Home Left

ସକାଳ ଜଳଖିଆରେ କଦଳୀ ଖାଇବା ଠିକ ନା ଭୁଲ? କ୍ଷୀର ନୁହେଁ ଏସବୁ ଖାଦ୍ୟ ସହ ଖାଆନ୍ତୁନି…

କଦଳୀ ଏକ ଶକ୍ତିରେ ପରିପୂର୍ଣ୍ଣ ଫଳ ଏବଂ ଅଧିକାଂଶ ଲୋକ ଏହାକୁ ସ୍ବାସ୍ଥ୍ୟକର ମନେ କରି ସକାଳ ଜଳଖିଆରେ ସାମିଲ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ସକାଳ ଜଳଖିଆରେ କଦଳୀ ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ କି ନାହିଁ?…

କଳିଙ୍ଗ ବ୍ଲାକ ଟାଇଗର୍ସର ପ୍ରଥମ ବିଜୟ

ମୁମ୍ବାଇ,୨୧ା୬: ଓଡ଼ିଶାର କଳିଙ୍ଗ ବ୍ଲାକ ଟାଇଗର୍ସ (କେବିଟି) ଚଳିତ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌)ରେ ଶନିବାର ପ୍ରଥମ ବିଜୟ ହାସଲ କରିଛି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ କଳିଙ୍ଗ ବ୍ଲାକ ଟାଇଗର୍ସ ୧୯-୧୫ ପଏଣ୍ଟରେ ଦିଲ୍ଲୀ ରେଡ୍‌ଜକୁ ପରାସ୍ତ କରିଛି। ବିଜୟୀ ଦଳ…

ଜିଲାପାଳ ଗସ୍ତର ୫ ଦିନ ପରେ ପୁଣି ତେଜିଲା କୋଟିଆ ସୀମା ବିବାଦ

ପଟ୍ଟାଙ୍ଗି,୨୧।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଜିଲାପାଳ ଭି.ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ବିଭିନ୍ନ ସରକରୀ କାର୍ଯ୍ୟକ୍ରମର ତଦାରାଖ କରିଥିଲେ। ଗସ୍ତର ୫ ଦିନ ପରେ ପୁଣି କୋଟିଆ ସୀମା ବିବାଦ ଦେଖାଦେଇଛି।…

ଅପରେଶନ ସିନ୍ଧୁ: ନେପାଳ, ଶ୍ରୀଲଙ୍କା ନାଗରିକଙ୍କୁ ଇରାନରୁ ଫେରାଇ ଆଣିବ ଭାରତ

ନୂଆଦିଲ୍ଲୀ,୨୧।୬: ଭାରତ ସରକାରଙ୍କ ଅପରେଶନ ସିନ୍ଧୁ ଅଧୀନରେ ଇରାନରେ ଫସି ରହିଥିବା ୩୧୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆଉ ଏକ ବିମାନ ଶନିବାର (୨୧ ଜୁନ) ସାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ଅପରେଶନ ସିନ୍ଧୁ ଅଧୀନରେ, ଭାରତୀୟ ନାଗରିକଙ୍କୁ ନେଇ…

ହସ୍ପିଟଲରେ ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ

କୋକସରା,୨୧ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜନୈକା ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ପୁଅ କୁଶ…

ଏଥର ବିମାନ ନୁହେଁ ଆକାଶରେ ଫାଟିଲା ହଟ ଏୟାର ବେଲୁନ, ୮ ମୃତ

ବ୍ରାଜିଲ,୨୧।୬: ବ୍ରାଜିଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହି ସମୟରେ,…

ସରପଞ୍ଚଙ୍କୁ କରିଥିଲେ ଆକ୍ରମଣ: ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ, ୨୧ା୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସାରେ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଶନିବାର ହିଞ୍ଜିଳି ପୋଲିସ ୪ ଜଣଙ୍କୁ ଗିରଫ କରି…

ଏହାକୁ ହିଁ କହନ୍ତି ପ୍ରତିଶୋଧ…, ଗାଭାସ୍କରଙ୍କ କମେଣ୍ଟ୍ରି ବନ୍ଦ କରିଦେଲେ ଋଷଭ ପନ୍ତ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୬: ଛଅ ମାସ ପୂର୍ବେ ସୁନୀଲ ଗାଭାସ୍କର ଋଷଭ ପନ୍ତଙ୍କୁ ଭର୍ତ୍ସନା କରିଥିଲେ। ଗାଭାସ୍କର ପନ୍ତଙ୍କୁ Stupid, stupid, stupid ବୋଲି କହିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ବଲରେ ଖରାପ ସଟ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ…

ବୋହୂକୁ ମାରି ୧୦ ଫୁଟ ଗାତରେ ପୋତିଦେଲେ ଶ୍ୱଶୁର! ସନ୍ଦେହରେ ପୋଲିସର ଜବାବ

ଫରିଦାବାଦ,୨୧।୬: ହରିୟାନା ଫରିଦାବାଦ ପଲ୍ଲା ଥାନାର ରୋଶନ ନଗରରେ ଜଣେ ବିବାହିତ ମହିଳାଙ୍କୁ ପୋତି ଦେବା ମାମଲାରେ, ପୋଲିସ ମୃତକଙ୍କ ଶ୍ୱଶୁର ଭୂପ ସିଂହଙ୍କୁ ଗିରଫ କରି ଦୁଇ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ଦାବି କରିଛି ଯେ ପ୍ରାଥମିକ ପଚରାଉଚରାରେ,…

ଗୋଲେଇ ରାସ୍ତାରେ ଓଲଟିଲା ପିକଅପ୍‌ ଭ୍ୟାନ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଶନିବାର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଭ୍ୟାନଟି ବେଲଗୁଣ୍ଠା ଅଭିମୁଖେ କିଛି ସାମଗ୍ରୀ ଆଣିବାକୁ ଯାଉଥିଲା। ନୂଆଗାଁ ସେତୁ ନିକଟରେ ଚାଳକ ଭାରସାମ୍ୟ…

ପ୍ରେମ ଜାଲରେ ଫସାଇ ନେଇଥିଲେ ବେଙ୍ଗାଲୁରୁ, ୪ ଦିନ ଧରି ବଳାତ୍କାର କରିବା ପରେ ଷ୍ଟେଶନରେ ଛାଡ଼ି ଫେରାର; ଘରକୁ ଫେରି…

ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଦିଗପହଣ୍ଡି ଥାନାରେ ଏତଲା…

ମୃତ୍ୟୁକୁ ଭୟ କଲେଣି ଖାମେନେଇ! ବଛା ହେଲାଣି ୩ ନାମ, ହେଲେ କିଏ ହେବେ ଉତ୍ତରାଧିକାରୀ? ଲିଷ୍ଟରେ ନାହିଁ…

ତେହେରାନ,୨୧।୬: ସମ୍ଭାବ୍ୟ ହତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବେ ସିଧାସଳଖ ନୁହେଁ ବରଂ ଜଣେ ବିଶ୍ୱସ୍ତ ସହାୟକଙ୍କ ମାଧ୍ୟମରେ ତାଙ୍କ କମାଣ୍ଡରମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି ଏବଂ ଇଲେକ୍ଟ୍ରୋନିକ ଯୋଗାଯୋଗକୁ ସ୍ଥଗିତ ରଖାଯାଇଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri