Home Left

ଅଲିମ୍ପିକ ହକିରେ ଖେଳି ନ ପାରେ ପାକିସ୍ତାନ

କରାଚୀ, ୧୭|୫ (ପି.ଟି.)- ଆସନ୍ତା ବର୍ଷ ଅଲିମ୍ପିକ ଗେମ୍ସରେ ପାକିସ୍ତାନ ହକି ଦଳର ଅଂଶଗ୍ରହଣ ନେଇ ଅନିଶ୍ଚିତ ଦେଖାଦେଇଛି। କାରଣ, ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଆସନ୍ତା ମାସରେ ହେବାକୁଥିବା ପ୍ରି-କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟରେ ଏହି ଦଳକୁ ସାମିଲ କରିନାହିଁ। ଏହା...

ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା

ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍‌କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼...

ଆଇଟି ସେକ୍ଟରରେ ବଢ଼ୁଛି ନିଯୁକ୍ତି

ନୂଆଦିଲ୍ଲୀ,୧୭-୫: ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଟି) କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିରେ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ଭାରି ମାତ୍ରାରେ ନିଯୁକ୍ତି ଦିଆଯାଉଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ମାନ୍ଦା ଥିବା ବେଳେ ଚଳିତବର୍ଷ ଦେଶର ଶୀର୍ଷ ୪ ଆଇଟି କମ୍ପାନୀ ଟିସିଏସ୍‌, ଇନ୍‌ଫୋସିସ୍‌,...

ଆମାଜନରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ;ଜୋର ଧରିଲା ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭-୫: ଅନ୍‌ଲାଇନ ସପିଂ ପ୍ଲାଟଫର୍ମ ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ ବିକ୍ରି ହେବାକୁ ନେଇ ଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ କମ୍ପାନୀକୁ ବଏକଟ କରିବାକୁ ଆହ୍ବାନ ଦିଆଯାଉଛି। ଟୁଇଟରରେ #ବଏକଟଆମାଜନ ହ୍ୟାଶ୍‌ଟ୍ୟାଗ୍‌...

ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…

ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ ମହିଳାମାନେ ବିଦେଶରେ ଚାକିରି କରିବାକୁ ଘରଛାଡ଼ି ଚାଲିଯାଆନ୍ତି। ଏଠାରେ ବାପାମାନେ ଘର ସମ୍ଭାଳନ୍ତି।...

ଦେଶର ସବୁଠୁ ଭୟାନକ ଦୁର୍ଗ, ସନ୍ଧ୍ୟା ହେଲେ ଯିବାକୁ ଲାଗିବ ଡର

ଆମ ଦେଶରେ ପୁରୁଣା ଯୁଗର କିଛି ଦୁର୍ଗ ଆଜି ବି ରହିଛି। ସେଥିମଧ୍ୟରୁ କେତେକ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଆଉ କିଛି ଭୟାନକ। ଏହିପରି ଏକ ଦୁର୍ଗ ହେଉଛି ପ୍ରବଳଗଢ଼। ଯାହା ମହାରାଷ୍ଟ୍ରର ମାଥରନ୍‌ ଏବଂ ପାନ୍‌ଭେଲ ମଝିରେ ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri