ଡାକ୍ତରଖାନା ଆଗରେ ଥିଲା ୩ ଆମ୍ବୁଲାନ୍ସ, କେହି ଶୁଣିଲେନି: ପୁଅକୁ ମା’ କାଖେଇ ଆଣୁ ଆଣୁ ବାଟରେ ଚାଲିଗଲା ଜୀବନ
ଲକ୍ଷ୍ନୌ, ୨୮।୫: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସହାୟତା ନ ପାଇଁ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ବୋଲି ଅଭିଯୋଗ ହୋଇଛି। ଭୀଷଣ ଜ୍ୱରରେ ପୀଡିତ ଥିବା ଶିଶୁକୁ ଆମ୍ବୁଲାନ୍ସରେ ନେବାକୁ ମେଡିକାଲ କର୍ତ୍ତୃପକ୍ଷ...
ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ
ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍ କରିବା ସହ ୪ମହଲାରୁ ଠେଲି ଦେବାକୁ ଉଦ୍ୟମ କରୁଥିଲେ। ଏନେଇ ତାଙ୍କ ସ୍ବାମୀ ରାଜ ମସନ୍ଦ ସିନିୟର...
ଏଥର ‘ବିଗ୍ ବସ୍-୧୩’ ଦେଖି ଡରିବେ ଦର୍ଶକ!
ସଲମାନ୍ ଖାନ୍ଙ୍କ ଟିଭି ଶୋ’ ‘ବିଗ୍ ବସ୍’ ଏହାର ଥିମ୍ ଏବଂ ପ୍ରତିଯୋଗୀଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଶୋ’ ମେକର୍ସ ପ୍ରତିଥର ଦର୍ଶକଙ୍କୁ ପସନ୍ଦ ଆସିବା ଭଳି କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ବିଗ୍...
ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍ ଜୋର୍ଦାର୍: ୧୦ ତାଲିବାନ୍ ଆତଙ୍କବାଦୀ ନିହତ
କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍କୁ ଜୋର୍ଦାର୍ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍ ପୋଶ୍ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍ରେ ୧୦ ତାଲିବାନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ତାଲିବାନ ଗଭର୍ନର...
ନିର୍ବାଚନ ପରେ ମମତାଙ୍କୁ ଆଉ ଏକ ଝଟ୍କା: ଭାଜପା ହାତ ଧରିବେ ୩ଟିଏମ୍ସି ବିଧାୟକ
କୋଲକାତା,୨୮।୫: ଲୋକ ସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାଜପାର ଭଲ ପ୍ରଦର୍ଶନ ଓ ବହୁଳ ମତଦାନ ପରେ ଟିଏମ୍ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଶକ୍ତ ଝଟ୍କା ଲାଗିଛି। ପୁଣି ଏବେ ଟିଏମ୍ସିର ୩ ବିଧାୟକ ଭାଜପାରେ ସାମିଲ ହେବା ନେଇ...
ସଚିନଙ୍କ ଭବିଷ୍ୟବାଣୀ: ଏହି ୪ଟି ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବେ
ମୁମ୍ବାଇ, ୨୮।୫: କ୍ରିକେଟ ବିଶ୍ୱକପ୍ ଯେତିକି ପାଖେଇ ଆସୁଛି, ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ରେ କେଉଁ ୪ଟି ଦଳ ସେମିଫାଇନାଲ୍ ଖେଳିବେ ତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ମାଷ୍ଟରବ୍ଲାଷ୍ଟର...
ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ଗଡକରୀଙ୍କୁ କୃଷିମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି
ନୂଆଦିଲ୍ଲୀ,୨୮।୫: ଗତବର୍ଷ ନିଜର ଫସଲ ବିକ୍ରିକରି ଆୟ କରିଥିବା ଅର୍ଥକୁ ରାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନିଅର୍ଡର କରିଥିବା କୃଷକ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପାର୍ସଲ ପଠାଇଛନ୍ତି। ଯେଉଁଥିରେ ଗୋଟିଏ...
କୋଇଲା ଖଣିରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଷତିପୂରଣ ଦାବିରେ ଆନ୍ଦୋଳନ
ତାଳଚେର,୨୮।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ସ୍ଥିତ ଏମ୍ସିଏଲ ବଳରାମ କୋଇଲା ଖଣିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳମଛୁଇଁ ଗ୍ରାମର କୈଳାସ ଚନ୍ଦ୍ର ମହାରଣା (୫୮)। ସୂଚନାଯୋଗ୍ୟ, ବିଳମ୍ବିିତ...
ମୁସଲମାନ୍ଙ୍କ ପାଇଁ ଇଫତାର ଆୟୋଜନ କରୁଛି ଗୁରୁଦ୍ୱାର
ଦୁବାଇ,୨୮।୫: ରମଜାନ୍ ମାସରେ ମୁସଲମାନ୍ଙ୍କ ପାଇଁ ଦୁବାଇର ଏକ ଗୁରୁଦ୍ୱାର ଇଫତାର ଆୟୋଜନ କରୁଛି। ପୂର୍ବରୁ ଗୁରୁଦ୍ୱାର ପକ୍ଷରୁ ରମଜାନ୍ ମାସରେ କେବଳ ଗୋଟିଏ ଦିନ ଇଫତାର୍ ଦିଆଯାଉଥିଲା। ତେବେ ୨୦୧୯ଠାରୁ ଏକମାସ ବ୍ୟାପି ଇଫତାର ଦେବାର ଯୋଜନା କରାଯାଇଛି।...
ମଦ ପିଇବାକୁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ବାମୀ
ମହାକାଳପଡ଼ା,୨୮।୫(ଡି.ନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଧୀନ ଗୋପାଳପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି। ମୃତ ମହିଳା ହେଲେ ବାସନ୍ତୀ ସୂତାର(୨୮)। ସୂଚନାଯୋଗ୍ୟ, ସ୍ବାମୀ...
ଏଣିକି ସବୁ ଫାର୍ମସୀ ନିଜ ନାମ ଆଗରୁ ଲଗାଇପାରିବେ ‘ଡାକ୍ତର’
ନୂଆଦିଲ୍ଲୀ,୨୮।୫: ଫାର୍ମାସି କାଉନସିଲ ଅଫ ଇଣ୍ଡିଆ (ପିସିଆଇ) ଡାକ୍ତର ଅଫ ଫାର୍ମାସି (PHARM D)କରୁଥିବା ଛାତ୍ରଛାତ୍ରଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଡାକ୍ତର ଅଫ ଫାର୍ମାସି କରିଥିବେ ସେମାନେ ନିଜ ନାମ ଆଗରୁ...
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ନେତାଙ୍କୁ ମିଳିଲାନି ନିମନ୍ତ୍ରଣ
ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ନେବାକୁ ଯାଉଛନ୍ତି। ଆସନ୍ତା ୩୦ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ...
Archives


