ଲଞ୍ଚ ହେଲା ପିଏମ୍ଙ୍କ ବାୟୋପିକ୍ର ପୋଷ୍ଟର: ଲେଖାଅଛି ‘ପୁଣିଥରେ ମୋଦି ଏବେ କେହି ଅଟକାଇ ପାରିବେ ନାହିଁ’
ମୁମ୍ବାଇ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ଲେଖାଅଛି, ‘ପୁଣିଥରେ ଆସୁଛନ୍ତି ପିଏମ୍ ନରେନ୍ଦ୍ର...
କମଲ ହାସନଙ୍କୁ ମିଳିଲା ଆଗୁଆ ଜାମିନ
ଚେନ୍ନାଇ,୨୦।୫: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କିଛିଦିନ ହେବ ବିବାଦ ଘେରରେ ରହିଛନ୍ତି। ମାହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିବାରୁ ତାଙ୍କ ନାଁରେ କୋର୍ଟରେ ମାମଲା ଦାୟର କରାଯାଇଥିଲା। ଏହି ମାମଲରେ ସୋମବାର...
ପୋଲିସ ସବ୍-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା
ନୂଆଦିଲ୍ଲୀ, ୨୦।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୋଲିସ ସବ୍-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୂର୍ବ ଦିଲ୍ଲୀର ବିବେକ ବିାହର ଥାନାରେ କାର୍ଯ୍ୟରତ ଥିବା ରାଜକୁମାର ଅବୈଧ ଗଞ୍ଜେଇ ଏବଂ ମଦ ବେପାର ରୋକିବା ପାଇଁ...
ବହୁ କେନ୍ଦ୍ରମନ୍ତ୍ରୀ ବଙ୍ଗଳା ଭଡ଼ା ବାକି ରଖିଛନ୍ତି
ନୂଆଦିଲ୍ଲୀ,୨୦।୫: ବହୁ କେନ୍ଦ୍ରମନ୍ତ୍ରୀ ସେମାନେ ରହୁଥିବା ସରକାରୀ ବଙ୍ଗଳାର ଭଡ଼ା ବାକି ରଖିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର, ନିର୍ମଳା ସୀଥାରମଣ, ସୁଷମା ସ୍ବରାଜ, ବିଜୟ ଗୋଏଲ୍, ମୁକ୍ତାର ଆବାସ୍ ନକଭି, ଜିତେନ୍ଦ୍ର ସିଂ ପ୍ରମୁଖ ସରକାରୀ ବଙ୍ଗଳା ଭଡ଼ା...
ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଗଲା
ଅନୁଗୋଳ,୨୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ତାଳତଇଲାରେ ସୋମବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ଜୀବନ ଯାଇଛି। ବୃଦ୍ଧା ଜଣକ ହେଲେ କଣଲୋଇ ଗ୍ରାମର ଦୁର୍ଯ୍ୟୋଧନ ମାଝୀଙ୍କ ସ୍ତ୍ରୀ ଖେଡ଼ି ମାଝୀ...
ବାପା ହେବାକୁ ଯାଉଛନ୍ତି କପିଲ
ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣିଥରେ ପର୍ସନାଲ ଲାଇଫ୍କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଶୁଣିବାକୁ ମିଳିଛି କି...
ଏକ୍ଜିଟ୍ ପୋଲ୍କୁ ନେଇ ଦିନରେ ସ୍ବପ୍ନ ଦେଖିବା ଠିକ୍ ନୁହେଁ କହିଲେ ପ୍ରକାଶ ରାଜ
ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ । ରବିବାର ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ପ୍ରାୟ ସବୁ ଟେଲିଭିଜନ୍ ଚ୍ୟାନେଲରେ ଦେଖିବାକୁ ମିଳୁଛି ଏକ୍ଜିଟ୍ ପୋଲ୍। ଏହାକୁ ନେଇ କିଏ କେତେ...
ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଭାରତୀୟ କ୍ରିକେଟର
ହାଇଦ୍ରାବାଦ, ୨୦।୫: ଭାରତୀୟ କ୍ରିକେଟର ହନୁମା ବିହାରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫେଶନ୍ ଡଜାଇନର୍ ପ୍ରୀତି ରାଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ହନୁମା। ଏହି ବିବାହ ତେଲେଙ୍ଗାନାର ହମନକୋଣ୍ଡାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫୦୦ ଉର୍ଦ୍ଧ୍ୱ...
କାନ୍ସରେ ଚମକିଲେ ନୀଳନୟନା
ଫ୍ରାନ୍ସରେ ଚାଲିଥିବା କାନ୍ସ ଫେଷ୍ଟିଭାଲ୍ରେ ବଲିଉଡ୍ର ନାମୀଦାମୀ ଅଭିନେତ୍ରୀମାନେ ସେମାନଙ୍କର ଜଲ୍ଓ୍ବା ଦେଖାଇ ସାରିଛନ୍ତି। ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା, ହୀନା ଖାନ୍, ମଲ୍ଲିକା ଶ୍ୱେରାଓ୍ବତ୍, ଡାଏନା ପେଣ୍ଟି ପ୍ରମୁଖ କାନ୍ସରେ ଯୋଗ ଦେଇଥିଲେ ହେଁ ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ଅପେକ୍ଷା...
ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲେ ଝିଅ, ଏପଟେ ପଡିଆରେ କ୍ରିକେଟ ଖେଳିବାକୁ ଓହ୍ଲାଇଲେ ପିତା
ଲଣ୍ଡନ, ୨୦।୫: ଡାକ୍ତରଖାନାରେ ୨ବର୍ଷର ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଏପଟେ ବ୍ୟାଟ ଧରି ପଡିଆକୁ ଓହ୍ଲାଇ ଖେଳୁଆଡ ମନୋଭାବର ପରିଚୟ ଦେଇଛନ୍ତି ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲ୍ଲୀ। ଆସିଫଙ୍କ ଦୁଇବର୍ଷର ଝିଅ ତୁର୍ ଫାତିମା କ୍ୟାନସରରେ ପୀଡିତ...
ଏକ୍ଜିଟ୍ ପୋଲ ବାସ୍ତବିକ ପରିଣାମ ନୁହେଁ: ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୨୦।୫: ରବିବାର ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ ବାସ୍ତବିକ ପରିଣାମ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ‘ଆମକୁ ବୁଝିବା ଦରକାର ଯେ, ଏକ୍ଜିଟ୍ ପୋଲ ବାସ୍ତବିକ ପରିଣାମ ନୁହେଁ’। ୧୯୯୯ରୁ ଆସିଥିବା ଏକ୍ଜିଟ୍ ପୋଲ ଅଧିକତର ଭୁଲ ହୋଇଛି...
ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା
ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ ତାକୁ ସମ୍ମାନ ଦେଇଥାନ୍ତି। ଏଭଳି ଏକ ପରମ୍ପରା ରହିଛି ଦକ୍ଷିଣ ଭାରତର ତାମିଲନାଡୁରେ।...
Archives


