ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମସ୍ତ ସାତଟି ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ
ଭୁବନେଶ୍ୱର,୧।୬: ଭାରତୀୟ ରେଳବାଇର ଏକ ପ୍ରମୁଖ ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ନୟାଗଡ଼ ଜିଲାର ବୁଗୁଡ଼ା ଓ ଦାଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T2 ର ଅନ୍ତିମ ବ୍ରେକଥ୍ରୁ ମେ…
ସରକାରୀ ଟଙ୍କା ଆତ୍ମସାତ: ନିଲମ୍ବିତ ହେଲେ ପିଇଓ, ଜିଆରଏସ୍
ବାଲିଗୁଡ଼ା,୧ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ବ୍ଲକ୍ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଟଙ୍କା ଆତ୍ମସାତ ଘଟଣାରେ କନ୍ଧମାଳ ଜିଲାପାଳଙ୍କ ଛାଟ ବାଜିଛି। କୋଟଗଡ଼ ବ୍ଲକରେ ୨୦୨୨-୨୩ରେ ମନରେଗାରେ ବ୍ୟାପକ ଦୁର୍ନୀତି ନେଇ ଗତବର୍ଷ ଜୁନ ପହିଲାରେ କେନ୍ଦ୍ର ସରକାରଙ୍କ…
ପୁଣି କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ
ବ୍ରହ୍ମପୁର,୧।୬: ପୁଣି ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍. ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଯନ୍ତୀଙ୍କ ଆୟଠାରୁ ୧୧୯ ପ୍ରତିଶତ ଅଧିକ ସମ୍ପତ୍ତି…
ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ…
ଦିଗପହଣ୍ଡି,୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡ଼ଖେମୁଣ୍ଡି ଜୋନାଲ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ୍ ବୃନ୍ଦାବନ…
PF ଆକାଉଣ୍ଟରୁ କେଉଁ କାମ ପାଇଁ କେତେ ଟଙ୍କା ଉଠାଇ ପାରିବେ ଜାଣନ୍ତୁ ସବିଶେଷ ତଥ୍ୟ…
ଦେଶର ପ୍ରାୟ ସମସ୍ତ ନିଯୁକ୍ତିପ୍ରାପ୍ତ ଲୋକଙ୍କର PF ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨% PF ଆକାଉଣ୍ଟରେ ଜମା କରାଯାଏ ଏବଂ କମ୍ପାନୀ ମଧ୍ୟ ସମାନ ଅବଦାନ ଦିଏ। ପିଏଫ ଆକାଉଣ୍ଟକୁ ସଞ୍ଚୟ ଆକାଉଣ୍ଟ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଏଥିରେ…
ରୁଷିଆକୁ ବଡ ଝଟକା ଦେଲା ୟୁକ୍ରେନ: ଡ୍ରୋନ୍ ମାରି ଧ୍ବଂସ କଲା ୪୦ଟି ଯୁଦ୍ଧ ବିମାନ
ନୂଆଦିଲ୍ଲୀ,୧ା୬: ୟୁକ୍ରେନ ରୁଷିଆର ଚାରୋଟି ପ୍ରମୁଖ ବାୟୁସେନା ଘାଟି ଉପରେ ଏକ ବଡ ଡ୍ରୋନ୍ ଆକ୍ରମଣ କରିଛି, ଯେଉଁଥିରେ ୪୦ରୁ ଅଧିକ ରୁଷୀୟ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବା ଦାବି କରାଯାଇଛି। ୟୁକ୍ରେନର ସୁରକ୍ଷା ସେବା (ଏସବିୟୁ) ଦ୍ୱାରା ଏହି ଆକ୍ରମଣକୁ…
ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଇ ଠକୁଥିଲେ, ବନ୍ଧା ହେଲେ ୫
ଭୁବନେଶ୍ୱର,୧।୬: ଭୁବନେଶ୍ୱର କମିଶନରେଟ୍ ପୋଲିସ ରବିବାର ଏକ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଗ୍ୟାଙ୍ଗ ନୟାପଲ୍ଲୀ ଏବଂ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊଦ୍ଧର୍ବ ଟଙ୍କା ଠକେଇ…
ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍ ଠାବ
ରାଉରକେଲା,୧।୬: ସୁନ୍ଦରଗଡ଼ ଜିଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯାଞ୍ଚ…
ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ
ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ…
ଫରେଷ୍ଟ କମିଶନ ଗଠନ ଦାବି ନେଇ ଏକାଠି ହେଲେ ବନ କର୍ମଚାରୀ
ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍ ବନ ସେବା ସଂଘ ବ୍ରହ୍ମପୁର ଜୋନ୍ ପକ୍ଷରୁ ରବିବାର ଭଞ୍ଜନଗର ଲାଲସିଂ ନର୍ସରୀ ପରିସରରେ ଏକ ବୈଠକ ହୋଇଥିଲା। ସଭା ପ୍ରାରମ୍ଭରେ ଶିକାରୀ ମାନକ ଗୁଳିରେ ନିହତ ହୋଇଥିବା ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ…
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅପରେଶନ ସିନ୍ଦୂର” ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆରମ୍ଭ; ବିଜେତାଙ୍କୁ ମିଳିବ…
ନୂଆଦିଲ୍ଲୀ,୧।୬: ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅପରେଶନ ସିନ୍ଦୂର” ଉପରେ ଏକ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ଭାରତୀୟ ସେନାର ଐତିହାସିକ କାର୍ଯ୍ୟକଳାପ ଏବଂ ଦେଶର ସୁରକ୍ଷା…
ନରେଗା କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ବିଡିଓ
ଖଜୁରୀପଡ଼ା,୧ା୬(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗ ଦେବା ଦିନ ଠାରୁ ବିକାଶ କାର୍ଯ୍ୟ ଅଗ୍ରସର ଭାବେ ଚାଲିଛି। ସେ ଛୁଟି ଦିନରେ ମଧ୍ୟ ବିଭିନ୍ନ ପଞ୍ଚାୟତକ୍ଷେତ୍ର ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସମୀକ୍ଷା କରୁଛନ୍ତି।…
Archives


