Home Left

ବିବାହ ଭୋଜିରେ କନ୍ୟାବରଙ୍କୁ ଲୋକେ ଉପହାର ଦେଲେ ପାଣିଭର୍ତ୍ତି ମାଠିଆ

ଭୋପାଳ,୨୮।୫: ମଧ୍ୟପ୍ରଦେଶରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଏଠାରେ ଏକ ବିବାହ ଭୋଜିରେ ଯୋଗଦେଇଥିବା ଲୋକେ କନ୍ୟାବରଙ୍କୁ ପାଣିଭର୍ତ୍ତି ମାଠିଆ ଉପହାର ଭାବେ ପ୍ରଦାନ କରିଛନ୍ତି। ସ୍ଥାନୀୟ ଖରଗୋନ୍‌ ଜିଲାର ରାୟଟେମରୀରେ ଏଭଳି ଘଟଣା ଘଟିଛି। ଏହି…

ଗମ୍ଭୀରଙ୍କ ବିଜୟ ପରେ ଆଫ୍ରିଦି କହିଲେ: ଯାହାର ବୁଦ୍ଧି ନାହିଁ, ଲୋକ ତାଙ୍କୁ ଭୋଟ ଦେଇଛନ୍ତି

ଇସଲମାବାଦ୍‌. ୨୮।୫: କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଲଢି ବିଜୟ ହାସଲ କରିଛନ୍ତି। ଗମ୍ଭୀରଙ୍କ ଏହି ଜବରଦସ୍ତ ବିଜୟ ପରେ ତାଙ୍କୁ ତାତ୍ସଲ୍ୟ କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସହିଦ…

କୋକେନ୍‌ ପାଇଁ ମଝି ଆକଶରେ ମୃତ୍ୟୁ

ମେକ୍ସିକୋ ସିଟି,୨୮।୫: ଜାପାନର ଜଣେ ୪୨ ବର୍ଷୀୟ ଯୁବକ ପାକସ୍ଥଳୀ ଓ ଖାଦ୍ୟନଳୀର ତଳଭାଗରେ ୨୪୬ ପ୍ୟାକେଟ କୋକେନ୍‌ ନେଇ ବିମାନ ଯାତ୍ରା କରୁଥିବା ବେଳେ ମଝି ଆକାଶରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉକ୍ତ ବିମାନଟି ବୋଗୋଟାରୁ ଟୋକିଓ…

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗୁଜରାଟର ଲାମ୍ବାଡିଆସ୍ଥିତ ମାଲବାସରେ ସମ୍ପନ୍ନ ହୋଇଛି। ୭୫ ବର୍ଷ ବୟସ୍କ ବୃଦ୍ଧ ଗମନା ସୋଲାଙ୍କି…

ପିଲାଙ୍କୁ ଦିଅନ୍ତୁ ଉତ୍ତମ ଶିକ୍ଷା: ଧ୍ୟାନ ଦିଅନ୍ତୁ କେତୋଟି କଥାପ୍ରତି

ଛୋଟ ପିଲାମାନଙ୍କୁ ଉତ୍ତମ ବ୍ୟବହାର ସମ୍ପର୍କରେ ଶିକ୍ଷା ଦେବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ। କାରଣ ଏହା ପିଲାର ବର୍ତ୍ତମାନ ସହିତ ଭବିଷ୍ୟତକୁ ସୁନ୍ଦରକରି ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। ମାତ୍ର ଅଜାଣତରେ ଅଭିଭାବକ ଏମିତି କିଛି ଭୁଲ କରିଥାନ୍ତି, ଯାହାର ପ୍ରଭାବ…

ମା’ଙ୍କୁ ବଞ୍ଚାଇବା ପାଇଁ ୬ ବର୍ଷ ବୟସ୍କା ଭାଗ୍ୟଶ୍ରୀ କରୁଛନ୍ତି ଭିକ୍ଷାବୃତ୍ତି

କୋପ୍ପାଲ,୨୮।୫: କର୍ନାଟକ କୋପ୍ପାଲରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ଜଣେ ୬ ବର୍ଷ ବୟସ୍କା ନାବାଳିକା ଭିକ୍ଷାବୃତ୍ତି କରୁଛନ୍ତି। ସେ ହେଉଛନ୍ତି ଭାଗ୍ୟଶ୍ରୀ। ତାଙ୍କ ମା’ ଦୁର୍ଗାମ୍ମା ଦୀର୍ଘଦିନ ଧରି ମଦ ପିଇବା ଯୋଗୁ ଅସୁସ୍ଥ…

ଭାଜପାରେ ଯୋଗ ଦେବାର ଯୋଜନା ନାହିଁ: ଅଳ୍ପେଶ ଠାକୁର

ଅହମ୍ମଦାବାଦ,୨୮।୫: ଗୁଜରାଟ ବିଧାୟକ ତଥା ଓବିସି ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା। ହେଲେ ସେ ଏବେ ଭାଜପାରେ ଯୋଗ ଦେବାର କୌଣସି ଯୋଜନା ନ ଥିବା ପ୍ରକାଶ କରିଛନ୍ତି।…

ବିଷାକ୍ତ ମଦ ନେଲା ୧୨ ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତର ପ୍ରଦେଶ ପୁଣି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ବାରବାଙ୍ଗୀରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣଙ୍କ…

ରୋଗ ନିରୁପଣ ପାଇଁ ବ୍ୟବହାର କରାଯାଉଛି ଜ୍ୟୋତିଷଶାସ୍ତ୍ର

ଜୟପୁର,୨୮।୫: ରାଜସ୍ଥାନ ଜୟପୁରରେ ଥିବା ‘ୟୁନିକ ସଙ୍ଗିତା ମେମୋରିଆଲ୍‌ ହସ୍ପିଟାଲ’ରେ ଏବେ ରୋଗର ନିରୁପଣ ପାଇଁ ଚିକିତ୍ସା ବିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ରର ସାହାଯ୍ୟ ନିଆଯାଉଥିବା ଜଣାପଡିଛି। ପଣ୍ଡିତ ଏ. ଶର୍ମା କୁହନ୍ତି ସେ ଉକ୍ତ ହସ୍ପିଟାଲରେ ଦିନକୁ ୨୫-୩୦ଟି କୁଣ୍ଡଳୀ ଦେଖୁଛନ୍ତି।…

ଶାଢ଼ି ଫ୍ୟାଶନ୍‌

ଶାଢ଼ି ଗେଟ୍‌ଅପ୍‌ ପ୍ରତିଟି ଅକେଜନ ପାଇଁ ପରଫେକ୍ଟ ଲାଗିବା ସହ ପର୍ସନାଲିଟିକୁ ଦ୍ୱିଗୁଣିତ କରିଥାଏ। ତେବେ ଯୁଗ ବଦଳିବା ସହ ଏବେ ଶାଢି ନୂଆ ରୂପରେ ଆସିଲାଣି। ପଲୁ, ବର୍ଡର ଏବଂ ପ୍ଲିଟ୍‌ସରେ ଏହା ଲାଗୁଛି ଆହୁରି ଆକର୍ଷକ। ତେବେ ପର୍ସନାଲିଟିକୁ…

ରାହୁଲ କରୁଛନ୍ତି ଇସ୍ତଫା ଡ୍ରାମା: ସିପିଆଇ ରାଷ୍ଟ୍ରୀୟ ସଚିବ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଡ୍ରାମା ଜାରି ରଖିଥିବା କହିଛନ୍ତି ସିପିଆଇ ରାଷ୍ଟ୍ରୀୟ ସଚିବ ଅତୁଲ ଅନଜାନ୍‌। ରାହୁଲ କଂଗ୍ରେସକୁ ଠିକ୍‌ ମାର୍ଗରେ ପରିଚାଳିତ କରିପାରି ନାହାଁନ୍ତି। ତେଣୁ…

ବ୍ଲସର ସିଲେକ୍ସନ

ମେକ୍‌ଅପ୍‌ରେ ବ୍ଲସର ଭୂମିକା ମୁଖ୍ୟ। କାରଣ ଏହା ମେକ୍‌ଅପ୍‌କୁ ଆହୁରି ଆକର୍ଷଣୀୟ କରିଥାଏ। ତେବେ ଏହାର ଚୟନ ବେଳେ ତ୍ୱଚାର ରଙ୍ଗ ଏବଂ ପ୍ରକାରଭେଦ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କୌଣସି ବ୍ଲସର୍‌ କିଣିବା ପୂର୍ବରୁ ତାହା ଆପଣଙ୍କ ତ୍ୱଚାକୁୁ ସୁଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri