ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ିଥିଲେ ଏହି ଅଭିନେତ୍ରୀ
୫୦-୬୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଅଭିନେତ୍ରୀ ବିବାହ ପରେ ଗ୍ଲାମର ଦୁନିଆ ଛାଡ଼ି ଦେଇଥିଲେ। ସେ ଆଉ ନାହାନ୍ତି ସତ, ମାତ୍ର ଆଜି ଅର୍ଥାତ୍ ବୁଧବାର ତାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କୁ ହଜାର…
ଅମୃତଭଣ୍ଡାର ଉପକାରୀ ଗୁଣ
ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ଗୁଣ। ଏହା ପାଚନତନ୍ତ୍ରକୁ ସକ୍ରିୟ କରିବା ସହ ମେଦବହୁଳତା ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲୋରିର ମାତ୍ରା ମଧ୍ୟ କମ୍ଥାଏ। ଏହା ତ୍ୱଚା ସମସ୍ୟା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ନିୟମିତ ଅମୃତଭଣ୍ଡା…
ପ୍ରତି ୬ ମାସରେ ବଦଳିଥାଏ ଏହି ଦ୍ୱୀପର ମାଲିକାନା
ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି ୬ ମାସରେ ଦ୍ୱୀପଟି ଦେଶ ବଦଳାଇଥାଏ। ଏହି ଦୁଇ ଦେଶ ୬ ମାସ ଲେଖାଏ…
ନବବର୍ଷରେ ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼
ପୁରୁଷୋତ୍ତମପୁର,୧।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଇଂରାଜୀ ନବବର୍ଷ ଅବସରରେ ମା’ଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଏହା ସାଙ୍ଗକୁ ସ୍ଥାନଟି…
ମୃତ ଏବଂ ଜେଲ୍ରେ ଥିବା ଉତ୍ତରପ୍ରଦେଶ ମାଫିଆ ଡନ୍ ଫେସ୍ବୁକ୍ରେ ସକ୍ରିୟ
ନୂଆଦିଲ୍ଲୀ,୧।୧: ଉତ୍ତରପ୍ରଦେଶର କେତେକ ମୃତ ଏବଂ ଜେଲରେ ଥିବା ମାଫିଆ ଡନ୍ ଫେସ୍ବୁକ୍ରେ ସକ୍ରିୟ ରହିଛନ୍ତି। ସେମାନଙ୍କ ପୋଷ୍ଟଗୁଡ଼ିକୁ ଫେସବୁକ୍ ବନ୍ଧୁମାନେ ବିଭିନ୍ନ ସମୟରେ ନାନା କମେଣ୍ଟ ଓ ଲାଇକ ଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜେଲଦଣ୍ଡ ଭୋଗୁଥିବା ଡନ୍ଙ୍କ ନିକଟ…
ବାଇକ୍କୁ ଧକ୍କା ଦେଲା କାର୍: ୨ ଗୁରୁତର
ରାୟଗଡ଼ା ଅଫିସ,୧।୧: ରାୟଗଡ଼ା ସହରର ସିରିଗୁଡ଼ା ନିକଟରେ ଥିବା ଜୟଗୁରୁ ମନ୍ଦିର ସମ୍ମୁଖରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍ (ଓଡି୧୮ଡି ୭୭୪୭) କୋରାପୁଟ ଅଭିମୁଖେ ଯାଉଥିବା ସମୟରେ ଉକ୍ତ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଆରୋହୀ ବାରିଝୋଲାର…
ଏମିତି ଗାର୍ଡେନ୍, ଯାହାକୁ ପୋଷାକ ଭାବେ ପିନ୍ଧି ହେବ
କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ ପୋଷାକ ଭାବେ ପିନ୍ଧି ହେବ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପୋଷାକକୁ…
ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଦାମଙ୍କ ଶୁଭେଚ୍ଛା: ଦୀର୍ଘଜୀବୀ ହୁଅନ୍ତୁ, ଅଧିକ ଦିନ ଶାସନ କରନ୍ତୁ
ଭୁବନେଶ୍ୱର,୧।୧: ନୂତନବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନେତା ଦାମୋଦର ରାଉତ ଶୁଭେଚ୍ଛା ଜଣାଇଛନ୍ତି। ସେ ଦୀର୍ଘଜୀବୀ ହୁଅନ୍ତୁ, ଅଧିକ ଦିନ ଶାସନ କରନ୍ତୁ, ଅଧିକ ସଫଳତା ହାସଲ କରନ୍ତୁ ବୋଲି ଦାମ କହିଛନ୍ତି। ଏହି ଅବସରରେ ଉଦ୍ୟାନ, କୃଷି…
ଏହି ଶିଶୁ କ୍ରିକେଟରଙ୍କୁ ଦେଖି ସଚିନଙ୍କ ଆଖିରେ ଆସିଲା ଲୁହ
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନୂଆବର୍ଷକୁ ଏକ ଭାବୁକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର କରି ଆରମ୍ଭ କରିଛନ୍ତି। ନିଜ ବ୍ୟାଟିଂ ଦ୍ୱାରା କୋଟି କୋଟି ଲୋକଙ୍କ ପ୍ରେରଣା ସାଜିଥିବା ସଚିନ ଟୁଇଟରରେ ଏକ ଭାବୁକ ଭିଡିଓ ଶେୟାର କରିଛନ୍ତି।…
ମୋ’ ସରକାର ଅଧୀନକୁ ଯିବ ଗ୍ରାମ୍ୟ ଉନ୍ନୟନ ବିଭାଗ
ଭୁବନେଶ୍ୱର,୧।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମୋ’ ସରକାର ଯୋଜନା ଅଧୀନକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯିବ। ଫେବୃୟାରୀ ପହିଲାରୁ ଏହି ବିଭାଗ ସାମିଲ ହେବ ବୋଲି ଜଣାପଡ଼ିଛି। ବୁଧବାର ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ତେବେ ଏହାପରେ…
ସର୍ବିୟା ଅଭିନେତ୍ରୀଙ୍କୁ ପଟାଖା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୧।୧- ଆହତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ିଛନ୍ତି। ଉକ୍ତ ଫଟୋରେ ହାର୍ଦ୍ଦିକଙ୍କ ସହ ରହିଛନ୍ତି ସର୍ବିୟା ଅଭିନେତ୍ରୀ ନତାସା ଷ୍ଟକୋବିଚ। ଏହାର କ୍ୟାପଶନରେ ଲେଖିଛନ୍ତି, ପଟଖା (ବମ୍) ସହ…
୨୯ ଦିନର ଝିଅକୁ ଧରି ସିଏଏ ବିରୋଧୀ ହିଂସାରେ ସାମିଲ ହେଲେ ମହିଳା
ନୂଆଦିଲ୍ଲୀ, ୧।୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦିଲ୍ଲୀ ଶାହିନ୍ ବାଗ୍ ଅଞ୍ଚଳରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିଛି। ହଜାର ହଜାର ଆନ୍ଦୋଳନକାରୀ ପ୍ରତିଦିନ ଏଠାରେ ଏକତ୍ର ହୋଇ ସିଏଏ ବିରୋଧୀ ନାରାମାନ ଦେଉଛନ୍ତି। ଡିସେମ୍ବର ୩୧ ରାତିରେ ଏଠାରେ…

