Home Left

ରଣ୍‌ଜୀ ଦ୍ୱିତୀୟ ରାଉଣ୍ଡ: ଓଡ଼ିଶାର ଇନିଂସ ବିଜୟ

ଭୁବନେଶ୍ୱର,୨୦।୧୨- ସ୍ଥାନୀୟ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ସର୍ଭିସେସ୍‌ ବିପକ୍ଷ ରଣ୍‌ଜୀ ମ୍ୟାଚ୍‌କୁ ଓଡ଼ିଶା ଏକ ଇନିଂସ ଓ ୩୧ ରନ୍‌ରେ ଜିତି ନେଇଛି। ଚଳିତ ରଣ୍‌ଜୀ ସିଜନରେ ଏହା ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ। ପ୍ରଥମ ଇନିଂସରେ ସର୍ଭିସେସ୍‌…

୩୦୦୦ ଫୁଟ ଉଚ୍ଚ ପର୍ବତ ଚଢ଼ି ରେକର୍ଡ ସୃଷ୍ଟି କଲେ ୧୦ ବର୍ଷର ନାବାଳିକା

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆ ୟୋସେମିତେ ପାର୍କସ୍ଥିତ ଇଏଲ୍‌ କ୍ୟାପିଟନ୍‌ ପର୍ବତ ପ୍ରାୟ ୩୦୦୦ ଫୁଟ ଉଚ୍ଚ। ଏହି ପର୍ବତର ସର୍ବୋଚ୍ଚରେ ପହଞ୍ଚିବା ଅଧିକ ବିପଦଜନକ ବୋଲି କୁହାଯାଏ। କିନ୍ତୁ କଲରାଡୋ ସହରରେ ରହୁଥିବା ୧୦ ବର୍ଷର ନାବାଳିକା ସେଲାହ ସ୍କେନେତର୍‌ ଏହି…

ପୋଲିଓ କବଳରୁ ଏବେବି ମୁକ୍ତ ହୋଇନାହିଁ ପାକିସ୍ତାନ

ଇସ୍‌ଲାମାବାଦ,୨୦।୧୨: ବିଗତ ବର୍ଷ ତୁଳନାରେ ଯଦିଓ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହୋଇଛି କିନ୍ତୁ ୨୦୧୯ରେ ପାକିସ୍ତାନରେ ପ୍ରାୟ ୧୧୧ ନୂଆ ପୋଲିଓ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବିଶ୍ୱର ଅଧିକାଂଶ ଦେଶ ପୋଲିଓ ମୁକ୍ତ ହୋଇଥିବା ବେଳେ ଏବେବି ପାକିସ୍ତାନ…

ଭଗବାନଙ୍କୁ ଶୀତ ପୋଷାକ ପିନ୍ଧାଗଲା

ମଥୁରା: ଉତ୍ତର ଭାରତରେ ହଠାତ୍‌ ଶୀତର ପ୍ରକୋପ ବଢିବାରେ ଲାଗିଛି। ଏଥିଲାଗି ସମସ୍ତେ ସଜାଗ ହୋଇଯାଇଛନ୍ତି। ଅବଶ୍ୟ ଏହାକୁ ନେଇ ନିଜ ଭଗବାନଙ୍କ ଯତ୍ନ ନେବାକୁ କେହି ଭୁଲିନାହାନ୍ତି। ଉତ୍ତର ପ୍ରଦେଶର ମଥୁରାରେ ଥିବା ରାଧାବଲ୍ଲଭ ମନ୍ଦିର, କୃଷ୍ଣ ମନ୍ଦିର ଓ…

ଏମିତି ଏକ ମନ୍ଦିର ଯେଉଁଠି ପ୍ରସାଦ ଭାବେ ମିଳେ ନୁଡୁଲ୍ସ

ଭାରତରେ ଅନେକ ମନ୍ଦିର ରହିଛି। ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପ୍ରସାଦ ଭୋଗ ଲାଗି ହୁଏ। ପଶ୍ଚିମବଙ୍ଗର ଟାଙ୍ଗ୍ରାରେ ଏକ କାଳୀମାତା ମନ୍ଦିର ରହିଛି, ଯେଉଁଠି ପ୍ରସାଦ ଭାବରେ ନୁଡୁଲ୍ସ ଭୋଗ ହୁଏ। ଏହା ଦେଶର ଏକମାତ୍ର ଚାଇନିଜ୍‌ କାଳୀ ମନ୍ଦିର…

ଭେଟେରାନ ଖେଳାଳିଙ୍କୁ କିଣିବା ପରମ୍ପରା ବଜାୟ ରଖିଲା ସିଏସ୍‌କେ

ଚେନ୍ନାଇ,୨୦।୧୨- ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ଭେଟେରାନ ଖେଳାଳିଙ୍କ ଉପରେ ପୁଞ୍ଜିଲଗାଣ ପରମ୍ପରା ବଜାୟ ରଖିଛି। ଦୁଇ ବର୍ଷ ବାସନ୍ଦାଦେଶରୁ ଫେରିବା ପରେ ସିଏସ୍‌କେ ୨୦୧୮ଠାରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଖେଳାଳିଙ୍କ…

ଉନ୍ନାଓ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ: କୁଲଦୀପଙ୍କୁ ଆଜୀବନ ଜେଲ, ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦।୧୨: ଶେଷରେ ଉନ୍ନାଓ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ। ଶୁକ୍ରବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଭାରତୀୟ ଜନତା ପାର୍ଟି(ଭାଜପା)ର ବହିଷ୍କୃତ ବିଧାୟକ କୁଲଦୀପ ସେନ୍‌ଗାରଙ୍କୁ ଆଜୀବନ ଜେଲଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ସିବିଆଇକୁ…

୮ ବର୍ଷ ବାଳକର ଆୟ ୧୮୪ କୋଟି

ନ୍ୟୁୟର୍କ: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ଆୟ ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ରେୟାନ କାଜି ନାମକ ଜଣେ ବାଳକ ଏପରି କରି ଦେଖାଇଛନ୍ତି।…

ଦେଶ ପାଇଁ ବେଳେ ବେଳେ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ: ମୋଦି

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘୧୦୦ ବର୍ଷରେ ଆସୋଚାମ (ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ)’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଆସୋଚାମ ୧୦୦ ବର୍ଷରେ ପଦାର୍ପଣ କରିବା ଏକ ବଡ ଅନୁଭୂତି।…

ମୟୂରଙ୍କୁ ନୂଆ ଜୀବନ ଦେଉଛନ୍ତି ହଂସରାଜ

ଭିଓ୍ବାନି: ହରିୟାଣାରେ ଚାଷୀମାନେ କ୍ଷେତରେ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ମୟୂର ଉପରେ ବିପଦ ଘନେଇ ଆସିଛି। କିନ୍ତୁ ଏମାନଙ୍କୁ ବିପଦରୁ ରକ୍ଷା କରିବା ଲାଗି ଆଗେଇ ଆସିଛନ୍ତି ‘ରିୟଲ ସୋସାଇଟି ପ୍ରୋବେଶନ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌’ର ଅଧ୍ୟକ୍ଷ ହଂସରାଜ…

‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଭାରତ-ପାକ୍‌ ଲଢ଼େଇ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଏବିସିଡି-୨’ରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ନିର୍ଦ୍ଦେଶକ ରେମୋ ଡି’ସୁଜା ଦର୍ଶକଙ୍କୁ ଭେଟି ଦେଉଛନ୍ତି ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’। ଏହି ଫିଲ୍ମରେ ମଧ୍ୟ ଶ୍ରଦ୍ଧା-ବରୁଣଙ୍କ ଯୋଡ଼ି ଦେଖିବାକୁ ମିିଳିବ।…

ଶୋଭା ବଢ଼ାଇବେ ମୃତ ପ୍ରଜାପତି

ବକ୍ସର: ପ୍ରକୃତିର ଅନ୍ୟତମ ବିସ୍ମୟ ସୃଷ୍ଟି ପ୍ରଜାପତି। ଏହି ସୁନ୍ଦରତମ କୀଟକୁ ପରିକଳ୍ପନା କରି ଲେଖାଯାଇଛି ଅନେକ କାବ୍ୟ କବିତା। ସ୍ବଳ୍ପ ସମୟ ଜୀବନ ଅବଧି ଭିତରେ ପ୍ରଜାପତି ସବୁବର୍ଗର ଲୋକଙ୍କର କରିଥାଏ ଚିତ୍ତରଞ୍ଜନ। କିନ୍ତୁ ଦେହରୁ ଡେଣା ବାହାରିଗଲା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?