Home Left

କଳାହାଣ୍ଡି ଲୋକ ସଭା: ଭାଜପା ଆଗରେ

ଭବାନୀପାଟଣା,୨୩।୫: କଳାହାଣ୍ଡି ଲୋକ ସଭା ଆସନରେ ଭାଜପାର ବସନ୍ତ ପଣ୍ଡା ଆଗରେ ରହିଛନ୍ତି। ବସନ୍ତ ୧୦୮୪୧୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ ୮୬୮୮୭ ଭୋଟ ପାଇଛନ୍ତି।      

ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରଥମ ରାଉଣ୍ଡରେ ୧୭୦୬ ଭୋଟରେ ଆଗୁଆ ଥିବା ଜଣାପଡିଛି l ପ୍ରଥମ ରାଉଣ୍ଡରେ ବିଜେଡି ୪୩୪୨ ଭୋଟ ପାଇଥିବା ବେଳେ ଭାଜପା ୨୬୩୬ଭୋଟ ପାଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ପାଖକୁ ୫୩୩ ଭୋଟ…

କେନ୍ଦ୍ରାପଡା ଲୋକ ସଭାରେ ବିଜେଡି ପ୍ରାର୍ଥୀ ଆଗୁଆ

କେନ୍ଦ୍ରାପଡା ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତି ପରେ କେନ୍ଦ୍ରାପଡା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୩୧୨ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମହାନ୍ତି ୪୫୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବୈଜୟନ୍ତ ପଣ୍ଡା…

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତିରେ ନୟାଗଡ଼ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୮୨୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ରଣପୁରରେ ସତ୍ୟନାରାୟଣ ପ୍ରଧାନ ୩୭୪,…

ଟିଏମ୍‌ସି ହିଂସା ପରିସ୍ଥିତି ସୃଷ୍ଟି ନ କରିଥିଲେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ ଜିତିଥାଆନ୍ତା: ରୂପା ଗାଙ୍ଗୁଲି

କୋଲକାତା,୨୩।୫: ପଶ୍ଚିମବଙ୍ଗେରେ ତ୍ରୁଣମୂଳ କଂଗ୍ରେସ ଯଦି ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ହିଂସା ପରିସ୍ଥିତି ସୃଷ୍ଟି କରି ନ ଥାଆନ୍ତା ତେବେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟ ଲାଭ କରିଥାଆନ୍ତା ବୋଲି ଭାଜପା ନେତ୍ରୀ ରୂପା ଗାଙ୍ଗୁଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା…

ଗୋପାଳପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫ : ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦୀପ କୁମାର ପାଣିଗ୍ରାହୀ ଆଗୁଆ ଅଛନ୍ତି। ପ୍ରଦୀପଙ୍କୁ ୨୩୮୩ ଖଣ୍ଡ ଭୋଟ ମିିଳିଥିବାବେଳେ ଭାଜପାର ବିଭୂତି ଭୂଷଣ ଜେନାଙ୍କୁ ୧୭୬୨ ଖଣ୍ଡ ଭୋଟ ମିଳିଛ।…

ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର ସନତ କୁମାର ଗଡ଼ତିଆ ୧୫୧୨୯ ଭୋଟ ପାଇଛନ୍ତି।

ବଲାଙ୍ଗୀରରେ ସଙ୍ଗୀତା ସିଂହ ଦେଓ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ପ୍ରଥମ ରାଉଣ୍ଡରେ ଭାଜପାର ସଙ୍ଗୀତା ସିଂହ ଦେଓ ୨୫୬୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର କଳିକେଶ ନାରାୟଣ ସିଂହ ଦେଓ ୧୧୧୨ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ସୌମରେନ୍ଦ୍ର ମିଶ୍ର ୬୪୯ ଭୋଟ ପାଇଥିବା ସୂଚନା ମିଳିଛି।

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ଓ୍ବାଏସ୍‌ଆର୍‌ କଂଗ୍ରେସ ୭୬ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଆନ୍ଧ୍ର ପ୍ରଦେଶରେ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି(ଓ୍ବାଏସ୍‌ଆର୍‌ସିପି)ର ଜଗନମୋହନ ରେଡ୍ଡି ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ଓ୍ବାଏସ୍‌ଆର୍‌ସିପି ମୋଟ ୭୬ଟି ଆସନରେ ଆଗୁଆ ଥିବା ବେଳେ ଶାସକ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ୧୧ ଆସନରେ ଆଗରେ ରହିଛି।…

ବରଗଡ଼ରେ ପୋଷ୍ଟାଲ ପରେ ଇଭିଏମର ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ, ୨୩।୫: ବରଗଡର ଦୁଇ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ବରଗଡ ପଞ୍ଚାୟତ କଲେଜ ଓ ପଦ୍ମପୁର ଆରଏମସି ଗୋଦାମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମରୁ ପୋଷ୍ଟାଲ ଭୋଟ ଗଣତି ଆରମ୍ଭ ହୋଇଥିଲା। ବରଗଡ଼…

ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ପୁରୀ ଅଫିସ,୨୩।୫: ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୩୯୫ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ପିନାକୀ ମିଶ୍ର ୨୩୮୯ ଭାଜପାର ସମ୍ବିତ ପାତ୍ର ୧୯୯୫, କଂଗ୍ରେସର ସତ୍ୟପ୍ରକାଶ…

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ,୨୩।୫: ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ପ୍ରଶାନ୍ତ କୁମାର ଜଗଦେବ ୩ଶହ ୯୯ଭୋଟରେ ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ପ୍ରଶାନ୍ତ ୨୬୫୨,ଭାଜପାର ପୃଥ୍ବୀରାଜ ହରିଚନ୍ଦନ ୨୨୫୩, କଂଗ୍ରେସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri