କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ରାଜ୍ୟପାଳ
କୋଲକାତା,୧୭ା୧୧: ପଶ୍ଚିମବଙ୍ଗ ରାଜଭବନ ପରିସରରେ ଭାଜପା ନେତାମାନଙ୍କ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଗଚ୍ଛିତ ରଖିବା ପାଇଁ ଅନୁମତି ଦିଆଯାଇଥିବା ତୃଣମୂଳ କଂଗ୍ରେସ ଏମ୍ପି କଲ୍ୟାଣ ବାନାର୍ଜୀ ଶନିବାର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଉଭୟ ଦଳ ମୁହଁାମୁହିଁ ହୋଇଛନ୍ତି। ହୁଗ୍ଲି...
ଏହି ଦେଶରେ ନାହାନ୍ତି କୌଣସି ସେନା ବାହିନୀ, ତଥାପି ଦେଶ ରହିଛି ସୁରକ୍ଷିତ, ଜାଣନ୍ତୁ କେମିତି…
ସାରା ବିଶ୍ୱରେ ପ୍ରାୟ ସମସ୍ତ ଦେଶ ନିଜର ସାମରିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି, କିନ୍ତୁ ଆପଣ ଜାଣନ୍ତି କି କିଛି ଦେଶ ଅଛନ୍ତି, ଯେଉଁମାନଙ୍କର କୌଣସି ସାମରିକ ଶକ୍ତି ନାହିଁ? ଏହି ଦେଶ ନିକଟରେ...
୨ ହାତୀ ଲଢେଇରେ ଚାଲିଗଲା ଯୁବକଙ୍କ ଜୀବନ
ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅଧୀନ ଏରଗେଡା ପଡ଼ିଆରେ ରବିବାର ୨ଟି ଦନ୍ତା ହାତୀଙ୍କ ଘମାଘୋଟ ଲଢେଇ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏରଗେଡା ଗ୍ରାମର ମାଙ୍ଗରା କୁଜୁର(୪୦)। ଏ ନେଇ ମୃତକଙ୍କ...
ବିହାରରେ କ୍ଷମତା ବଣ୍ଟନ ଚୂଡ଼ାନ୍ତ: ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ
ପାଟନା,୧୬ା୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ୨୦୨ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିବାବେଳେ ଆସନ୍ତା ୧୯ କିମ୍ବା ୨୦ରେ ନୂଆ ସରକାର ଶପଥ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି...
ହସ୍ପିଟାଲଲରୁ ଡିସ୍ଚାର୍ଜ ହେଲେ ଶୁବମନ
କୋଲକାତା,୧୬ା୧୧: ଭାରତ ଅଧିନାୟକ ଶୁବମନ ଗିଲ୍ ରବିବାର ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ହେଲେ ସେ ଗୌହାଟି ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଶୁବମନ ସ୍ପିନର ସିମନ...
ଫୁଡ୍ ପାର୍କ ପରିଦର୍ଶନ କଲେ ମନ୍ତ୍ରୀ
ରାୟଗଡ଼ା,୧୬।୧୧(ଆଶିଷ ରଞ୍ଜନ ପଣ୍ଡା)- ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ରାଜ୍ୟ ସଭା ଏମ୍ପି ସୁଜିତ କୁମାର ରାୟଗଡ଼ା ଜିଲା କୋଲନରା ବ୍ଲକ ଭୁଜବଳସ୍ଥିତ ମିଟ୍ସ...
ପାଚିକା, ସହାୟକ ମହାସଂଘର ବଡ଼ ନିଷ୍ପତ୍ତି: ୫ରେ ବିଧାନସଭା ଆଗରେ ଆନ୍ଦୋଳନ
ପଦ୍ମପୁର, ୧୬।୧୧(ପ୍ରଶନ୍ତ କୁମାର କର): ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟକ ମହାସଂଘ ପକ୍ଷରୁ ପଦ୍ମପୁର ବ୍ଲକ୍ ଜଗମଣ୍ଡା ପାହାଡ଼ ଉପରେ ବ୍ଲକ ସଭାପତି ପାର୍ବତୀ ଶବରଙ୍କ ଆୟୋଜନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଉପଦେଷ୍ଟା ତ୍ରିପତି...
କମାଲ କଲେ ଆଦିବାସୀ ଝିଅ: ଜାତୀୟ ପ୍ରତିଯୋଗୀତା ପାଇଁ ହେଲେ ମନୋନୀତ
ଭଞ୍ଜନଗର,୧୬।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର ବ୍ଲକ ବାହାଡ଼ାପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଆଦିବାସୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ଓଡ଼ିଶା ସରକାରଙ୍କ ବିଦ୍ୟାଳୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାର ଚଉଦ ବର୍ଷରୁ କମ୍ ଲମ୍ବା ଡିଆଁରେ ପ୍ରଥମ ସ୍ଥାନ ଅଧିକାରକରି...
୫ ଲକ୍ଷର SPIରେ ସହଜରେ ଜମା ହୋଇଯିବ ୧୦ ଲକ୍ଷ ଟଙ୍କା, ବାସ୍ ଏତିକି ହଜାର ମାସକୁ କରିବାକୁ ହେବ ନିବେଶ…
ନୂଆଦିଲ୍ଲୀ,୧୬।୧୧: ଯଦି ଆପଣ ଅଳ୍ପ ସମୟରେ ଏକ ଭଲ ଫଣ୍ଡ ତିଆରି କରିବାକୁ ଚାହାନ୍ତି, ତେବେ SIP ଅର୍ଥାତ୍ ସିଷ୍ଟେମାଟିକ୍ ଇ ନିବେଶ ପ୍ଲାନ୍ ଆପଣଙ୍କ ପାଇଁ ଏକ ଉତ୍ତମ ଉପାୟ ପ୍ରମାଣିତ ହୋଇପାରେ। ବିଶେଷକରି ଛୋଟ ଏବଂ ମଧ୍ୟମ...
ଆମକୁ ୧୮ ହଜାର ଦରମା ଦିଅ
ମାଲକାନଗିରି, ୧୬।୧୧(ଦୁର୍ଯୋ୍ୟଧନ ପାତ୍ର): ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ, ମାଲକାନଗିରି ଜିଲା ଶାଖାର ଏକ ବୈଠକ ସଂଘ ସଭାପତି ଡମ୍ବରୁଧର ଭୁମିଆଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି।...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ ଜଣକ ହେଲେ ଆଠମଲ୍ଲିକ ଥାନା ନୂଆଗଡ଼ ଗ୍ରାମର ପ୍ରଦୀପ ନାୟକ (୪୫)। ଘଟଣାରୁ...
କେତୋଟି EMI ମିସ୍ ହେଲେ ହୋଇଯିବେ ଡିଫଲ୍ଟର? ଜାଣନ୍ତୁ ପରେ ଆପଣଙ୍କ ସହ କ’ଣ କ’ଣ କରିପାରେ ବ୍ୟାଙ୍କ?
ନୂଆଦିଲ୍ଲୀ,୧୬।୧୧: ପ୍ରତ୍ୟେକ ହୋମ୍ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ “କେତେ EMI ମିସ୍ ହେଲେ ମୁଁ ଡିଫଲ୍ଟର୍ ହୋଇଯିବି? ଏବଂ ତା’ପରେ ବ୍ୟାଙ୍କ୍ କ’ଣ କ’ଣ ପଦକ୍ଷେପ ନେବ?” ବଡ଼ ଈଏମ୍ଆଇ, ବଢ଼ୁଥିବା ଖର୍ଚ୍ଚ...
Archives


