Home Left

ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ଶହ ମିଟର ଘୋଷାଡ଼ି ନେଲା ଟ୍ରକ: ପରେ…

ବୀରମହାରାଜପୁର,୨୬।୧୧(ପୀତାମ୍ବର ସାହୁ): ସୋନପୁର ରାସ୍ତାର ଭୁଦୋବର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ  ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍କୁଟି ଚାଳକଙ୍କୁ ପ୍ରାୟ...

ଗେଟ୍‌ ଚାବି ପକାଇବାକୁ ଆସିଥିଲେ ଏଏନଏମ୍‌: ଜଗିରହିଥିଲେ ଦୁର୍ବୃତ୍ତ ଆଖିକୁ ମାରିଦେଲେ ବାଟଲିଖଡା, ପରେ…

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ): ଜଣେ କାର୍ଯ୍ୟରତ ଏଏନ୍‌ଏମଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ବାଟଲିଖଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଏଏନଏମଙ୍କ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଗୁରୁତର ଏଏନଏମ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି… 

ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ ଚରଣ ମଳିକଙ୍କ ଘରେ ସମସ୍ତେ ଶୋଇ ଥିବା ବେଳେ ବିଳମ୍ବିତ ରାତିରେ ଯେଉଁ...

ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ ବଡ଼ ଝଞ୍ଜାଟ – ଜାଣନ୍ତୁ

ନୂଆଦିଲ୍ଲୀ, ୨୬।୨୫:  ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା...

ଏଇ ଭାରତରେ

ବୟସ ୧୪, ହେଲେ ସାପ ଧରି ସାହସର ପରିଚୟ ଦେଇଛନ୍ତି କେରଳର ଅନନ୍ୟା ବିଶ୍ୱେସ । ସ୍କଉଲରେ ପଢୁଥିବାରୁ ସପ୍ତାହନ୍ତରେ ସାପ ଧରିବାକୁ ବାହାରିଯାଉଛନ୍ତି ଏବଂ ଏବେ ସୁଦ୍ଧା ୭୫ରୁ ଊର୍ଦ୍ଧ୍ୱ ସାପ ଧରି ସାରିଲେଣି। ସେ କେରଳର ପାଲାକ୍କାଡ୍‌...

ଦିନେ ଥିଲା ସତ୍ୟାଗ୍ରହୀଙ୍କ ଦେଶ

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଜୀ ଅହିଂସା ଓ ‘ସତ୍ୟାଗ୍ରହ’କୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ, ଯାହା ସମଗ୍ର ବିଶ୍ୱକୁ ଚକିତ କରିଥିଲା ଏବଂ ସେହି ପ୍ରେରଣାରୁ ଦେଶର କୋଣ ଅନୁକୋଣରେ ହଜାର ହଜାର ସତ୍ୟାଗ୍ରହୀ ସୃଷ୍ଟି ହୋଇଥିଲେ। ବିଦେଶରେ ମଧ୍ୟ...

ସୁନ୍ଦର ବିଶ୍ୱ ଗଠନର ଅଙ୍ଗୀକାର

ଗ୍ଲୋବାଲ ଅର୍ଡର’ ବା ବିଶ୍ୱର ଶୃଙ୍ଖଳା ବଦଳିଯାଉଛି। ଶୀତଳ ଯୁଦ୍ଧ ପରବର୍ତ୍ତୀ ୯୦ ଦଶକରେ ଆରମ୍ଭ ହୋଇଥିବା ନବ୍ୟ ଉଦାରବାଦୀ ଆର୍ଥିକ କାର୍ଯ୍ୟକ୍ରମ ଯୁଗରେ ଦ୍ରୁତ ଆର୍ଥିକ ବୃଦ୍ଧି ସତ୍ତ୍ୱେ ଗୋଟିଏ ପରେ ଗୋଟିଏ ବିଶ୍ୱବ୍ୟାପୀ ଆର୍ଥିକ ବିପର୍ଯ୍ୟୟ, କ୍ରମ...

ଓଏଫଏସ ପରୀକ୍ଷା ଫଳ ପ୍ରକାଶିତ: ୫୨ତମ ସ୍ଥାନ ଅଧିକାର କରି ଗୌରବ ଆଣିଲେ ସୁମନ

ଫୁଲବାଣୀ, ୨୬। ୧୧(ରାକେଶ କୁମାର ରାଉତ): ପ୍ରକାଶ ପାଇଥିବା ଓଏଫ୍‌ଏସ୍‌ ପରୀକ୍ଷା ଫଳରେ ଫୁଲବାଣୀ ଦାଦପାଜୁ ଅଞ୍ଚଳର ସୁମନ ସାହୁ ୫୨ତମ ସ୍ଥାନ ଅଧିକାର କରି ରାଜ୍ୟ ଓ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି। ସୁମନ ନିଜ ସଫଳତାର ଶ୍ରେୟ...

ଦକ୍ଷିଣ ଆଫ୍ରିକା କୋଚଙ୍କ ବିବାଦୀୟ ମନ୍ତବ୍ୟ, ‘ଭାରତୀୟ ଦଳକୁ ଦୟନୀୟ ଭାବେ…’

ନୂଆଦିଲ୍ଲୀ,୨୫।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍ ଶୁକ୍ରି କନରାଡଙ୍କ ଏକ ବିବାଦୀୟ ମନ୍ତବ୍ୟ କ୍ରୀଡ଼ା ଜଗତରେ ଝଡ଼ ସୃଷ୍ଟି କରିଛି। ୫୪୯ ରନର ବିଶାଳ ଲକ୍ଷ୍ୟ ଦେବାରେ ବିଳମ୍ବ...

ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…

ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ  ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ ଭାଜପା ନିଜର ଦବଦବା ଜାହିର କରି ବିଜେଡିକୁ ମୂଳପୋଛ କରିଛି। ପୂର୍ବ ...

ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଯାଉଥିଲେ: ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା; ଚାଲିଗଲା ସାନଭାଇଙ୍କ ଜୀବନ, ବଡ଼ଭାଇ…

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟାଟା ଏସିଇ ଗାଡ଼ି ନଂ(ଓଡ଼ି୦୭...

ସେଲିନାଙ୍କ ବୈବାହିକ ଜୀବନରେ ଝଡ଼, ସ୍ବାମୀଙ୍କୁ ମାଗିଲେ ୫୦ କୋଟିର କ୍ଷତିପୂରଣ,୧୦ ଲକ୍ଷର… 

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ପୂର୍ବତନ ଅଭିନେତ୍ରୀ ତଥା ମିସ୍‌ ଇଣ୍ଡିଆ ସେଲିନା ଜେଟଲୀ। ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ସ୍ବାମୀ ପିଟର ହାଗଙ୍କ ବିରୋଧରେ ଅଭିନେତ୍ରୀ ଘରୋଇ ହିଂସା ଭଳି ସଂଗିନ ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri