ତାରସିଂ ରେଞ୍ଜର କଳିଙ୍ଗପଦର ଜଙ୍ଗଲରେ ମାଈହାତୀର ମୃତ୍ୟୁ
ଭଞ୍ଜନଗର,୬।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସିଂ ରେଞ୍ଜର କଳିଙ୍ଗପଦର ଜଙ୍ଗଲରେ ଗୁରୁବାର ରାତିରେ ଏକ ମାଈହାତୀର ମୃତ୍ୟୁ ଘଟିଛି। ଏ ନେଇ ଶୁକ୍ରବାର ସକାଳେ ଘଟଣା ସମ୍ପର୍କରେ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଡିଏଫ୍ଓ…
ଘରେ ଚୋରି କରିବା ଜିନିଷ କିଛି ନ ମିଳିବାରୁ, ଚୋର କାନ୍ଥରେ ଲେଖିଲେ ଏମିତି
ଭୋପାଳ,୬।୧୨: ମଧ୍ୟପ୍ରଦେଶର ଶାଜାପୁରରେ ଏକ ସରକାରୀ ଇଞ୍ଜିନିୟଙ୍କ ଘରୁ ଚୋରି ଉଦ୍ୟମ ହୋଇଛି। କିନ୍ତୁ ଚୋରି କରିବା ଜିନିଷ ନ ମିଳିବାରୁ ଚୋରକୁ ଖାଲି ହାତରେ ଫେରିବାକୁ ପଡିଛି। ଏଥିରେ ରାଗିଯାଇ ଚୋର ଘରେ ଏକ ଚିଠି ଲେଖି ଛାଡିଯାଇଛନ୍ତି। ଯେଉଁଥିରେ…
ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ଘଟଣା: ପୋଲିସଙ୍କ ଉପରେ ଫୁଲ ବର୍ଷା କଲେ ସାଧାରଣ ଲୋକେ
ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦର ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍କାଉଣ୍ଟର କରିଛି। ଏହି ଏନ୍କାଉଣ୍ଟର ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପୋଲିସର ଏହି କାର୍ଯ୍ୟକୁ ପ୍ରଶଂସା କରଯାଇଛି। ହାଇଦ୍ରାବାଦର…
ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ମାନେକା ଗାନ୍ଧୀ: କହିଲେ, ଦେଶ ପାଇଁ ଏହା ଏକ ଭୟାନକ ଘଟଣା
ନୂଆଦିଲ୍ଲୀ, ୬।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ମାନେକା ଗାନ୍ଧୀ ହାଇଦ୍ରାବାଦ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ଯାହା ଘଟିଛି ତାହା ଠିକ୍ ନୁହେଁ। ଗଣବଳାତ୍କାର ଘଟଣାର ସମାଧାନ ଦୋଷୀଙ୍କୁ ଏନକାଉଣ୍ଟର କରାଯିବା ନୁହେଁ। ଅଭିଯୁକ୍ତଙ୍କୁ ଏକ ନ୍ୟାୟିକ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଆର୍ଡି ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଆର୍ଡି ଜେଇ ଶ୍ୟାମସାଗର ସାଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲା ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏକକାଳୀନ…
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଥିଲେ, ଲୋକେ ଶୀଘ୍ର ଫଳାଫଳ ଚାହୁଁଛନ୍ତି: ୬ ଘଣ୍ଟାରେ ଅଭିଯୁକ୍ତ ସଫା
ହାଇଦ୍ରାବାଦ୍,୬।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମା ରାଓ ହାଇଦ୍ରାବାଦ୍ ଏନକାଉଣ୍ଟର ପୂର୍ବରୁ ଏକ ବୟାନ ଦେଇଥିଲେ। ଯାହା ଏବେ ଟ୍ରେଣ୍ଡ୍ ହେବାରେ ଲାଗିଛି। ସେ ଏନକାଉଣ୍ଟର ପୂର୍ବଦିନ ଅର୍ଥାତ୍ ଗୁରୁବାର ଦିନ ଗଣମାଧ୍ୟମରେ କହିଥିଲେ, ଗଣବଳାତ୍କାର ମାମଲାରେ…
ମାଣ ବସେଇଲେ ୧୦୦ ମହିଳା
ଭୁବନେଶ୍ୱର,୬।୧୨(ବ୍ୟୁରୋ):ଲକ୍ଷ୍ମୀପୁରାଣର ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢ଼ି ତଥା ସହରବାସୀଙ୍କ ମଧ୍ୟରେ ମାଣବସା ଗୁରୁବାରର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଉତ୍ସବ’ ଅନୁଷ୍ଠାନ ପକ୍ଷରୁ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ଆୟୋଜିତ ଏହି…
ହାଣ୍ଡିଶାଳରୁ ହୋଟେଲ:ପିଆଜ ଉଭାନ
କଟକ ଅଫିସ,୬।୧୨:ଆକାଶଛୁଅଁା ପିଆଜର ଦର। ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ଟଙ୍କାରେ ବିକ୍ରି ହେଉଛି। ଆଉ କିଛିଦିନ ଗଲେ ଏହି ଦର ଦେଢଶହ ଟପିବ ବୋଲି ଆଶା କରାଯାଉଛି। ଅତ୍ୟଧିକ ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରୁ ହୋଟେଲ ପର୍ଯ୍ୟନ୍ତ ପିଆଜ ଉଭାନ…
ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାଓାରଙ୍କୁ କ୍ଲିନ୍ ଚିଟ୍
ନୂଆଦିଲ୍ଲୀ,୬।୧୨: ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ ପାଓ୍ବାରଙ୍କୁ ବମ୍ବେ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍ ବ୍ୟୁରୋ(ଏସିବି) ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଜଣାପଡ଼ିଛି। ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟରେ ଏକ…
ବି.ଆର୍. ଆମ୍ବଡେକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୬।୧୨: ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବଡେକରଙ୍କ ଶୁକ୍ରବାର ୬୩ତମ ପୁଣ୍ୟତିଥି ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ…
ସଦାନନ୍ଦପୁରରୁ ବ୍ରାଉନସୁଗାର ଜବତ: ଜଣେ ଗିରଫ
ଭଦ୍ରକ ଅଫିସ,୬।୧୨: ଭଦ୍ରକ ଜିଲା ତିହିଡ଼ି ଥାନା ସଦାନନ୍ଦପୁରରୁ ଶୁକ୍ରବାର ୮୪ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। କଟକ ଅବକାରୀ ଫ୍ଲାଇଂ ସ୍କ୍ବାଡ ଓ ଭଦ୍ରକ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…
ମେସି ମାଇଲଷ୍ଟୋନ
ରେକର୍ଡ ଷଷ୍ଠଥର ପାଇଁ ବାଲୋନ ଡି’ ଅର ପୁରସ୍କାର ହାସଲ କରିଥିବା ଲିଓନେଲ ମେସି ବାର୍ସିଲୋନା ପାଇଁ ୭୦୦ତମ ମ୍ୟାଚ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍ରେ ବୋରୁସିଆ ଡର୍ଟମୁଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳି ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥି ସହିତ ସେ…

