Home Left

ଭୂତକୋଠି ପାଲଟିଛି ବୃନ୍ଦାବନ ପ୍ୟାଲେସ୍‌, ତଦାରଖ କଲେ ବିଧାୟକ

ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ରହିଛି ଏକ ପର୍ଯ୍ୟଟନସ୍ଥଳୀ ବିଏନ୍‌ ପ୍ୟାଲେସ ବା ବୃନ୍ଦାବନ ପ୍ୟାଲେସ। କିନ୍ତୁ ଯେଉଁଭଳି ଭାବେ ଏହି ପ୍ୟାଲେସକୁ ବାରମ୍ବାର ଅବହେଳା କରାଯାଉଛି, ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ବୃନ୍ଦାବନ…

୧୩ରୁ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା: ଏଥିରେ ଭାଗ ନେବେ ୩୨ ଦଳ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ୭୦ ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ୍‌ ୩୨ଟି ପୁରୁଷ ଓ ମହିଳା…

ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଘଟଣ: ଶ୍ବାସରୁଦ୍ଧା ହୋଇ ୩ ଜୀବନ ଗଲା

ଖଇରା,୮।୬(ଉତ୍କଲବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୂଳି ଗ୍ରାମରେ ରବିବାର ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଭାବନୀୟ ଘଟଣା ଘଟଛି । ଶ୍ବାସରୁଦ୍ଧ ହୋଇ ୩ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ମୃତକମାନେ…

Video: ‘ରାତିର ସାଥୀ’, ନବବିବାହିତ ମହୁଆ ମୌଇତ୍ରା-ପିନାକୀ ମିଶ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୮ା୬: ତୃଣମୂଳ କଂଗ୍ରେସର ଏମପି ମହୁଆ ମୌଇତ୍ରା ଓ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କର ୧୯୬୭ ମସିହାର ବଲିଉଡ କ୍ଲାସିକ୍ ରୋମାଣ୍ଟିକ ଗୀତ “ରାତ କେ ହମସଫର”ରେ ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି,…

ରିଙ୍କୁ ସିଂହ ମୁଦି ପିନ୍ଧାଇବା ମାତ୍ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ପ୍ରିୟା ସରୋଜ, ପରେ…

ଲକ୍ଷ୍ନୌ,୮।୬: ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ଜୌନପୁରର ମଛଲିଶହରର ଏମପିି ପ୍ରିୟା ସରୋଜଙ୍କ ନିର୍ବନ୍ଧ ଶେଷ ହୋଇଛି। ରବିବାର, ଜୁନ ୮ ତାରିଖରେ ଲକ୍ଷ୍ନୌର ପଞ୍ଚତାରକା ହୋଟେଲ ଦି ସେଣ୍ଟ୍ରମରେ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ଉଭୟେ…

ଆଜି ସରୁଛି ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ନାଚଗୀତରେ ଦୁଲୁକୁଛି ସହର

ପୁରୁଷୋତ୍ତମପୁର,୮ା୬(ସୀମାଞ୍ଚଳ ମିଶ୍ର): ଆଜି ଅର୍ଥାତ୍‌ ରବିବାର ଶେଷ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ଏହି ଅବସରରେ ରବିବାର ଛୁଟିଦିନ ଥିବାରୁ ସମଗ୍ର ସହର ଲୋକାରଣ୍ୟ ହୋଇ ପଡ଼ିଥିବା ବେଳେ ନାଚଗିତରେ ସହର ପ୍ରକମ୍ପିତ ହେବାରେ…

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌, ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): ଗୋଟିଏ ପଟେ ଘନଘନ ବିଦ୍ୟୁତ୍‌ କାଟ୍‌କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଲକ୍ଷ୍ମୀ ବଜାରରେ। ପ୍ରକାଶ ଯେ, ଏବେ ଉକ୍ତ…

ବଡ଼ କାର୍ଯ୍ୟାନୁଷ୍ଠାନ: ଲସ ଆଞ୍ଜେଲସରେ ୨ ହଜାର ଯବାନ ମୁତୟନ କଲେ ଡୋନାଲ୍ଡ ଟ୍ରମ୍ପ, କାରଣ ରହିଛି…

ଓ୍ବାଶିଂଟନ,୮।୬: ଲସ ଆଞ୍ଜେଲସରେ ହେଉଥିବା ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ’କାଲିଫର୍ନିଆ ନ୍ୟାସନାଲ ଗାର୍ଡ’ର ୨ ହଜାର ଯବାନଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟପାଳ ବିରୋଧ କରିଛନ୍ତି। ଲସ ଆଞ୍ଜେଲସରେ…

ପୁଅ ପାଇଁ ଯେଉଁ ଜମି କିଣିଥିଲେ, ସେହି ଜମିରେ ପୁଅକୁ ଦେଲେ କବର, କାନ୍ଦି କାନ୍ଦି ବାପା କହିଲେ…

ବେଙ୍ଗାଲୁରୁ,୮ା୬: ବେଙ୍ଗାଲୁରୁର ଚିନାସ୍ବାମୀ ଷ୍ଟାଡିୟମରେ RCBର ବିଜୟକୁ ପାଳନ କରିବାକୁ ଯାଇଥିବା ଲୋକଙ୍କ ଘରେ ଶୋକ ଖେଳିଗଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କ ଆଖିକୁ ଓଦା କରିଦେଉଛି। ଭିଡିଓରେ ଜଣେ…

ବଡ଼ବାପାଙ୍କ ସହ ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୪

ବାଙ୍କୀ,୮ା୬: ମହାନଦୀରେ ଗାଧୋଉଥିବା ବେଳେ ରବିବାର ୪ ଜଣ ପିଲା ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଜଣେ ନାବାଳିକା ନିଖୋଜ ଅଛନ୍ତି। ବଡ଼ବାପାଙ୍କ ସହ ୩ ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିବାବେଳେ ଏହି…

HDFC ବ୍ୟାଙ୍କ ସିଇଓଙ୍କୁ ସସ୍‌ପେଣ୍ଡ କରିବାକୁ ଦାବି, ୨୫ କୋଟି ଟଙ୍କା ହଡ଼ପ ଅଭିଯୋଗ

ନୂଆଦିଲ୍ଲୀ,୮।୬: ଲୀଳାବତୀ ହସ୍ପିଟାଲ ଟ୍ରଷ୍ଟ ଆର୍ଥିକ ଠକେଇ ପାଇଁ HDFC ବ୍ୟାଙ୍କର ସିଇଓ ଶଶିଧର ଜଗଦୀଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତାଙ୍କ ବିରୋଧରେ ଜଣେ ଟ୍ରଷ୍ଟ ସଦସ୍ୟଙ୍କ ବାପାଙ୍କୁ ହଇରାଣ କରିବା ପାଇଁ ପ୍ରଚୁର ପରିମାଣର ଟଙ୍କା ନେଇଥିବା ଅଭିଯୋଗ…

ସ୍ବାମୀଙ୍କ ମୃତ୍ୟୁର ୭ ମାସ ପରେ ଆଖିବୁଜିଲେ ସ୍ତ୍ରୀ: ବାପା ମା’ଙ୍କୁ ହରାଇ…

ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଶିବ ନାରାୟଣପୁର ଶାସନର ଜଣାଶୁଣା ଧର୍ମ ପରାୟଣ ମହିଳା ଇନ୍ଦୁମତି ଦାଶଙ୍କ ରବିବାର ସକାଳ ୮ରେ ସାଧୂପଡାସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ସେ ପାଟଣାର ଜଣାଶୁଣା ବ୍ୟବସାୟୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri