Home Left

ପୂଜାଙ୍କ ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌: ପ୍ରେମ ପାଇଁ ଆମେରିକାରେ ମିଛ କହି…

ଭୁବନେଶ୍ୱର,୨୫ା୧୧: ପୂଜା ଓରଫ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌ ଆସିଛି। ପ୍ରେମିକ ଅମରଙ୍କ ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ସେ କହିଛନ୍ତି, ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ଭୁବନେଶ୍ୱର...

ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ କ’ଣ କହିଲେ ପାକିସ୍ତାନ ଖେଳାଳି? ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୨୫।୧୧: କିମ୍ବଦନ୍ତୀ ହିନ୍ଦୀ ସିନେମା ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ସହିତ କ୍ରୀଡ଼ା ଜଗତ ଏବଂ ପଡ଼ୋଶୀ ଦେଶଗୁଡ଼ିକୁ ଗଭୀର ଭାବରେ ଦୁଃଖିତ କରିଛି। ‘ହି-ମ୍ୟାନ ଅଫ ବଲିଉଡ’ ସୋମବାର ୮୯ବର୍ଷ ବୟସରେ ଶେଷ ନିଶ୍ୱାସ...

ଦେବାଶିଷଙ୍କ ବୟାନ ଉପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା, କହିଲେ ବୁଝି ବିଚାରି…

ଭୁବନେଶ୍ୱର,୨୫ା୧୧: ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ଦଳ ବିରୋଧୀ ମନ୍ତବ୍ୟ ପରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ପରିବାରରେ ଅସନ୍ତୋଷ ଥାଏ, ବୁଝି ବିଚାରି କାମ କଲେ ଭଲ। ଦଳରେ ଅନେକ ପ୍ରସଙ୍ଗକୁ ନେଇ ଭିନ୍ନ...

ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ: ପଦ ଗ୍ରହଣ ପାଇଁ ମନା କଲେ ଦେବାଶିଷ, କହିଲେ…

ଭୁବନେଶ୍ୱର,୨୫।୧୧: ପୁଣି ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ। ବରିଷ୍ଠ ଉପସଭାପତି ପଦ ଗ୍ରହଣ ପାଇଁ ମନା କଲେ ଦେବାଶିଷ ସାମନ୍ତରାୟ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପଠାଇ ଲେଖିଲେ, ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ...

୬୪ ଅଭିଯୋଗ ସମାଧାନ କଲେ ଜିଲାପାଳ, ଏସ୍‌ପି

ନୂଆପଡ଼ା, ୨୫ା୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶ ଓ ଏସ୍‌ପି ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି...

ଲାଞ୍ଚ ନେଇ ଧରାପଡିଲେ ଏଆରଆଇ

କେନ୍ଦ୍ରାପଡା,୨୫।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ନିକିରାଇ ରାଜସ୍ବ ସର୍କଲର ଏଆରଆଇ ଅଭିମନ୍ୟୁ ବେହେରା ଲାଞ୍ଚ ନେଇ ମଙ୍ଗଳବାର ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଲାଞ୍ଚ ନେଇଥିବା ୧୨ ହଜାର ଟଙ୍କା ତାଙ୍କ ନିକଟରୁ ଉଦ୍ଧାର କରିଛି। ଏଥିସହିତ...

ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ୫ ବାଘ ଅଧିକ...

ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ! ବିବାହ ସ୍ଥଗିତ ପଛରେ ସାମ୍ନାକୁ ଆସିଲା ବଡ଼ ସତ, ଭାଇରାଲ ହେଲା…

ନୂଆଦିଲ୍ଲୀ,୨୫।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ-ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଛଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ହେବାର ଥିଲା।...

ଏତେ ବଡ଼ ଧନୀ ହୋଇ ବି ଘରେ ବାସନ ମାଜନ୍ତି ବିଲ୍‌ ଗେଟ୍ସ,, ଏହା ପଛରେ ରହିଛି ବଡ଼ କାରଣ, ଜାଣିଲେ…

ସାଧାରଣତଃ ଧନୀ ଲୋକମାନେ ନିଜ କାମ ନ କରି ଘରେ ଚାକର ବାକର ରଖି କାମ କରାଇଥାନ୍ତି। ଏପରିକି ଘର ଝାଡୁ କରିବାଠାରୁ ଆରମ୍ଭ କରି ବାସନ ମାଜିବା ପର୍ଯ୍ୟନ୍ତ ଲୋକ ଖଞ୍ଜା ହୋଇଥାନ୍ତି। ମାତ୍ର ଆପଣଙ୍କ ମଧ୍ୟରୁ ଅଧିକାଂଶ...

ନୀତୀଶଙ୍କ ବଡ଼ ଘୋଷଣା, ୧କୋଟି ଯୁବକଙ୍କୁ ମିଳିବ ଚାକିରି ସହ ରୋଜଗାର

ପାଟନା,୨୫।୧୧: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ସରକାରଙ୍କ ଏଜେଣ୍ଡା ଏବଂ ପ୍ରାଥମିକତାକୁ ନେଇ ଆକ୍ସନ ମୋଡରେରେ ଅଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ନୂତନ ସରକାରଙ୍କ ପ୍ରାଥମିକ...

୮ ଦଫା ଦାବି ନେଇ ଆୟୁଷ ଛାତ୍ରୀଛାତ୍ରଙ୍କ ତାଲା ବନ୍ଦ ଆନ୍ଦୋଳନ, ଦେଲେ ଏମିତି ଚେତାବନୀ

ବଲାଙ୍ଗୀର, ୨୫।୧୧ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ମଙ୍ଗଳବାର ଦ୍ବିତୀୟ ଦିବସରେ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନର ତାଲା ବନ୍ଦ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ବଲାଙ୍ଗୀର...

ଭାରତ ଆସିବାକୁ ପୁଣି ମନା କଲେ ନେତାନ୍ୟାହୁ, ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ/ଜେରୁଜେଲମ,୨୫।୧୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଭାରତ ଗସ୍ତ ଚଳିତ ବର୍ଷ ଶେଷ ଆଡ଼କୁ ହେବାର ଥିଲା, କିନ୍ତୁ ଦିଲ୍ଲୀରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପୁଣି ଥରେ ଏହାକୁ ପଛକୁ ଠେଲି ଦେଇଛି। ପ୍ରାୟ ୧୦ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri