Home Left

ପୋଷା ବିରାଡ଼ିକୁ ଗୁଳିମାଡ଼

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ବିରାଡ଼ିକୁ ଗୁଳିମାଡ଼। ନିର୍ଦ୍ଦୟ ଭାବେ ବିରାଡ଼ିକୁ ଗୁଳି ମାରିବା ପରେ ତା’ର ମୃତ୍ୟୁ ଘଟିଛି। ଏଭଳି ଘଟଣାକୁ ନେଇ ବୁଧବାର ଖାରବେଳ ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଥାନା ଅଞ୍ଚଳରେ ରହୁଥିବା ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିରାଡ଼ିକୁ ପଡୋଶୀ ଗୁଳି…

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଡବଲ୍‌ ଷ୍ଟାଣ୍ଡାର୍ଡ କହିଲେ ନିରଞ୍ଜନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ସମର୍ଥନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ନିରଞ୍ଜନ କହିଛନ୍ତି, ନବୀନ ୨୦ ବର୍ଷ…

ଅଭିଯୁକ୍ତଙ୍କୁ ସମୟ ମିଳିବାରୁ କୋର୍ଟରେ କାନ୍ଦିପକାଇଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୧୮।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅକ୍ଷୟ ସିଂଙ୍କ ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ସମସ୍ତଙ୍କ ନଜର ପଟିଆଲା ହାଉସ କୋର୍ଟ ଉପରେ ରହିଥିଲା। କିନ୍ତୁ ବୁଧବାର କୋର୍ଟ ଦୋଷୀଙ୍କ ଡେଥ୍‌ ୱାରେଣ୍ଟ ଉପରେ…

ପୁଣି ଚର୍ଚ୍ଚାରେ ଅମିରଙ୍କ ଝିଅ ଇରା

ଅମିର ଖାଁଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ। କେତେବେଳେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ନେଇ ତ ଆଉ କେତେବେଳେ ନିଜର ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ…

ଓ୍ବେଷ୍ଟଇଣ୍ଡିଜ ଆଗରେ ବିଶାଳ ଟାର୍ଗେଟ

ବିଶାଖାପାଟଣା,୧୮।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୮୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫୦ ଓଭରରେ ୫ ଉଇକେଟ ହରାଇ…

ଜିଲାପରିଷଦ ସଧାରଣ ବୈଠକ: ଅଧିକାରୀଙ୍କ ଉପରେ ବର୍ଷିଲେ ଜନପ୍ରତିନିଧି

ଅନୁଗୋଳ ଅଫିସ,୧୮।୧୨: ଅନୁଗୋଳ ଜିଲାପରିଷଦ ସମ୍ମିଳନୀ କକ୍ଷରେ ୫୦ତମ ଜିଲା ପରିଷଦ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଲଲହଡା ବିଧାୟକ ମୁକେଶ ପାଲ,…

ଘରୋଇ ଉପାୟରେ ଦୂର ହେବ ଗ୍ୟାସ ସମସ୍ୟା

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ଛୋଟ ପିଲା ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି। ଅନେକେ ଏହି ଗ୍ୟାସ୍‌ ସମସ୍ୟାର ମୁକ୍ତି ପାଇବା ଲାଗି ବିଭିନ୍ନ ଔଷଧ ବ୍ୟବହାର କରିଥାନ୍ତି।…

ମହିଳାଙ୍କ ଆତ୍ମହତ୍ୟା: ସ୍ବାମୀ, ଦିଅର ଅଟକ

ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାଠାରେ ୮ମାସ ତଳେ ବିବାହ କରିଥିବା ଜଣେ ମହିଳା ବୁଧବାର ଘରେ ଫ୍ୟାନ୍‌ରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ମହିଳା ଜଣକ ହେଲେ ଅର୍ଚ୍ଚନା ପ୍ରଧାନ (୨୫)। ଏହାର ଖବର ପାଇ…

କୋହଲିଙ୍କଠୁ ଆଗରେ ରୋହିତ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ଚଳିତ ବର୍ଷ ସର୍ବାଧିକ ଦିନିକିଆ ରନ୍‌ କରିବାରେ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୧୫୯ ରନ୍‌ର ଶତକୀୟ ଇନିଂସ ଖେଳିବା…

‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ଏବେ ପାଲଟିଛି ‘ସବ୍‌କା ସର୍ବନାଶ’: ମମତା

କୋଲକାତା,୧୮।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହାଓଡାରେ ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିକୁ ମମତା ସମ୍ବୋଧିତ କରି କହିଛନ୍ତି, ଭାଜପା ଦେଶରେ ଦଙ୍ଗା…

ରାହୁଲଙ୍କ ୩ୟ ଶତକ

ବିଶାଖାପାଟଣା,୧୮।୧୨- ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ବ୍ୟାକଅପ୍‌ ଓପନର ଲୋକେଶ ରାହୁଲ କ୍ୟାରିୟରର ୩ୟ ଶତକ କରିଛନ୍ତି। ସେ ୧୦୪ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୩ ଛକା ସହାୟତାରେ ୧୦୨ ରନ୍‌ ପ୍ୟାଭେଲିଅନ…

ରୋହିତଙ୍କ ଶତକ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା (୧୧୪*) ଶତକ ହାସଲ କରିଛନ୍ତି। ତାଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ରହିଛି। ଏହା ତାଙ୍କ କ୍ୟାରିୟରର ୨୮ତମ ଶତକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?