Home Left

ପ୍ରଶାସନ ନେଲା ବଡ଼ ପଦକ୍ଷେପ, ଏଣିକି ଜାତୀୟ ରାଜପଥରୁ ହଟିବ…

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡ଼ି ବଜାର ଉପରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ ନେଇଛି। ଗୁରୁବାର ମିଳିତ ଭାବେ ଉଠାଦୋକାନୀଙ୍କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଯେଉଁ ଦୋକାନୀମାନେ…

ଏହି ତାରିଖରେ ଝାଡେଶ୍ୱର ପୀଠରେ ହେବ ବିଶ୍ୱଶାନ୍ତି ମହାଯଜ୍ଞ: ପ୍ରତି ୧୨ ବର୍ଷକୁ ଥରେ ପଡୁଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

ଗଞ୍ଜାମ,୧୫।୧ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ବୋରିଗାଁ ନିକଟସ୍ଥ ରାଣିବର ପାହାଡ ଉପରେ ରହିଛି ଶ୍ରୀ ଶ୍ରୀ ବାବା ଝାଡେଶ୍ୱର ଶୈବ ପୀଠ। ଏହି ପୀଠ ହେଉଛି ବହୁ ପୁରାତନ । ଏହାର ବହୁ କିମ୍ବଦନ୍ତି ରହିଛି…

ଟ୍ରେନ ଲାଇନ୍‌ ପାର୍‌ ହେଉଥିବାବେଳେ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ଘଟଣାସ୍ଥଳରେ…

ତିହିଡି଼,୧୫।୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ପୀରହାଟ ଥାନା ଅଧୀନ ବିନ୍ଧାବଜାର ନିକଟରେ ଗୁରୁବାର ପୂର୍ବାହ୍ନରେ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳାଙ୍କ ନାଁ ଝୁନି ସାହୁ (୪୨)। ଘର କେନ୍ଦ୍ରାପଡ଼ା ଜିଲାରେ। ସେ ପୀରହାଟ ଥାନା…

ପିଏମ୍ ଶ୍ରୀ ଉତ୍ସବ ୨୦୨୬, ମା ବାପା ହେଉଛନ୍ତି ପ୍ରଥମ…

କେସିଙ୍ଗା,୧୫ା୧(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ବିଦ୍ୟାଳୟ ସ୍ତରୀୟ ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଉତ୍ସବର ସଭାପତି ଆନନ୍ଦ କୁମାର ବେହେରା…

‘ରାଷ୍ଟ୍ର ନିର୍ମାଣରେ ଶିକ୍ଷାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଚତୁର୍ଥତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ବେହେରାଙ୍କ ଆବାହନ କ୍ରମେ ଅନୁଷ୍ଠିତ…

ଭଦ୍ରକରେ ଚାଞ୍ଚଲ୍ୟ… ୧୩ ବର୍ଷିଆ ନାବାଳିକାଙ୍କୁ ବଳାତ୍କାର କଲେ ବୃଦ୍ଧ ପଡ଼ୋଶୀ, ସ୍କୁଲରେ ଅଚେତ…

ଧୂଷୁରୀ,୧୫ା୧ ( ଦୀପ୍ତି ରଞ୍ଜନ ନାୟକ) : ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଆରଡି ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୧୩ ବର୍ଷିଆ ନାବାଳିକାଙ୍କୁ ଜଣେ ବୃଦ୍ଧ ବଳାତ୍କାର କରିଛନ୍ତି। ଏ ନେଇ ପୀଡ଼ିତାଙ୍କ ବଡ଼ ମା’…

କେନ୍ଦ୍ର ଲୋଡୁଛି ମସ୍‌ଜିଦ ତଥ୍ୟ: ହ୍ବାଇଟ୍‌ କଲାର ଆତଙ୍କବାଦର ଚେର ଖୋଜିବା ପାଇଁ ପୋଲିସ ପ୍ରୋଫାଇଲିଂ

ଶ୍ରୀନଗର/ଜମ୍ମୁ,୧୫ା୧:୨୦୨୫ ନଭେମ୍ବର ୧୦ରେ ନୂଆଦିଲ୍ଲୀସ୍ଥିତ ଲାଲ୍‌କିଲ୍ଲା ନିକଟରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ଜାତୀୟ ରାଜଧାନୀ ଦୋହଲି ଯାଇଥିଲା। ଭାରତରେ ଏହା ପୂର୍ବରୁ ଏତେବଡ଼ ହ୍ବାଇଟ୍‌ କଲାର ଆତଙ୍କବାଦୀ ଆକ୍ରମଣ ଦେଖାଯାଇ ନ ଥିଲା। ଆକ୍ରମଣରେ…

କୋହଲିଙ୍କୁ ଟେନସନ୍‌ରେ ପକାଇଲେ ଏହି କ୍ରିକେଟର୍‌: ଆଉ ଗୋଟିଏ ମ୍ୟାଚ୍‌ ନିର୍ଣ୍ଣୟ କରିବ…

ନୂଆଦିଲ୍ଲୀ,୧୫।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ପୁଣିଥରେ ICC ଦିନିକିଆ ରାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି। କୋହଲିଙ୍କ ଏହି ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହିବ ବୋଲି ମନେ ହେଉନାହିଁ। କାରଣ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାରିଲ…

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଚୋଟ ପରେ ଚୋଟ ମାରିଲେ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ

ବ୍ରହ୍ମପୁର,୧୫ା୧(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଯୁବକ ଜଣଙ୍କ ବଡବ୍ଜ଼ାର ଥାନା ଅନ୍ତର୍ଗତ ଧାନମେରା ସାହିର ଅମିତ ମୁଖୀ(୩୮)। ଗୁରୁତର…

ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଲେ ଅନୁଭବ ମହାନ୍ତି, ପ୍ରଶଂସା କରି କହିଲେ…

କଟକ,୧୫।୧: ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି ନେତା ଅନୁଭବ ମହାନ୍ତି । ସର୍ବଦା ସେ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ବର୍ତ୍ତମାନ ସେ…

ଇଥାନଲ ପ୍ଲାଣ୍ଟରେ ନିଆଁ: ଜଳିପୋଡ଼ି ଛାରଖାର

ସୋନପୁର,୧୫।୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜଲା ତରଭା ବ୍ଲକ ପାନମୁରାସ୍ଥିତ ଇଥାନଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଡ୍ରାୟରରେ ନିଆଁ ଲାଗି ଅନେକ ଯନ୍ତ୍ରପାତି ପୋଡି ଯାଇଛି। ୫ ଲକ୍ଷରୁ ଉଦ୍ଧର୍‌ବ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ଛି। ତରଭା ଅଗ୍ନିଶମ ଅଧିକାରୀ ଅନିଲ…

ପିଏମ ସୂର୍ଯ୍ୟ ଘର ଯୋଜନାରେ ଲାଭ ଉଠାଇବାକୁ ରୁହନ୍ତୁ ପ୍ରସ୍ତୁତ, ବଜେଟରେ ହେବାକୁ ଯାଉଛି ବଡ଼ ଘୋଷଣା

ନୂଆଦିଲ୍ଲୀ,୧୫।୧: ୨୦୨୬ର କେନ୍ଦ୍ରୀୟ ବଜେଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା ହୋଇପାରେ। ସରକାର ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ୍‌ ଯୋଜନା ଆରମ୍ଭ କରିଥିଲେ। ତଥାପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୩,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri