ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍ଆଇ
ବ୍ରହ୍ମପୁର,୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବିଭିନ୍ନ କାରଣକୁ ନେଇ ପୋଲିସ ପୋଷାକ ଖାକିରେ ଦାଗ ଲାଗୁଛି। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି। ବୁଧବାର ଏମିତି ଏକ ଘଟଣାରେ ଜଣେ ମହିଳା ଥାନାର ମହିଳା ଏଏସଆଇ…
ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କ ପରେ ଗିରଫ ହେଲେ ଆଉ ଜଣେ ୟୁଟ୍ୟୁବର
ଚଣ୍ଡିଗଡ଼,୪।୬: ଜ୍ୟୋତି ମାଲହୋତ୍ରାଙ୍କ ପରେ ଆଉ ଜଣେ ୟୁଟ୍ୟୁବରଙ୍କୁ ଭାରତ ସହ ବିଶ୍ୱାସଘାତକତା କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ସନ୍ଦେହ କରାଯାଉଛି। ପୋଲିସ ତାଙ୍କୁ ପଞ୍ଜାବର ରୂପନଗରରୁ ଗିରଫ କରିଛି। କୁହାଯାଉଛି ଯେ ଜସବୀର…
ବାହାଘରର ୩ ମାସ ପରେ ପୁଣି କନ୍ୟାଙ୍କ ଘରେ ବରଯାତ୍ରୀ ନେଇ ପହଞ୍ଚିଲେ ବର, ରାଗିଗଲେ କନ୍ୟା ପିତା, ଜାଣନ୍ତୁ ପୂରା ରୋଚକ ଘଟଣା…
ବିବାହର ତିନି ମାସ ପରେ କେହି ପୁଣି ବିବାହ କରିବା କଥା କେବେ ଶୁଣିଛନ୍ତି କି? ତାହା ମଧ୍ୟ ପୁଣି ଥରେ ସେହି କନ୍ୟାଙ୍କ ସହିତ। ହଁ ଏହା ଉତ୍ତରପ୍ରଦେଶର ମିର୍ଜାପୁରରେ ଘଟିଛି। ଏଠାରେ ଜଣେ ବରକୁ ବରଯାତ୍ରୀ ନେଇ ଖାଲି…
କୋହଲି IPL ଜିତିବା ପରେ ମାଲାମାଲ ହେଲେ ସ୍ତ୍ରୀ ଅନୁଷ୍କା, ହେଲେ ଏତେ କୋଟିର ଧନୀ
ନୂଆଦିଲ୍ଲୀ,୪।୬: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଏହି ମୁହୂର୍ତ୍ତରେ ବହୁତ ଖୁସି ଅଛନ୍ତି । ବିରାଟ କୋହଲିଙ୍କ ଦଳ RCB IPL ୨୦୨୫ ମ୍ୟାଚ ଜିତିଛି। ବିରାଟ କୋହଲିଙ୍କ ଦଳ RCB ୨୩ ଜୁନରେ ଅନୁଷ୍ଠିତ IPL…
କୋହଲିଙ୍କୁ ଆହୁରି ଧନୀ କଲା କାଲିର ମ୍ୟାଚ୍, ବଢିଗଲା ଏତେ କୋଟିର ସମ୍ପତ୍ତି
ବେଙ୍ଗାଲୁରୁ,୪।୬: IPL 2025 ର ଫାଇନାଲ ମ୍ୟାଚ କ୍ରିକେଟ ପ୍ରେମୀଙ୍କ ପାଇଁ ରୋମାଞ୍ଚ ଏବଂ ଭାବପ୍ରବଣତାରେ ପରିପୂର୍ଣ୍ଣ ଥିଲା। ଗୋଟିଏ ପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଆତ୍ମବିଶ୍ୱାସୀ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଥିଲା ଏବଂ ଅନ୍ୟପଟେ ପ୍ରୀତି…
ଧାନ ଗୋଦାମ ଅଫିସରୁ ଆଜ୍ବେଷ୍ଟସ୍ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ପାଟଣା,୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ା ଛକ ନିକଟରେ ଥିବା ଅରବିନ୍ଦ ଦାଶଙ୍କ ଧାନ ଗୋଦାମର ଆଜବେଷ୍ଟସ୍ ତାଡ଼ି କେହି ଦୁର୍ବୃତ୍ତ ମଙ୍ଗଳବାର ରାତ୍ରି ଟେବୁଲ ଡ୍ର’ରୁ ନଗଦ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ଅଫିସ ଡ୍ର’…
ପଲାଣଘାଟି ପଞ୍ଚାୟତ: ୩ ୱାର୍ଡ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା
ପାଟଣା,୪।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତର ୩ ଜଣ ୱାର୍ଡ ସଦସ୍ୟା ଓ ସଦସ୍ୟଙ୍କୁ ଏକାଧିକ ସନ୍ତାନ ଓ ସନ୍ତତି ଥିବା ଅଭିଯୋଗରେ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ…
ଐତିହାସିକ ବିଜୟ ପରେ ପ୍ରଥମ ପୋଷ୍ଟ କଲେ ବିରାଟ କୋହଲି: କହିଦେଲେ ହୃଦୟର କଥା
ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025 ଚାମ୍ପିୟନ୍ ହୋଛି। ଏହି ଐତିହାସିକ ବିଜୟ ପରେ, ଦଳର ସବୁଠାରୁ ବରିଷ୍ଠ ଖେଳାଳି ବିରାଟ କୋହଲି ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜର ଭାବନା ଶେୟାର କରିଥିଲେ। ୪ ଜୁନ…
IPLରେ ଚାମ୍ପିଅନ ହେବା ପରେ RCBର କଲା ବଡ଼ ଘୋଷଣା, ଚାରିଆଡେ ଚହଳ!
ବେଙ୍ଗାଲୁରୁ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶେଷରେ ତାହା କଲା ଯାହା ପାଇଁ ସେମାନଙ୍କର ପ୍ରଶଂସକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। ସେମାନେ IPL ଟାଇଟଲ ଜିତିବାରେ ସଫଳ ହେଲେ, ଯାହା ସେମାନେ 6256 ଦିନ ଅର୍ଥାତ 17 ବର୍ଷ ଧରି…
କାହିଁକି ‘୧୮ ନମ୍ବର’ ବିରାଟ କୋହଲିଙ୍କ ପାଇଁ ଖାସ୍: ନିଜେ କଲେ ଖୁଲାସା
ଅହମଦାବାଦ,୪।୬: IPL 2025ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଏହି ଟୁର୍ନାମେଣ୍ଟର ଟ୍ରଫି ଜିତିଥିଲା। RCB ର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଟ୍ରଫି ବିରାଟ କୋହଲିଙ୍କ ପାଇଁ ବହୁତ…
RCBକୁ ଚାମ୍ପିୟନ୍ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି…
ଅହମଦାବାଦ,୪।୬: ରାତି ୧୧.୨୦ରେ ବିରାଟ କୋହଲି ଅଧୈର୍ଯ୍ୟ ହୋଇପଡ଼ିଥିବା ତାଙ୍କ ଚେହେରାରୁ ବାରି ହୋଇ ପଡ଼ୁଥିଲା। ୧୧.୨୫ରେ ଜୋଶ ହାଜେଲଉଡ ସଫଳତାର ସହ ୨୦ତମ ଓଭରରେ ୨୯ ରନର ଡିଫେଣ୍ଡ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଇପିଏଲ୍ ଜିତିବା ପରେ…
ଗୋଟିଏ ରାତିିରେ କୋରାପୁଟ ମେଡିକାଲରେ ଅବହେଳା ଯୋଗୁ ଗଲା ୫ ଜୀବନ: ଅଭିଯୋଗ ଆଣିଲେ…
କୋରାପୁଟ,୪।୬(ଅମିତାଭ ବେହେରା ):କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସିତ ହେଉଥିବା ୫ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ…
Archives


