କଳାକାର ପରିବାର ପାଇଁ ନୁହେଁ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ବଲିଉଡ୍ ଦୁନିଆରେ ସ୍ଥାନ ମିଳିଛି: ସୋନମ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କର ଅପ୍ କମିଂ ଫିଲ୍ମ ‘ଦ ଜୋୟା ଫେକ୍ଟର’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୨୦ରେ ରିଲିଜ୍ ହେବ। ଏଥିରେ ସୋନମ ମୁଖ୍ୟ ଭୂମିକାରେ ନଜରକୁ ଆସିଥିବା ବେଳେ ତାଙ୍କ…
ଏଥର ଜେଲ୍ରେ ଜନ୍ମଦିନ ପାଳିବେ ଚିଦାମ୍ବରମ
ନୂଆଦିଲ୍ଲୀ,୧୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପୁଣି ଥରେ ଲାଗିଛି ଝଟ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଆତ୍ମସମର୍ପଣ କରିବାକୁ ଚିଦାମ୍ବରମ ଯେଉଁ ଆବେଦନ କରିଥିଲେ ତାକୁ ଶୁକ୍ରବାର କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟ କହିଥିଲେ କି ଅଭିଯୁକ୍ତ ନିଜେ ସ୍ଥିର କରିପାରିବେନି…
ପିସିସି ସଭାପତିଙ୍କୁ ସମାଲୋଚନା ପ୍ରସଙ୍ଗ: ନିରଞ୍ଜନ କହିଲେ ‘ଅସନ୍ତୋଷ ହୋଇ ଇତୀଶ ଏପରି ପିଲାଳିଆ କଥା କହିଛନ୍ତି’
ଭୁବନେଶ୍ୱର,୧୩।୯(ବ୍ୟୁରୋ): ଗୁରୁବାର ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ। ସେ କହିଛନ୍ତି, ଇତୀଶ…
ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବା ଦାବି: ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ
ଆନନ୍ଦପୁର,୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ସୁଡୁସୁଡିଆ ବାଇପାସ୍ ଛକଠାରେ ଶୁକ୍ରବାର ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ ହୋଇଛି। ୨୦ ନଂ.ଜାତୀୟ ରାଜପଥ ଶାଳପଡାଠାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସ୍ ରୋଡର ଶୋଚନୀୟ ଅବସ୍ଥା, ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଡିଜିଙ୍କ…
ଆଖିରେ ଲୁହ ନେଇ ରାବ୍ରୀଙ୍କ ଘରୁ ବାହାରିଲେ ବୋହୂ ଐଶ୍ୱର୍ଯ୍ୟା
ପାଟନା,୧୩।୯: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ସ୍ତ୍ରୀ ଐଶର୍ଯ୍ୟା କାନ୍ଦି କାନ୍ଦି ନିଜ ବାପଘରକୁ ଚାଲିଯାଇଥିବା ଜଣାପଡ଼ିଛି। ତେଜ ପ୍ରତାପଙ୍କ ସହ ମତାନ୍ତର ହେବା ପରେ ଐଶର୍ଯ୍ୟା ଶାଶୁ ରାବ୍ରୀ…
ମୁହଁ ଖୋଲିଲା ପାକିସ୍ତାନ: ଆତଙ୍କବାଦୀ ସୃଷ୍ଟି ପାଇଁ ଆମେରିକା ଦେଇଥିଲା ଆର୍ଥିକ ସହାୟତା
ଇସ୍ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପରେ ଗୋଟିଏ ସତ ମାନୁଛନ୍ତି। ଏବେ ଇମ୍ରାନ୍ କହିଛନ୍ତି କି ୧୯୮୦ରେ ଆଫଗାନିସ୍ତାନରେ ରୁଷ( ତତ୍କାଳିନ ସୋଭିଏତ୍ ସଂଘ)ବିରୋଧରେ ଲଢିବା ପାଇଁ ପାକିସ୍ତାନ ଜେହାଦିଙ୍କୁ ପ୍ରସ୍ତୁତ କରିଥିଲା। ଏମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।…
ବିଦେଶ ଯାତ୍ରା ପାଇଁ ରବର୍ଟଙ୍କୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୩।୯: ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ସ୍ବତନ୍ତ୍ର ଅଦାଲତ ରବର୍ଟ ଭଦ୍ରାଙ୍କୁ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ଜାମିନରେ ଥିବା…
ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ: ବହିଷ୍କାର ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦୁଝର, ୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ୱାର୍ଡମେମ୍ବରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଉଚିତ୍ ପଦକ୍ଷେପ ନେବାକୁ ଶୁକ୍ରବାର ଉପଜିଲାପାଳଙ୍କୁ ସେମାନେ ସାକ୍ଷାତକରି ଦାବିପତ୍ର ପ୍ରଦାନ…
ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ: ପ୍ରକଳ୍ପ କାର୍ଯ୍ୟରେ ଯୋଗ ଦେବେ ୫ ଶିକ୍ଷାନବୀଶ ଆଇଏଏସ୍ ଅଫିସର
ଭୁବନେଶ୍ୱର,୧୩।୯(ବ୍ୟୁରୋ): ଐତିହ୍ୟ ନଗରୀ ଭାବେ ବିକଶିତ ହେବ ପୁରୀ। ସହରର ଭିତ୍ତିଭୂମି ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି। ତେବେ…
ନିୟମଗିରି ଅଞ୍ଚଳରେ ହାତୀ ଉପଦ୍ରବ: ଏକର ଏକର ଚାଷ ନଷ୍ଟ : କ୍ଷତିପୂରଣ ଦାବି
ଭବାନୀପାଟଣା,୧୩।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନିୟମଗିରି ପାଦଦେଶରେ ଥିବା ଗାଁ ଗୁଡିକରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଗାଁ ମୁହଁା ହୋଇ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ତାଡିଝୋଲା ଗାଁରେ ଧାନ ଫସଲ ନଷ୍ଟ…
ମାଲକାନଗିରି ସହରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ: ନ ଫାଟି ଝୁଲିରହିଛି କେଶର
ମାଲକାନଗିରି,୧୩।୯(ଡି.ଏନ୍.ଏ): ମାଲକାନଗିରି ଜିଲା ସଦରମହକୁମାରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି । ହାଇଟେକ୍ କଲୋନୀର ଦିଗାମ୍ବର ବେହେରା ଶୁକ୍ରବାର ବଜାରରୁ ଅଣ୍ଡା କିଣିଥିଲେ। ତେବେ ଓମ୍ଲେଟ୍ କରିବା ପାଇଁ ୨ ଟି ଅଣ୍ଡା ଫଟାଇଥିବା ବେଳେ ଅନ୍ୟ ଏକ ଅଣ୍ଡା…
Archives


