Home Left

ଜୀବନ ସହ ସଂଗ୍ରାମ କରୁଛନ୍ତି ମହିଳା: ଆର୍ଥିକ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ଶାଳଦେଇ ଗ୍ରାମର ୪୨ ବର୍ଷୀୟା ସୁବାସିନୀ ଓଝା ଟ୍ୟୁମରର ଶିକାର ହୋଇ ବିଛଣାରେ ପଡିରହିଛନ୍ତି। ୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ତେବେ ସୁବାସିନୀ ଆନନ୍ଦପୁର ମୁଖ୍ୟ…

ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କଲେ ଯୋଗୀ

ଅଯୋଧ୍ୟା,୭।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାରେ ଥିବା ଭଗବାନ ରାମଙ୍କ କୋଦଣ୍ଡ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଛନ୍ତି। ୭ଫୁଟ ଉଚ୍ଚ ଥିବା ଏହି ପ୍ରତିମାର ବହୁ ମହତ୍ତ୍ୱ ରହିଛି। ରାମଙ୍କ ଏହି ପ୍ରତିମାକୁ କର୍ନାଟକରେ ତିଆରି କରାଯାଇଥିବା ବେଳେ ମାତ୍ର…

ଚେତୁନାହିଁ ବିଦ୍ୟୁତ ବିଭାଗ: ଅଭିନବ ଉପାୟରେ ବିଦ୍ୟୁତ ଯୋଗାଣ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଭାଲୁପାଳି ସାହିରେ ବିଦ୍ୟୁତ ଖୁଣ୍ଟ ଅଭାବରୁ ଏକ କଞ୍ଚା ବାଉଁଶରେ ବତା ସାହାଯ୍ୟରେ ତାରକୁ ଟେକି ବିଦ୍ୟୁତ ଯୋଗାଇ ଦିଆଯାଇଛି। ଉକ୍ତ ଗ୍ରାମରେ ଗତ ବର୍ଷ ମଧ୍ୟ ସମାନ ଭାବରେ ବାଉଁଶ…

ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା

ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ ସୂର୍ଯ୍ୟକିରଣ ସିଧା ଆଖିରେ ପଡିଥାଏ। ଏଣୁ ଆଖିରୁ ପାଣି ମଧ୍ୟ ଶୁଖିବାରେ ଲାଗିଥାଏ। କେବଳ…

ଯେଉଁଠି ଚାକିରି ପାଇବା ପାଇଁ ପ୍ରଶ୍ନର ଉତ୍ତର ନୁହେଁ ବରଂ ଦେବାକୁ ପଡିଥାଏ କଫି କପ୍‌ ଟେଷ୍ଟ

ପ୍ରାୟ ସମସ୍ତଙ୍କୁ ଚାକିରି କରିବା ପାଇଁ ସାକ୍ଷାତକାର ଦେବାକୁ ପଡିଥାଏ। ଏହି ସମୟରେ ପ୍ରାର୍ଥୀଙ୍କୁ ଅଜବ ପ୍ରଶ୍ନର ସାମ୍ନା ମଧ୍ୟ କରିବାକୁ ପଡିଥାଏ। କେବେ କେତେକ ପ୍ରଶ୍ନର ଉତ୍ତର କହିହୁଏ ତ କେବେ କହି ହୁଏନା। ତେବେ ଏପରି ଏକ କମ୍ପାନୀ…

ପଗଡି ପିନ୍ଧା ଶିଖ୍‌ ଯୁବକଙ୍କୁ ଆମେରିକା ସେନାରେ ଭର୍ତ୍ତି ପାଇଁ ମିଳିଲା ଅନୁମତି

ଓ୍ବାଶିଂଟନ,୭।୬: ଆମେରିକାରେ ପ୍ରଥମ ଥର ଲାଗି ଜଣେ ଶିଖ୍‌ ଯୁବକଙ୍କୁ ଧାର୍ମିକ ପ୍ରତିକ ଥାଇ ବାୟୁସେନାରେ ଭର୍ତ୍ତି ଲାଗି ଅନୁମତି ମିଳିଛି। ଓ୍ବାଶିଂଟନର ମୌକାର୍ଡ ଏୟାର ବେସ୍‌ରେ ଏୟାରମ୍ୟାନ ହରମନପ୍ରିତ ସିଂହ ବାଜଓ୍ବା ଏବେ ପଗଡି ଓ ଦାଢି ରଖି ବାୟୁସେନା…

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ ପୋଲିଓରେ ପୀଡ଼ିତ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଗୁମୋଦି ଗଁା ଦୁର୍ଗମ…

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୭।୬: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣପୁର୍ବ ମୌସୁମୀ ବାୟୁ କେର ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟ ଯଥା: ଆସାମ, ମେଘାଳୟ, ମଣିପୁର,…

ଧୋନୀଙ୍କୁ ବିସିସିଆଇର ସମର୍ଥନ

ନୂଆଦିଲ୍ଲୀ,୭।୬- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ବ୍ୟବହାର ଉଇକେଟ କିପିଂ ଗ୍ଲୋଭ୍ସକୁ ନେଇ ଏବେ ବିବାଦ ଦେଖାଦେଇଛି। ଗ୍ଲୋଭ୍ସରେ ଲାଗିଥିବା ଆର୍ମିର ପ୍ରତୀକ ବଳିଦାନ ଚିହ୍ନକୁ ଗ୍ଲୋଭ୍ସରୁ ହଟାଇବା…

ଟ୍ରାକ୍ଟର ଚାପାରେ ଶିଶୁ ପୁତ୍ରର ମୃତ୍ୟୁ: ଗାଁରେ ଉତ୍ତେଜନା

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଟ୍ରାକ୍ଟର ଚାପାରେ ଜଣେ ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ସେ ହେଲେ ବେଲସରେଇ ହୁଡ଼ିସାହିର ସୋରେନ ମୁଣ୍ଡାଙ୍କ ପୁଅ ସାଗର। ସାଗର ନିଜ…

ବିଜେପୁର ଲାଉମୁଣ୍ଡାରେ ଫାଙ୍କା ଗୁଳିଚାଳନା, ୩ ଅଭିଯୁକ୍ତଙ୍କୁ କାବୁକଲେ ଗ୍ରାମବାସୀ

ବିଜେପୁର,୭।୬(ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଉପନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପନିର୍ବାଚନ ନେଇ ଘୋଷଣା ହୋଇ ନ ଥିବାବେଳେ ଶୁକ୍ରବାର ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମରେ ୩ଯୁବକ ଫାଙ୍କା ଗୁଳିଚାଳନା…

ନିଟ୍‌ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଜୀବନ ହାରିଲେ ୩ ଛାତ୍ରୀ

ନୂଆଦିଲ୍ଲୀ,୭।୬: ନିଟ୍‌ (NEET) ପରୀକ୍ଷାରେ ଅକୃତ କାର୍ଯ୍ୟ ହେବାରୁ ଏବେସୁଦ୍ଧା ୩ ଜଣ ଛାତ୍ରୀ ଜୀବନ ହାରିଥିବା ସୂଚନା ମିଳିଛି। ଗୁରୁବାର ତାମିଲନାଡୁର ଭିଲୁପୁରମରେ ୧୮ ବର୍ଷୀୟା ଜଣେ ଯୁବତୀ ନିଜ ଘରେ ଫାଶି ଲଗାଇଥିବା ଜଣାପଡିଥିଲା। ବୁଧବାର ଏହି ସର୍ବଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?