପାଇଁ ମଧ୍ୟ ହକଦାର। ଏହି ପେନସନ EPFO ର EPS ଅଧୀନରେ ପ୍ରଦାନ କରାଯାଏ। ବେସରକାରୀ ଏବଂ PSU ରେ କାର୍ଯ୍ୟରତ କର୍ମଚାରୀମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri