ବିଶ୍ୱ ପରିବେଶ ଦିବସ: ଟାଇଗର-ଦିୟା ଲଗାଇଲେ ଗଛ, ବାଣ୍ଟିଲେ ସଚେତନତା ବାର୍ତ୍ତା
ମୁମ୍ବାଇ: ଗୁରୁବାର ବିଶ୍ୱ ପରିବେଶ ଦିବସ। ଚଳିତ ଥର ଏହି ଦିବସର ଥିମ୍ ରହିଛି ‘ବିଟ୍ ଏୟାର ପଲ୍ୟୁଶନ’। ଏହି ଅବସରରେ ଲୋକଙ୍କୁ ସଚେତନ କରାଉଛନ୍ତି ବଲିଉଡ କଳାକାର। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଗଛ ଲଗାଇବା ଉଚିତ ବୋଲି…
ସାପ ସହ ଶଟ୍ ଦେବା ଦିଗାଙ୍ଗନାଙ୍କୁ ପଡ଼ିଲା ମହଙ୍ଗା
ଚଳଚ୍ଚିତ୍ର ହିପ୍ପି ଜରିଆରେ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ। ଏଥିରେ ତାଙ୍କ ବିପକ୍ଷରେ ରହିବେ ଅଭିନେତା କାର୍ତ୍ତିକେୟ। ଫିଲ୍ମଟି ୭ ଜୁନକୁ ରିଲିଜ ହେବାକୁ ଯାଉଥିବା ବେଳେ ଶୁଟିଂ ସମୟର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। କଥାଟି…
ଯୌନ ନିର୍ଯାତନା ସହିପାରିଲେନି ୧୭ବର୍ଷୀୟ ଯୁବତୀ: ମାଗିଲେ ଇଚ୍ଛାମୃତ୍ୟୁ
ପିଲାଦିନେ ବାରମ୍ବାର ବଳାତ୍କାର ଯନ୍ତ୍ରଣା ସହିଆସୁଥିବା ଯୁବତୀ ଶେଷରେ ମୃତ୍ୟୁର ବାଟ ଆପଣାଇଛନ୍ତି। ନେଦରଲାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୧ ବର୍ଷ ବୟସର ହୋଇଥିବାବେଳେ ଯୁବତୀ ଜଣଙ୍କ ବଳାତ୍କାରର ଶିକାର ହୋଇଥିଲେ। ଯୌନ ନିର୍ଯାତନାର ଶିକାର ହେବା ପରେ ୧୭ବର୍ଷୀୟ…
ଯନ୍ତ୍ରଣା ସହି ନପାରି ମାତ୍ର ୧୭ ବର୍ଷ ବୟସରେ ନାବାଳିକା ବାଛିନେଲେ ‘ଇଛାମୃତ୍ୟୁ’
ଆମଷ୍ଟରଡମ୍,୫।୬: ମାନସିକ ଯନ୍ତ୍ରଣା ଓ ଡିପ୍ରେସନରୁ ବାହାରି ନ ପାରି ଶେଷରେ ‘ଇଛାମୃତ୍ୟୁ’ ଦ୍ୱାରା ନାବାଳିକା ଜଣଙ୍କ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନେଦରଲ୍ୟାଣ୍ଡ ଅର୍ନହୋମରେ। ଉକ୍ତ ସହରର ୧୭ ବର୍ଷର ଝିଅ ପିିଲାଦିନେ ବଳାତ୍କାରର ଶୀକାର ହୋଇଥିଲେ।…
ସବୁଜ ମିଶନରେ ଲାଗିପଡିଛନ୍ତି ପାରା ଆଥଲେଟ୍ ଟି ଭି ସୁବ୍ରମଣୀ
ଅନ୍ତର୍ଜାତୀୟ ପାରା ଆଥଲେଟିକ୍ ଚାମ୍ପିଅନସିପରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଙ୍ଗାଲୁରୁ ନିବାସୀ ୩୯ ବର୍ଷୀୟ ଟି ଭି ସୁବ୍ରମଣୀ ନିଜ ଗାଁରେ ସବୁଜ ମିଶନ୍ ଆରମ୍ଭ କରିଛନ୍ତି। ନିଜ ଦମ୍ରେ ଗାଁକୁ ସବୁଜ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଦିନକୁ…
ସୋସିଆଲ ମିଡିଆରେ ପ୍ରେମୀଯୁଗଳଙ୍କ ଏହି ଫଟୋ ଦେଖି ଚକିତ ହୋଇଗଲେ ଲୋକେ
କିଛି ଦିନ ତଳେ ସୋସିଆଲ ମିଡିଆରେ ଜଡ୍ ଜେସ୍ପର ନାମକ ଜଣେ ଯୁବକଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋଟିରେ ଜେସ୍ପରଙ୍କ ପ୍ରେମିକା ମଧ୍ୟ ଥିଲେ। ହଙ୍ଗେରୀରେ ପ୍ରେମିକାଙ୍କ ସହ ଛୁଟି କଟାଉଥିବା ବେଳର ଉକ୍ତ ଫଟୋଟିକୁ ଯେ କେହି ଦେଖୁଥିଲା ଘଡ଼ିଏ…
ଖାଇବା ପରେ ଥଣ୍ଡାପାଣି ପିଇଲେ ବଢେ ହୃଦ୍ଘାତ ଆଶଙ୍କା
ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍ସିୟସ୍ ଥାଏ। ଏଥିପାଇଁ ପିଇବା ପାଣିର ତାପମାତ୍ରା ୨୦ ରୁ ୨୨ ଡିଗ୍ରୀ ମଧ୍ୟରେ ରହିବା ଉପଯୁକ୍ତ। କେତେକ ବ୍ୟକ୍ତି ଖାଇବା ପରେ ଫ୍ରିଜ୍ ପାଣି ପିଇଥାଆନ୍ତି। କିନ୍ତୁ ଏହି ପାଣି ଯଦି…
ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ
ବଲିଉଡ୍ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ ଅଭିନେତ୍ରୀଙ୍କ ସମ୍ପର୍କରେ… ଅମୀଷା ପଟେଲ : ଅମୀଷା ୨୦୦୦ ମସିହାରେ ଫିଲ୍ମ ‘କହୋ ନା…
ବିରାଡ଼ି ଭଳି ଜୀବନ ଅତିବାହିତ କରୁଛନ୍ତି ୨୦ ବର୍ଷୀୟ ‘ନାନୋ’
ବିଶେଷକରି ଯୁବତୀମାନେ ପୋଷା ଭାବେ ବିରାଡ଼ି ରଖିବାକୁ ଭଲ ପାଇଥାନ୍ତି। ହେଲେ ନରଓ୍ବେର ଜଣେ ଯୁବତୀ ବିରାଡ଼ିକୁ ପସନ୍ଦ କରି ନିଜ ଜୀବନଶୈଳୀକୁ ମଧ୍ୟ ଅନୁରୂପ କରି ଦେଇଛନ୍ତି। ସେ ହେଲ ନାନୋ। ଏବେ ତାଙ୍କୁ ୨୦ ବର୍ଷ। ନାନୋଙ୍କ ଚାଲି…
ଚର୍ବି ହ୍ରାସ କରେ ଭଜା ଚଣା
ଭଜା ଚଣା ତ ଅନେକଥର ଖାଇଥିବେ। ତେବେ ଏହା ଯେ କେବଳ ପାଟିକୁ ସୁଆଦିଆ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭକାରୀ। ଏଥିରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ ଭରପୂର୍ ମାତ୍ରାରେ ରହିଥାଏ। ପ୍ରତିଦିନ…
ପୁରୁଷଙ୍କ ଅପେକ୍ଷା ଥାଇରଏଡରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ମହିଳା
ବର୍ତ୍ତମାନ ସମୟରେ ଥାଇରଏଡ୍ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହେଲାଣି। ଉତ୍ତର ଭାରତରେ ଥାଇରଏଡ ରୋଗୀଙ୍କ ସଂଖ୍ୟା ଅଧିକ। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଓଜନ ବଢ଼ିବା ସହିତ ରକ୍ତ ସନ୍ତୁଳନରେ ବାଧା ଉପୁଜିଥାଏ। ଏକ ଗବେଷଣା ଅନୁଯାୟୀ ପୁରୁଷଙ୍କ ତୁଳନାରେ…
ନମାଜ ପଢୁଥିବାବେଳେ ଚଢିଗଲା କାର୍
ନୂଆଦିଲ୍ଲୀ, ୫।୬: ବୁଧବାର ସାରା ଦେଶରେ ଇଦ୍-ଉଲ୍-ଫିତର ଧୂମଧାମରେ ପାଳନ କରାଯାଉଥିଲାବେଳେ ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଖୁରେଜିରେ ମୁସଲମାନ ସମ୍ପ୍ରଦାୟର ଲୋକେ ଇଦ୍ ନମାଜ ପଢୁଥିବାବେଳେ ସେମାନଙ୍କ ଉପରକୁ ଏକ କାର୍ ମାଡିଯାଇଥିଲା। ଫଳରେ ୧୭ ଜଣ…
Archives


