କ୍ୟାବିନେଟ ବୈଠକ: ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ କରାଗଲା ବଡ ଧରଣର ପରିବର୍ତ୍ତନ
ନୂଆଦିଲ୍ଲୀ,୩୧।୫ : ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଛି। ଏଥିରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀମାନେ ଯୋଗ ଦେଇଛନ୍ତି।...
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ
ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ପହଞ୍ଚିଥିବା ବେଳେ ବଲିଉଡ୍ ଦୁନିଆର କେତେଜଣ ବଛାବଛା କଳାକାର ମଧ୍ୟ ପହଞ୍ଚିଥିଲେ। ହେଲେ...
ବିଭାଗ ବଣ୍ଟନ ପରେ ବସିଲା ମୋଦିଙ୍କ କ୍ୟାବିନେଟର ପ୍ରଥମ ବୈଠକ
ନୂଆଦିଲ୍ଲୀ,୩୧।୫: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ଶୁକ୍ରବାର ପ୍ରଥମ କ୍ୟାବିନେଟ ବୈଠକ ବସିଛି। ଏଥିରେ ଯୋଗଦେବା ଲାଗି ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ମୁକତାର ଅବ୍ବାସ ନକଭି, ଗିରିରାଜ ସିଂ, ନିର୍ମଳା ସିଥାରମଣ, ରାଜନାଥ ସିଂ, ସ୍ମୃତି...
ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ
ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି। ସେମାନେ ଲଣ୍ଡନ ପାଇଁ ଯାଉଥିବା ବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତୈମୁର।...
ଠିଆ ହୋଇ ପାଣି ପିଉଛନ୍ତି କି
ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ପ୍ରାୟ ୬୦ରୁ ୭୦ ଭାଗ ଜଳ ରହିଥାଏ। ଏହା ମାଂସପେଶୀକୁ ସୁରକ୍ଷା ଦେବା ସହ ଶରୀରର ବିଭିନ୍ନ କୋଷକୁ...
ଡ୍ରାଇଭର ପାଇଁ ରୋଜା ରଖିଲେ ବନ ଅଧିକାରୀ
ମୁମ୍ବାଇ,୩୧।୫: ବହୁ ସ୍ଥାନରେ ଧର୍ମ ନାଁରେ ଦଙ୍ଗା, ମାରପିଟ୍ ଓ ରାଜନୀତି ହେଉଥିବା ଦେଖିବାକୁ ମିଳିଥାଏ। ହେଲେ ମହାରାଷ୍ଟ୍ରରେ ହିନ୍ଦୁ-ମୁସଲମାନ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବୁଲଢ଼ାଣାର ବନ ଅଧିକାରୀ ସଞ୍ଜୟ ଏନ୍ ମାଲୀ ହିନ୍ଦୁ ହୋଇ...
ଭାରତୀୟ ରାଜନୀତିରେ ଅଟଳ-ଆଡଭାନୀଙ୍କ ପରେ ମୋଦି-ଶାହଙ୍କ ଯୋଡିକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୩୧।୫: ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଓ ତାଙ୍କ ସହଯୋଗୀ ଲାଲକୃଷ୍ଣ ଆଡଭାନୀଙ୍କ ଯୋଡି ପରେ ଏବେ ଆଉ ଏକ ଯୋଡି ଆସିଛନ୍ତି ଚର୍ଚ୍ଚାକୁ। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ନରେନ୍ଦ୍ର ଦାମୋଦର...
ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ। ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ଉଭୟଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରମନ୍ତ୍ରୀ...
ତେଜ ପ୍ରତାପଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ପାଟନା,୩୧।୫: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ନେତା ଓ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତେଜ ପ୍ରତାପ ସାମାନ୍ୟ ଆହତ ହୋଇଥିବା ବେଳେ କାରରେ ଥିବା ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଥିବା...
ମହିଳାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜୀବନ ଦେଲା ପୋଷା କୁକୁର
ଓ୍ବାଶିଂଟନ,୩୧।୫: ଆମେରିକାର ଭର୍ଜିନିୟାରୁ ଏମିତି ଏକ ଖବର ଆସିଛି ଯେଉଁଠି ଜୀବନ, ମୃତ୍ୟୁ, ଜିଦ୍ ଆଉ ଇଚ୍ଛାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ଜଣେ ମହିଳା ଶେଷ ସମୟରେ ଏମିତି ଇଚ୍ଛା ପ୍ରକାଶ କରିଛନ୍ତି ଯେଉଁଥିରେ ଅନ୍ୟ ଜଣକୁ ଜୀବନ...
ତ୍ରାଲରେ ଆତଙ୍କବାଦୀ ଆକ୍ରମଣ: ସିଆର୍ପିଏଫ୍ କ୍ୟାମ୍ପ ଉପରେ ଗ୍ରେନେଡ ମାଡ଼
ଶ୍ରୀନଗର,୩୧।୫: ଜମ୍ମୁ-କଶ୍ମୀର ତ୍ରାଲରେ ଶୁକ୍ରବାର ଦ୍ୱିପହରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଥିବା ସିଆର୍ପିଏଫ୍ର ୧୮୦ ବାଟାଲିୟନ କ୍ୟାମ୍ପ ଉପରେ ଆତଙ୍କବାଦୀ ଗ୍ରେନେଡ ମାଡ଼ କରିଛନ୍ତି। ତେବେ ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାରୁ ସୁରକ୍ଷାକର୍ମୀ ଲଗାତାର ଗୁଳିଚାଳନା କରୁଛନ୍ତି।...
ଜମ୍ମୁ-କଶ୍ମୀର ଏନ୍କାଉଣ୍ଟର ୨ ପୋଲିସ ଆହତ
କିସ୍ତଓ୍ବାର,୩୧।୫: ଜମ୍ମୁ-କଶ୍ମୀର ମାରଓ୍ବା ଅଞ୍ଚଳରେ ଥିବା କିସ୍ତଓ୍ବାର ଅଞ୍ଚଳରେ ଶୁକ୍ରବାର ହୋଇଥିବା ଏନ୍କାଉଣ୍ଟରରେ ୨ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ସକାଳେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏନକାଉଣ୍ଟର କରାଯାଇଥିଲା। ଉଭୟଙ୍କ...
Archives


