ବହୁ ପ୍ରତୀକ୍ଷାର ଅନ୍ତ, ବ୍ରହ୍ମପୁର ଏମ୍ପି ପ୍ରତିନିଧି ଭାବେ ମନୋନୀତ ହେଲେ ରଞ୍ଜନ
ଗଞ୍ଜାମ,୧୧ା୬(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ପୂରିଛି ଏକ ବର୍ଷ। ନିର୍ବାଚନ ପରଠାରୁ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଏମ୍ପିଙ୍କ ପ୍ରତିନିଧି ଆଶାୟୀ ଥିବା ବେଳେ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମର ରଞ୍ଜନ କୁମାର ତରାଇ ବ୍ରହ୍ମପୁର ଲୋକ ସଭା ଏମ୍ପିଙ୍କ ଗଞ୍ଜାମ…
ବିହାର ନିର୍ବାଚନ ପୂର୍ବରୁ ଚମକାଇଲା ସର୍ଭେ, ସରକାର ଗଢିବ…
ବିହାର,୧୧।୬: ବିହାର ବିଧାନସଭା ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, କିନ୍ତୁ ନଭେମ୍ବର ପୂର୍ବରୁ ଏହା ଘୋଷଣା କରାଯାଇପାରେ। ଏହି ସମୟରେ ଏକ ସର୍ଭେ ସାମ୍ନାକୁ ଆସିଛି, ଯାହାର ସଂଖ୍ୟା ଆଶ୍ଚର୍ଯ୍ୟଜନକ। ଓପିନିଅନ ପୋଲଗୁଡ଼ିକ ପ୍ରକାଶ କରିଛି ଯେ ଏଥର ବିହାର…
ଲୀଳାମୟଙ୍କ ଦର୍ଶନ କରି ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ
ପୁରୀ,୧୧ା୬: ଆଜି ଅର୍ଥାତ୍ ବୁଧବାର ସ୍ନାନପୂର୍ଣ୍ଣିମା। ଭକ୍ତିମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡ ଏକପ୍ରକାର ଲୋକାରଣ୍ୟ ହୋଇଛି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମହାପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ…
କାମ ଛାଡ଼, ଛୁଆ ଜନ୍ମ କର: ବିବାହ ଛୁଟି ୩ ଦିନରୁ ୩୦ ଦିନକୁ ବୃଦ୍ଧି
ବେଜିଂ,୧୧।୬: ଚାଇନା ସରକାର ଏବେ ଖୋଲାଖୋଲି ଭାବରେ ଏହାର ନାଗରିକମାନଙ୍କୁ କାମ ଛାଡି ପିଲା ଜନ୍ମ କରିବାକୁ କହୁଛନ୍ତି। ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ ଚାଇନା ଏବେ ଯୁବକମାନଙ୍କୁ ବିବାହ କରିବା ଏବଂ ପିଲା ଜନ୍ମ କରିବା ପାଇଁ ବିଭିନ୍ନ…
ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଫାରୁକ ଅବଦୁଲ୍ଲା: ମା’ଙ୍କୁ ମାଗିଲେ ଏମିତି ଜିନିଷ
ନୂଆଦିଲ୍ଲୀ,୧୧।୬: ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ। ଫାରୁକ ଅବଦୁଲ୍ଲା ସେହି ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିଥିଲେ। ସେ ଏହି ଟ୍ରେନରେ ତାଙ୍କର ପ୍ରଥମ ଯାତ୍ରା କରିଥିଲେ ଏବଂ ବୈଷ୍ଣୋ ଦେବୀରେ ପହଞ୍ଚିଥିଲେ। ମାତାଙ୍କ…
ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନେଲା ବଡ଼ ନିଷ୍ପତ୍ତି: ମିଶାଇଲ୍ ଟ୍ୟାଙ୍କ୍କୁ ନେଇ,,,
ନୂଆଦିଲ୍ଲୀ,୧୧।୬: ଭାରତ ସହିତ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ତାର ପ୍ରତିରକ୍ଷା ବଜେଟରେ ୨୦ ପ୍ରତିଶତ ବୃଦ୍ଧି କରିଛି ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୫୫୦ ବିଲିୟନ ପାକିସ୍ତାନୀ ଟଙ୍କା (୯ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ କରିଛି। ଅର୍ଥମନ୍ତ୍ରୀ ମହମ୍ମଦ…
ଛାତି ଥରେଇଲା ସତ! ସୋନମଙ୍କ ରେନକୋଟ୍ରୁ ମିଳିଲା…
ଇନ୍ଦୋର,୧୧।୬: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ସମ୍ପର୍କରେ ନୂଆ ଖୁଲାସା ହୋଇଛି। ଜୁନ 2ରେ ମେଘାଳୟର ଏକ ଗଭୀର ଖାତରୁ ତାଙ୍କର ପଚିଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ତଦନ୍ତରୁ ଜଣାପଡିଛି ଯେ ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ଏବଂ ତାଙ୍କ…
ହନିମୁନ୍ରେ ସ୍ବାମୀଙ୍କୁ ହତ୍ୟା କରି ପାରି ନ ଥିଲେ, ପ୍ଲାନ୍-ବି ପ୍ରସ୍ତୁତ କରିଥିଲେ ସୋନମ: ସେଲ୍ଫି ନେବାବେଳେ….
ଇନ୍ଦୋର,୧୧।୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ମେଘାଳୟରେ ହନିମୁନ୍ ବେଳେ ସ୍ତ୍ରୀ ସୋନମ୍ ତାଙ୍କୁ ହତ୍ୟା କରାଇବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୋନମ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ଯୋଜନା…
ଧର୍ମଶାଳାରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ୧୫୦ ଟପିଲା:ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ ଅତିରିକ୍ତ ଜଲାପାଳ
ଯାଜପୁର,୧୧।୬: ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତର ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ମେଡିକାଲ ପରିସରରେ…
ଆସୁଛି ବଡ଼ ଲଘୁଚାପ: ଆଗାମୀ ୩ ଦିନ ପ୍ରବଳ ବର୍ଷା, ୨୪ ଘଣ୍ଟାରେ…
ଭୁବନେଶ୍ୱର,୧୧।୬: ଓଡ଼ିଶାରେ ଆଗାମୀ ତିନି ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଏବଂ ମୌସୁମୀ ପବନର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ…
ମାସକୁ କେତେ ରୋଜଗାର କରନ୍ତି ସୋନମଙ୍କ ପ୍ରେମିକ ରାଜ କୁଶୱାହା? ଲୁଚେଇ ଲୁଚେଇ ପ୍ରେମିକା ଦେଉଥିଲେ…
ଇନ୍ଦୋର,୧୧।୬: ମେଘାଳୟ ହନିମୁନ ହତ୍ୟା ମାମଲାରେ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ପ୍ରେମିକ ରାଜ କୁଶୱାହାର ଭୂମିକା ସ୍ପଷ୍ଟ ହେବା ସହିତ, ଲୋକମାନେ ତାଙ୍କ ପୃଷ୍ଠଭୂମି ଏବଂ ରୋଜଗାର ବିଷୟରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ସେ କିଏ ଥିଲେ, ସେ କେତେ…
ପିଲା ଭୁଲ୍ କରୁଥିଲେ, କେମିତି ସମ୍ଭାଳିବେ: ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ଅଭିଭାବକଙ୍କ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱକୁ ଆକାର ଦେଇଥାଏ। ତେଣୁ ପିଲାଙ୍କର କୌଣସି ଭୁଲ୍ରେ ହଠାତ୍ ରାଗିଯାଇ ଗାଳିଦେବା କିମ୍ବା ମାଡ଼ ମାରିବା ପରିବର୍ତ୍ତେ ପ୍ରଥମେ ତାଙ୍କୁ ସ୍ନେହରେ ଭଲ ଭାବେ ବୁଝାଇଲେ ସେମାନେ ସହଜରେ ନିଜ ଭୁଲ୍ ବୁଝିପାରନ୍ତି। ଏହା ନା…
Archives


