Home Left

ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍‌, ଆଣିବାକୁ ଯାଇ ୪୮ ଘଣ୍ଟା…

ଆର.ଉଦୟଗିରି, ୬ା୬(ମନୋଜ କୁମାର ପାଢୀ): ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ସେ ହେଉଛନ୍ତି ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁର …ଙ୍କ ପୁଅ ….।…

ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଯାତ୍ରୀଙ୍କ ସୁରକ୍ଷାରେ ରହିବେ ଯବାନ

ନୂଆଦିଲ୍ଲୀ,୬।୬: ଅମରନାଥ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଅଗଷ୍ଟ ୯ରେ ସରିବ। ଚଳିତ ବର୍ଷ ୩୮ ଦିନ ଧରି ଏହି ଯାତ୍ରା ଚାଲିବ। ଅନ୍ୟପକ୍ଷେ ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ଅମରନାଥ…

ବିରାଟଙ୍କ ଭଉଣୀଙ୍କ ସହ ଭଲ ସମ୍ପର୍କ ନାହିଁ ଅନୁଷ୍କାଙ୍କର? ଚମକାଇ ଦେବ ବୟାନ

ନୂଆଦିଲ୍ଲୀ,୬।୬: ବିରାଟ କୋହଲିଙ୍କ ଭଉଣୀ ଭାବନା ଧିଙ୍ଗରା ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ସମ୍ପର୍କ ବିଷୟରେ କିଛି ସୂଚନା ଆସିଛି। ଭାବନା ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସତ୍ୟ କହିଛନ୍ତି। ଭାବନା କୋହଲି ତାଙ୍କ ସୋସିଆଲ ମିଡିଆ…

ଦୁର୍ଗା ବଜାରରେ ଫୁଟିଲା ବୋମା: ୪ ଆହତ

ଦଶପଲ୍ଲା: ନୟାଗଡ଼ ଜିଲା ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ବୋମା ମାଡ଼ ଘଟିଛି। ବୋମାମାଡ଼ରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

‘ଲଭ, ଏକ୍ସ ଆଉ ଧୋକା…’, ମସ୍କ-ଟ୍ରମ୍ପଙ୍କ ବନ୍ଧୁତାରେ ଫାଟ ପରେ ଭାଇରାଲ ହେଉଛି ୩୪ ବର୍ଷ ପୁରୁଣା ଭିଡିଓ

ଓ୍ବାଶିଂଟନ,୬।୬: ସମୟ ବଦଳିବାକୁ ବହୁତ ଦିନ ଲାଗେ ନାହିଁ। ପ୍ରକୃତରେ ଏହା କେବଳ ଏକ କଥା ନୁହେଁ, ଏହା ଏକ ବାସ୍ତବତା। ଆପଣଙ୍କ ଚାରିପାଖରେ କେବେ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ ତାହା ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ଆମେରିକାର ରାଷ୍ଟ୍ରପତି…

୨ ଭାଣିଜୀଙ୍କୁ ବୁଲେଟରେ ବସାଇ ଡ୍ରେସ୍ କିଣିବାକୁ ଯାଉଥିଲେ ମାମୁଁ: ଧକ୍କା ଦେଲା ଟ୍ୟାଙ୍କର୍: ଆଉ ତା’ପରେ…

ଦିଗପହଣ୍ଡି,୬/୬(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ନଂ ରାଜ୍ୟ ରାଜପଥର ବଜାଜ ଶୋ-ରୁମ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର…

ରଫିକଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି: ପୂର୍ବତନ ବିଧାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ବରଗଡ଼,୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ…

ଶ୍ରମିକଙ୍କୁ ଦଳି ଦେଲା ଗୋଠଛଡ଼ା ଦନ୍ତା

ବୈଶିଙ୍ଗା,୬।୬(ରତନ ଦାଶ ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଞ୍ଚଳରେ ବନବିଭାଗର ଉଦାସୀନତା ଯୋଗୁ ଜଣେ ଶ୍ରମିକ ପ୍ରାଣ ହରାଇ ଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ ବେତନଟୀ ବ୍ଲକ ସଇତପୁର ପଞ୍ଚାୟତର ଡେଉଁଚପଦା ଗ୍ରାମ ନିକଟରେ ଜଣେ ଶ୍ରମିକଙ୍କୁ ଏକ…

ପିନାକୀ-ମହୁଆଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁର, କହିଲେ ପ୍ରେମ ଏମିତି ବ୍ୟାପିଲା ଯେ…

ଭୁବନେଶ୍ୱର,୬।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର। ୬୫ବର୍ଷ…

ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା: ମରାମତି ନେଇ ଅନିଶ୍ଚିତତା

ଦାରିଙ୍ଗବାଡି,୬।୬(ଅରୁଣ ସାହୁ): ରାସ୍ତା ସମ୍ପ୍ରସାରଣର ୪ ବର୍ଷ ବିତିଛି। କିନ୍ତୁ ରକ୍ଷଣବେକ୍ଷଣ ଅଭାବ ଯୋଗୁ ଏବେ ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ। ପ୍ରକାଶ ଯେ, କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ ପଞ୍ଚାୟତ ସିର୍କାବର୍ଗକୁ ସଂଯୋଗ…

ଦକ୍ଷିଣ କୋରିଆରେ କ୍ଷମତାକୁ ଆସିଲେ ଟ୍ରମ୍ପ! ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୬।୫: ଯେତେବେଳେ ସମଗ୍ର ବିଶ୍ୱ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସଂଘର୍ଷ କରୁଛି, ସେତେବେଳେ ବହୁତ କମ ଲୋକ ଦୂର ପୂର୍ବ ଏସିଆର ଦ୍ରୁତ ରାଜନୈତିକ ଘଟଣାବଳୀ ଉପରେ ଧ୍ୟାନ ଦେଇଛନ୍ତି। ଏହି ସପ୍ତାହରେ, ଦକ୍ଷିଣ କୋରିଆର ଲୋକମାନେ ବିରୋଧୀ…

ଭାରତ ସହ ବଡ଼ ଡିଲ୍‌ କଲା ରୁଷିଆ, ପାକିସ୍ତାନକୁ ଝଟ୍‌କା

ଡ଼ୂଆଦିଲ୍ଲୀ,୬।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ସମୟରେ, ରୁଷିଆ ଭାରତକୁ ଏକ R-37M କ୍ଷେପଣାସ୍ତ୍ର ପ୍ରଦାନ କରିଛି। ଏହି କ୍ଷେପଣାସ୍ତ୍ର ଆକାଶରେ ଶତ୍ରୁମାନଙ୍କୁ ଧ୍ୱଂସ କରେ। ଯଦି ଭାରତ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri