ଚମ୍ପୁଆ ରେଞ୍ଜକୁ ଫେରିଲେ ୩୦ ଟିକିଆ ହାତୀପଲ, ଆସୁଆସୁ ଭାଙ୍ଗିଲେ ଘର
କେନ୍ଦୁଝର,୨୯।୯: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜକୁ ପୁଣି ଫେରିଛନ୍ତି ୩୦ ଟିକିଆ ହାତୀପଲ। ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ହାତୀପଲ ଆସୁଆସୁ ମାଳିପଶି ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଥିବା ବେଳେ ଧାନଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ…
ରାତିରେ ଖାଇ ସାରି ଶୋଇଥିଲେ ମହିଳା, କାମୁଡିଲା ବିଷଧର ସାପ
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଢାଳରେ ରବିବାର ରାତିରେ ସର୍ପ ଦଂଶନରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲକ୍ଷ୍ମୀ ମଲ୍ଲିକ (୫୫)। ଲଷ୍ମୀ ଗତକାଲି ରାତ୍ର ଭୋଜନ ପରେ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ…
ସାବଧାନ! ଫୋନ୍କୁ ୧୦୦% ଚାର୍ଜ କରୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା
ଲୋକମାନେ ପ୍ରାୟତଃ ଭାବିଥାନ୍ତି ଫୋନ୍କୁ ୧୦୦% ଚାର୍ଜ କରିବା ଭଲ। ତେଣୁ ସେମାନେ ସ୍ମାର୍ଟଫୋନକୁ ୧୦୦% ଚାର୍ଜ କରିବାର ଅଭ୍ୟାସ ରଖିଥାନ୍ତି। କିନ୍ତୁ ଏହି ଅଭ୍ୟାସ ଧିରେ ଧିରେ ବ୍ୟାଟେରୀକୁ ନଷ୍ଟ କରିଦେଇଥାଏ। ବ୍ୟାଟେରୀକୁ ଠିକ୍ ରଖିବା ପାଇଁ ଏହାକୁ ସର୍ବଦା…
ଭାରତକୁ ଆଉ ମିଳିବ ନାହିଁ ଏସିଆ କପ ଟ୍ରଫି? ଜାଣନ୍ତୁ କ’ଣ ରହିଛି ICCର ନିୟମ
ଦୁବାଇ,୨୯।୯: ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ନବମ ଏସିଆ କପ ଟାଇଟଲ ଜିତିଥିଲା। ଫାଇନାଲ ଏକ କଡ଼ା ପ୍ରତିଯୋଗିତା ଥିଲା, ପାକିସ୍ତାନ ଜିତିବା ପରି ମନେ ହେଉଥିଲା, କିନ୍ତୁ ଶେଷରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା। ଆଶା ଅନୁଯାୟୀ, ବିଜୟୀ…
ଦୋକାନ, ରାସ୍ତା, ଇଣ୍ଟରନେଟ ସବୁ ବନ୍ଦ! କାହିଁକି ପାକିସ୍ତାନ ସରକାରଙ୍କ ଉପରେ ରାଗିଲେ ପିଓକେର ଲୋକେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୯: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୋମବାର ପିଓକେର ଅନେକ ଅଞ୍ଚଳରେ ଆୱାମୀ ଆକ୍ସନ କମିଟି (ଏଏସି) ଆକ୍ରମଣ କରିଛି। ଅନେକ ଅଞ୍ଚଳ ବନ୍ଦ ଆୟୋଜନ କରିଛି ଏବଂ ରାସ୍ତା ଅବରୋଧ କରିଛି। ପାକିସ୍ତାନ…
ଥମୁନି ବାଲିଯାତ୍ରା ବିବାଦ: ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ
କଟକ,୨୯।୯(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆଲୋଚନା ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦ କରାଯାଇଥିବାରୁ ବିଭିନ୍ନ ମହଲରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ୪ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର,୨୯।୯: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ , କାରଖାନା ୧୯୪୮ର ସଂଶୋଧନ ଆଇନ ପାରିତ ହୋଇଛି।…
ଟୁର୍ନାମେଣ୍ଟରେ ମାତ୍ର ଗୋଟିଏ ବଲ୍ ଖେଳି ଭାରତକୁ ଚାମ୍ପିଅନ୍ କରାଇଲେ ଏହି ଖେଳାଳି: ଜୀବନରେ ଭୁଲି ପାରିବନି ପାକିସ୍ତାନ
ଦୁବାଇ,୨୯।୯: ରିଙ୍କୁ ସିଂହ ସମଗ୍ର ଏସିଆ କପ୍ରେ କେବଳ ଗୋଟିଏ ବଲ ଖେଳିଥିଲେ ଏବଂ ପାକିସ୍ତାନ ବିପକ୍ଷ ଫାଇନାଲ୍ରେ ସେହି ବଲ୍ରେ ବିଜୟୀ ଚୌକା ମାରି କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଜୀବନବ୍ୟାପୀ ସ୍ମୃତି ପାଲଟି ଯାଇଥିଲେ। ପାକିସ୍ତାନ ବିପକ୍ଷ ଫାଇନାଲ…
ଫାଇନାଲରେ ଘଟିଲା ସମାନ ଘଟଣା: ପାକିସ୍ତାନୀ ଖେଳାଳି ସହ ହାତ ମିଳାଇଲେନି ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୨୯।୯: ତିଲକ ବର୍ମା ପାକିସ୍ତାନର ଆଶା ଭାଙ୍ଗି ଦେଇଥିଲେ। ପାକିସ୍ତାନର ବୋଲରମାନେ ୨୦ ରନରେ ତିନୋଟି ଉଇକେଟ୍ ହରାଇ ଭଲ ଆରମ୍ଭ କରିଥିଲେ। ଅନ୍ୟପଟେ ତିଲକ ମଧ୍ୟ ଏକ ବୁଦ୍ଧିମାନ ଇନିଂସ ଖେଳିଥିଲେ। ସେ ୫୩ ବଲରୁ ୬୯ ରନର ଅପରାଜିତ…
ପ୍ରିନ୍ସପାଲଙ୍କ ସଇତାନ ରୂପ! ପିଲାଙ୍କ ଗୋଡ଼ ବାନ୍ଧି ଝରକାରେ ଓଲଟା ଟାଙ୍ଗି ଦେଲେ, ଆଉ ତା’ପରେ…
ପାନିପତ,୨୯।୯: ହରିୟାଣା ପାନିପତର ଏକ ଘରୋଇ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିବାର ଏକ ଘଟଣା ସାମ୍ନାକୁ ଆସିଛି। ପିଲାଟିର ଏକମାତ୍ର ଦୋଷ ଥିଲା ଯେ ସେ ତା’ର ହୋମ ଓ୍ବାର୍କ କରିନଥିଲା। ତା’ପରେ ଶିକ୍ଷକ ତାକୁ ନିର୍ଯାତନା…
ମୋଦିଙ୍କ କଥା ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହୁ କହୁ କହିଦେଲା ସାଂଘାତିକ କଥା
ଇସଲାମାବାଦ୍,୨୯।୯: ଭାରତ ଏସିଆ କପ ୨୦୨୫ର ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସମୟରେ ଅପରେଶନ ସିନ୍ଦୂରର କଥା କହିଥିଲେ। ପ୍ରଧାନମନ୍ତ୍ରୀ…
କାହା ପାଖରେ ଅଛି ଏସିଆ କପ୍ର ଅସଲି ଟ୍ରଫି, ସୂର୍ଯ୍ୟକୁମାର କଲେ ବଡ଼ ଖୁଲାସା, ନାଁ ଜାଣିଲେ…
ନୂଆଦିଲ୍ଲୀ,୨୯।୯: ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଫାଇନାଲ ଜିତିବା ପରେ, ଟିମ ଇଣ୍ଡିଆ ଏସିଆ କପ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ଏହା ପରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ବୟାନ…

