Home Left

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବୟସ୍କ, ଦିବ୍ୟାଙ୍ଗମାନଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନ

ଭୁବନେଶ୍ୱର,୧୧।୬: ଓଡ଼ିଶା ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପେନସନ୍ ଗ୍ରହଣ କରିବାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଘରେ ପେନସନ୍ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ। ରାଜ୍ୟ ସରକାର ଜିଲା…

ପୁଣି ବାପା ହେବେ ଅରବାଜ ଖାନ: ନିଶ୍ଚିତ କଲେ ପତ୍ନୀ ଶଶୁରା ଖାନଙ୍କ ପ୍ରେଗ୍ନେନ୍ସି ଖବର

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ଅରବାଜ ଖାନ ତାଙ୍କ ପତ୍ନୀ ଶଶୁରା ଖାନଙ୍କ ଗର୍ଭବତୀ ହେବାର ଖବରକୁ ନିଶ୍ଚିତ କରିଛନ୍ତି। ଏହି ଖୁସିଖବର ଶେୟାର କରି ଅରବାଜ କହିଛନ୍ତି ଯେ ଏହା ତାଙ୍କ ପାଇଁ “ପୁଣି ଏକ ନୂତନ…

ରୋଗୀ ପରିବହନ ସେବା ବାଧାପ୍ରାପ୍ତ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏକାଧିକ ଦାବିନେଇ ବୁଧବାର ଅପରାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଙ୍ଘ…

ଯୁବକ ଲଗାଇଛନ୍ତି ଏମିତି ନମ୍ବର ପ୍ଲେଟ୍‌ ଯେ ପୋଲିସ ବି ହେବ କାବା! ଆପଣ କହିପାରିବେ କି ସଂଖ୍ୟା?

ସମସ୍ତଙ୍କ ପାଇଁ ନିଜ ବାଇକ କିମ୍ବା କାରରେ ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ। କାରଣ ଏହା ବିନା କାହାକୁ ରାସ୍ତାରେ ଗାଡ଼ି ଚଲାଇବାକୁ ଅନୁମତି ମିଳି ନ ଥାଏ। ଏମିତିରେ ଅନେକ ଲୋକ ନମ୍ବର ପ୍ଲେଟରେ ଏକ ଅନନ୍ୟ ଉପାୟରେ ନମ୍ବର…

ଭାରତୀୟ ନୌସେନାକୁ ସଲାମ କଲା ଚାଇନା

ନୂଆଦିଲ୍ଲୀ,୧୧।୬: କେରଳ ଉପକୂଳରେ ସିଙ୍ଗାପୁର ପତାକା ଥିବା ଜାହାଜରେ ନିଆଁ ଲାଗିଯାଇଥିଲା। ଭାରତୀୟ ନୌସେନା ସଫଳତାର ସହ ଏହାର କର୍ମଚାରୀଙ୍କୁ ଉଦ୍ଧାର କରିବାର ଗୋଟିଏ ଦିନ ପରେ ଚାଇନା ଭାରତ ପ୍ରତି କୃତଜ୍ଞତା ପ୍ରକାଶ କରିଛି। ଚାଇନା ଦୂତାବାସର ମୁଖପାତ୍ର ୟୁ…

ଠାକୁର ଅଜାସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା

ସାକ୍ଷୀଗୋପାଳ,୧୧ା୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବକୁଳବନର ଅଧିଶ୍ବର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜାଭାବେ ପରିଚିତ ଠାକୁର ଅଜାଶ୍ରସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ମଙ୍ଗଳ ଆଳତି, ଅବକାଶ, ବାଳଭୋଗ କରାଯାଇଥିଲା। ସ୍ନାନ ମଣ୍ଡପରେ ସଂସ୍କାର…

ହୋଟେଲ୍ ରୁମ୍ ଭିତରେ ସୋନମ-ପ୍ରେମିକ ରାଜ କୁଶୱାହାଙ୍କ ଫଟୋ ଭାଇରାଲ, ହତ୍ୟା ପୂର୍ବରୁ କରୁଥିଲେ…

ଇନ୍ଦୋର,୧୧।୬: ଦିନ ଯେତେ ଗଡ଼ୁଛି ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ପର୍ଦ୍ଦାଫାଶ ହେବାରେ ଲାଗିଛି । ଏହାରି ଭିତରେ ସୋନମ ରଘୁବଂଶୀ ଏବଂ ରାଜ କୁଶୱାହାଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସୋନମ ଏବଂ ରାଜ…

ରାଜା ରଘୁବଂଶୀ ହତ୍ୟା ମାମଲାରେ ଆସିଲା ଅଜବ ଟୁଇଷ୍ଟ, ପୋଲିସ କହିଲା, ଏବେ କହିପାରିବେନି ସୋନମ ହତ୍ୟାକାରୀ…

ଇନ୍ଦୋର,୧୧।୬: ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ନୂଆ ଟୁଇଷ୍ଟ ହୋଇଛି। ପୂର୍ବ ଖାସି ହିଲ୍ସର ଅତିରିକ୍ତ ଏସପି ଏବଂ ଏସପି ବିବେକ ସିଏମ ବୁଧବାର ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ସୋନମ ରଘୁବଂଶୀଙ୍କ ସ୍ବାମୀ ରାଜା ରଘୁବଂଶୀଙ୍କୁ…

RCB ଟିମ୍‌ କିଣିବେ ଡିକେ ଶିବକୁମାର? ନିଜେ ଦେଲେ ଏହାର ଜବାବ…

ମୁମ୍ବାଇ,୧୧।୬: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆରସିବି ଫ୍ରାଞ୍ଚାଇଜ କିଣିବା ଗୁଜବ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଲୋକଙ୍କ ଭାବନାକୁ ଜାଣୁ ଏବଂ ସେମାନଙ୍କ ଜୀବନକୁ ସମ୍ମାନ କରୁ। ସେ ପଚାରିଲେ ଯେ ମୋତେ ଆରସିବିର…

ପୁରୁଷୋତ୍ତମପୁରରେ ସ୍ନାନପୂର୍ଣ୍ଣିମା ପାଳିତ

ପୁରୁଷୋତ୍ତମପୁର,୧୧ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସ୍ନାନପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ସ୍ନାନବେଦୀକୁ ଆଣି ମହାସ୍ନାନ କରାଇଥିଲେ। ଏହି ଅବସରରେ ଶ୍ରୀଜିଉଙ୍କ ଦର୍ଶନ…

ମହିଳାଙ୍କୁ ମହଙ୍ଗା ପଡ଼ିଲା ଅଶ୍ଳୀଳ ମୁଭିରେ କାମ ନ କରିବା, ଭାଙ୍ଗିଲା ଦାନ୍ତ ହାତ, ୬ ମାସ ଯୌନ ଶୋଷଣର ଶିକାର, NCW ନେଲା ଆକ୍ସନ

ନୂଆଦିଲ୍ଲୀ,୧୧।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଜଣେ ମହିଳାଙ୍କ ସହିତ ଘଟିଥିବା ହୃଦୟ ବିଦାରକ ଘଟଣାର ସ୍ବତଃ ତଦନ୍ତ କରିଛି ଜାତୀୟ ମହିଳା କମିଶନ (NCW)। ମହିଳାଙ୍କୁ ମାସ ମାସ ଧରି ବନ୍ଧକ ରଖାଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ପୀଡିତାଙ୍କୁ ଅଶ୍ଳୀଳ…

ଗାଡ଼ି ମାଲିକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, ଚାଲିଗଲା ଜୀବନ

କେନ୍ଦୁଝର,୧୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡ଼ି ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri