Home Left

ଆଜି କ୍ୟାବିନେଟର ପ୍ରଥମ ବୈଠକ: ହୋଇପାରେ ବିଭାଗ ବଣ୍ଟା

ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ପରେ ଲଗାତାର ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪...

ଗୋଛା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: କର୍ତ୍ତବ୍ୟରେ ଅବହେଳା ଲାଗି ନିଲମ୍ବିତ ହେଲେ ଫରେଷ୍ଟର, ଫରେଷ୍ଟଗାର୍ଡ

ନୟାଗଡ଼ ଅଫିସ,୩୧।୫: ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପଞ୍ଚରିଡ଼ା ଫରେଷ୍ଟର କୈଳାସ ପ୍ରଧାନ ଓ ଗୋଛା ଫରେଷ୍ଟଗାର୍ଡ ବିଶ୍ୱଜିତ୍‌ ସାମନ୍ତରାୟ। ଉଭୟ କର୍ତ୍ତବ୍ୟରେ...

ଶପଥଗ୍ରହଣ ସମାରୋହ ପରେ ଭିଡ଼ରେ ଫସିଥିଲେ ଆଶା ଭୋସଲେ, ସାହାଯ୍ୟ କରିଥିବାରୁ ସ୍ମୃତିଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଦାର ସ୍ବଭାବକୁ ନେଇ ଚର୍ଚ୍ଚା। ସେ ବି ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ଟୁଇଟ୍‌ ପରେ। ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା।...

ବିଶ୍ୱ ତମାଖୁ ନିିରୋଧ ଦିବସ

ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର ଶିକାର ହେଉଛନ୍ତି ଲୋକେ। ପ୍ରତିବର୍ଷ ଦେଶରେ ଧୂମପାନ ଯୋଗୁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ...

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୩୧।୫: ଜାମ୍ମୁ-କାଶ୍ମୀର ସୋପିଆନରେ ଶୁକ୍ରବାର ଏନକାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଦ୍ରାଗତ ସୁଗାନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିବା ପରେ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା।...

ଖାଦ୍ୟରୁଚିରୁ ଜାଣନ୍ତୁ ଝିଅଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ କିଛି ରହସ୍ୟପୂର୍ଣ୍ଣ କଥା

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ ଜଣକର ଖାଦ୍ୟ ପସନ୍ଦ ଶୈଳୀରୁ ତାଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କରେ ଜାଣିପାରିବେ। ତେବେ...

ଚାଇନାରେ ଏସ ଜୟଶଙ୍କରଙ୍କୁ ଭେଟିଥିଲେ ମୋଦି: ଏବେ କ୍ୟାବିନେଟରେ ଦେଲେ ଯାଗା

ନୂଆଦିଲ୍ଲୀ, ୩୧।୫: ୫୭ ମନ୍ତ୍ରୀଙ୍କ ସହ ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମନ୍ତ୍ରୀମଣ୍ଡଳରେ ବହୁ ପୁରୁଣାଙ୍କୁ ନୂଆ ନେତାଙ୍କୁ ସାମିଲ କରାଯାଇଛି। ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ପୂର୍ବତନ ବୈଦେଶିକ ସଚିବ ଏସ ଜୟଶଙ୍କରଙ୍କୁ...

ଲୋକ ସଭାର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ, ୩୧।୫: ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ଏମ୍‌ପି ମାନେକା ଗାନ୍ଧୀ। ମୋଦି ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରୀ ପଦ ପାଇ ନ ଥିବା ମାନେକା ସଂସଦର ନୂଆ ବାଚସ୍ପତି ନିଯୁକ୍ତ ହେବା ଯାଏ ଏହି...

ମୋଦିଙ୍କ ଟିମ୍‌ରେ କମିଗଲେ ମହିଳା: ଥିଲେ ୧୦, ହେଲେ ୬

ନୂଆଦିଲ୍ଲୀ, ୩୧।୫: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ...

ଇଂଲଣ୍ଡ ଫେଭରାଇଟ୍‌, ଭାରତ ଦୃଢ଼ ଦାବିଦାର

ଘରୋଇ ପରିବେଶ, ପିଚ୍‌ ଏବଂ ଟିମ୍‌ କମ୍ବିନେଶନ ଦୃଷ୍ଟିରୁ କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣରେ ଇଂଲଣ୍ଡ ହଟ୍‌ ଫେଭରାଇଟ ଭାବେ ଉଭା ହେବ। ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମଧ୍ୟ ଦୃଢ଼ ଦାବିଦାର। ଷ୍ଟିଭ୍‌ ସ୍ମିଥ ଓ...

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ଦଳର କୌଣସି ନେତା ସାମିଲ ହେଉ ନ ଥିବା ସେ ପ୍ରକାଶ କରିଛନ୍ତି।...

ଉତ୍ତରପ୍ରଦେଶରେ ପୁଣି ମଦମୃତ୍ୟୁ:୩ ଜଣଙ୍କ ମୁଣ୍ଡ ଗଡ଼ିଲା, ୪ ଗୁରୁତର

ଲକ୍ଷ୍ନୌ, ୩୧।୫:ଉତ୍ତର ପ୍ରଦେଶର ସୀତାପୁରରେ ବିଷାକ୍ତ ମଦ ପିଇ ୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୪ ଗୁୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମହମୁଦାବାଦରେ ଗତ ରବିବାର ରାତିରେ ଏମାନେ ମଦ ପିଇବା ପରେ ବାନ୍ତି, ମୁଣ୍ଡବିନ୍ଧା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri