ଆୟୁଷ୍ମାନ୍ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
ଥୁଆମୂଳ ରାମପୁର,୧୧ା୪ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଅଡ୍ରି ଗ୍ରାମସ୍ଥିତ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଡାକ୍ତର…
Chilika Lake: ରାତି ଅଧରେ ଚିଲିକା ମଝିରୁ ଶୁଭେ ମୃଦୁ ଗୀତ ଆଉ ଅଜଣା ସ୍ବର! ହଠାତ ଦେଖାଯାଏ ଛାୟା…
ଭୁବନେଶ୍ୱର,୧୧।୪: ଚିଲିକା ହ୍ରଦ, ଓଡ଼ିଶାର ସବୁଠାରୁ ବଡ଼ ଖାରିଆ ପାଣିର ହ୍ରଦ। ଏହା କେବଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବବୈଚିତ୍ର୍ୟ ପାଇଁ ନୁହେଁ, ବରଂ ଏହାର ରହସ୍ୟମୟ କାହାଣୀ ଓ ଲୋକକଥା ପାଇଁ ମଧ୍ୟ ପ୍ରସିଦ୍ଧ। ଏହାର ଅନେକ ଦ୍ୱୀପ…
ଆୟୁଷ୍ମାନ୍ ଭାରତ ଯୋଜନା ଶୁଭାରମ୍ଭ
କର୍ଲାମୁଣ୍ଡା,୧୧ା୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହୋଇଛି। ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ…
ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ଜନ୍ମ ଦିନରେ ମହାନତା ଦେଖାଇଲେ ସରପଞ୍ଚ ପ୍ରତିନିଧି
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସାମାଜିକକର୍ମୀ ଚିତ୍ରସେନ ଗୌଡ଼ଙ୍କ ୩୯ ତମ ଜନ୍ମଦିନ ପାଳନ ଅବସରରେ ଶୁକ୍ରବାର ତାଙ୍କ ପୈତୃକ ଗ୍ରାମ ଗୋଲଣ୍ଡା ବହୁମୂଖୀ ବାତ୍ୟାଆଶ୍ରୟସ୍ଥଳୀରେ ଏକ…
ଏହିଦିନ ଳାଗୁ ହେବ ୮ମ ବେତନ କମିଶନ! ଏହି କର୍ମଚାରୀଙ୍କ ୩ଗୁଣା ବଢିବ ଦରମା
ନୂଆଦିଲ୍ଲୀ,୧୧।୪:ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ ଭାବୁଛନ୍ତି କର୍ମଚାରୀଙ୍କ ଦରମାରେ ୧୮୬% ବୃଦ୍ଧି ପାଇବ । ୧୮୬% ଅର୍ଥ ହେଉଛି ଯାହାର…
ଏଏଫ୍ସି ଏସିଆନ କପ୍ ୨୦୩୧ ଲାଗି ବିଡ୍ ଦାଖଲ କଲା ଭାରତ
ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍ସି ଏସିଆନ କପ୍ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍ ‘ ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ (ଇଓଏଲ୍) ଦାଖଲ କରିଥିବା ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଶୁକ୍ରବାର ପ୍ରକାଶ କରିଛି। ବିଡ୍…
୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ
ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍ଗନ୍ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍ଏସ୍ଏଫ୍ ଓ୍ବାଲର୍ଡ କପ୍ ଯୁବ ଟ୍ରାପ୍ ମିକ୍ସଡ ଟିମ୍ ଯୋଡ଼ି ଲକ୍ଷ୍ୟ ଶେଓରାନ ଓ ନୀରୁ ଫାଇନାଲରେ ଗୋଟିଏ ପଏଣ୍ଟ ପାଇଁ ଏକ ପଦକ ହାତଛଡ଼ା…
ବଡ଼ ନିଯୁକ୍ତି ସୁଯୋଗ: ESICରେ ୫୫୮ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ…
ନୂଆଦିଲ୍ଲୀ,୧୧।୪: ସରକାରୀ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ସ୍ପେଶାଲିଷ୍ଟ ଗ୍ରେଡ-୨ର ମୋଟ ୫୫୮ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ସିନିୟର ଏବଂ ଜୁନିୟର ସ୍ପେଶାଲିଷ୍ଟ…
ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ
ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାର ଗୁରୁ ଦାୟିତ୍ଵ ରହିଛି । ସେମାନଙ୍କ ଲେଖନୀ ମୁନରେ ହିଁ…
କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ
ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି । ଫଳରେ ବନ କର୍ମଚାରୀ ଏବଂ କ୍ଷେତ୍ର କର୍ମଚାରୀ ମାନେ ଆଶ୍ୱସ୍ତ ଲାଭ କରିଛନ୍ତି।…
Discount On Electricity Bill: ଲକ୍ଷେ ଟଙ୍କା ବିଜୁଳି ବିଲ୍ ହେଲେ ବି ମିଳିବ ରିହାତି, ଜାଣନ୍ତୁ କେଉଁମାନଙ୍କୁ ମିଳେ ଏହି ଲାଭ
ନୂଆଦିଲ୍ଲୀ,୧୧।୪: ନିକଟରେ, ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ, କଙ୍ଗନା ରଣାୱତ କହିଥିଲେ ଯେ ମନାଲିରେ ତାଙ୍କ ଘରର ବିଦ୍ୟୁତ ବିଲ ୧ ଲକ୍ଷ ଟଙ୍କା ହୋଇଛି, ଯଦିଓ ସେ ସେଠାରେ ରହୁନାହାଁନ୍ତି। ଏହି ସମୟ ମଧ୍ୟରେ ସେ ରାଜ୍ୟ…
ହୋଟେଲରୁ ବାହାରି ଏମିତି କହିଲେ ପୀୟୂଷ, ସବୁ ଫେରାଇ…
ଭୁବନେଶ୍ୱର,୧୧।୪: ସତ୍ୟନଗରର ଏକ ହୋଟେଲରୁ ବାହାରି ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ ସଂଘ ଯାହା ନିଷ୍ପତି ନେବ ମାନି ନେବି। ଯାତ୍ରାରେ ସବୁ ବିବାଦ କିଭଳି ତୁଟିବ…
Archives


