ରସୁଲପୁର ବ୍ଲକ:୫ମାସରେ ୧୩ ଡେଙ୍ଗୁ ରୋଗୀ ଚିହ୍ନଟ; ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା
ରସୁଲପୁର,୧୩।୧୦(ଡିଏନଏ)- ଡେଙ୍ଗୁ ଏକ ବିପଦଜ୍ଜନକ ରୋଗ ହୋଇଥିବାବେଳେ ରସୁଲପୁର ବ୍ଲକରେ ୫ମାସରେ ସମୁଦାୟ ୧୩ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ରୋଗ ଏଡିସ ମଶା ଦ୍ୱାରା ବ୍ୟାପୁଥିବାବେଳେ ବିଶେଷ କରି ବର୍ଷା ଦିନରେ ଏହି ରୋଗର ପ୍ରକୋପ ଅଧିକ ରହିଥାଏ।…
ଦୁର୍ଘଟଣା ବଢ଼ାଉଛି ଜାତୀୟ ରାଜପଥରେ ଗାଡ଼ି ପାର୍କିଂ
ଚଣ୍ଡିଖୋଲ,୧୩।୧୦(ଡି.ଏନ.ଏ)- ୧୬ନଂ. ଜାତୀୟ ରାଜପଥର ଛତିଆ ନିକଟରେ ବେଆଇନଭାବେ ରାଜପଥ ଉପରେ ଗାଡ଼ିଗୁଡ଼ିକ ଠିଆହୋଇ ରହିବା ଯୋଗୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଯାଜପୁର ଜିଲା ବୈରୀ ଥାନା ଛତିଆସ୍ଥିତ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ…
ଧରିତ୍ରୀ ପ୍ରଭାବ: ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିଲେ ଡବ୍ଲ୍ୟୁସିଡିଓ
ବିଞ୍ଝାରପୁର,୧୩ା୧୦(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗର କାର୍ଯ୍ୟକଳାପକୁ ନେଇ ‘ଧରିତ୍ରୀ’ରେ ଗତ ୧୯ତାରିଖରେ ଖବର ପ୍ରକାଶିତ ହୋଇଥିଲା। ସେଥିରେ ବିଞ୍ଝାରପୁର ବ୍ଲକରେ ଚାଲୁଥିବା ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଓ ଏଥିରେ ହେଉଥିବା ଅନିୟମିତତା ସମ୍ପର୍କରେ ପ୍ରକାଶ…
ସରକାରୀ ଯୋଜନା ଅପହଞ୍ଚ ଭଙ୍ଗାଘରେ ବିତୁଛି ବୃଦ୍ଧାଙ୍କ ଜୀବନ
ରଣପୁର,୧୩।୧୦(ସ୍ବ.ପ୍ର.)-ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତେବେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ନୟାଗଡ ଜିଲା ରଣପୁର ବ୍ଲକରେ ସାତ ସପନ ହୋଇଛି । ଯାହାର ଉଦାହରଣ ରଣପୁର ବ୍ଲକ ଯଶୋଦାପୁର ପଞ୍ଚାୟତର ଧମଡା…
ସଫଳତା ପଥେ ଦୁଇ ଭଉଣୀ
ଖଣ୍ଡପଡା,୧୩।୧୦(ସ୍ବ.ପ୍ର.)-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜୟ ପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ ଭବନଠାରେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ୍ ବାଜି ରାଉତଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ…
ଆଶା କର୍ମୀଙ୍କ ଜିଲା ସମ୍ମିଳନୀ ସରକାରଙ୍କ ନୀତି ବିରୋଧରେ ସଙ୍ଗଠିତ ହେବାକୁ ଆହ୍ବାନ
ନୟାଗଡ଼ ଅଫିସ,୧୩ା୧୦: ସିଆଇଟିୟୁ ପକ୍ଷରୁ ଶନିବାର ନୟାଗଡ଼ ଶିକ୍ଷକ ଭବନଠାରେ ଓଡିଶା ଆଶାକର୍ମୀ ଆସୋସିଏଶନର ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ନଳିନୀ ଦାସ ଏଥିରେ ସଭାପତିତ୍ୱ କରିଥିଲେ। ସଙ୍ଗଠନର ରାଜ୍ୟ ସଭାପତି ଲୋଭାକାନ୍ତ ସ୍ବାଇଁ ମୁଖ୍ୟଅତିଥି ଭାବେ…
ପିଆଇସିଟିରେ ଚାକିରି ଦେବା ନାଁରେ ଠକେଇ: ୪୬ ଜଣଙ୍କୁ ଭୁଆଁ ବୁଲାଇଲେ ଯୁବକ
ପାରାଦୀପ,୧୩।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବର୍ଥ ନେଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀରେ ଚାକିରି କରାଇଦେବା ନଁାରେ ଜଣେ ଯୁବକ ୪୬ ଜଣଙ୍କୁ ଭୁଆଁ ବୁଲାଇଛନ୍ତି। ସମସ୍ତଙ୍କଠାରୁ ସେ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରି…
ଶରୀର ପାଇଁ ବେଶ୍ ଉପକାରୀ ସଢା କଦଳୀ
କଦଳୀ ସାମାନ୍ୟ ସଢ଼ି ଆସିଲେ ତାକୁ ଲୋକେ ଫିଙ୍ଗିଦିଅନ୍ତି। କିନ୍ତୁ ଜାଣନ୍ତି ଏହି ସଢ଼ା କଦଳୀ ଶରୀର ପାଇଁ ବେଶ୍ ଉପକାରୀ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ସବୁଜ ସଂକେତ ଦିଆଯାଇଛି। କଦଳୀରେ ପୋଟାସିୟମ୍ ଏବଂ ଭିଟାମିନ୍ ପ୍ରଚୁର…
ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ
ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୩୫୦ ଯାଆଁଳା ସନ୍ତାନ ରହିଛନ୍ତି। ଏମାନଙ୍କ…
ଏସିଡିଟି ଦୂର କରେ ଚୁଇଙ୍ଗମ୍
ବ୍ୟସ୍ତବହୁଳ ଜୀବନ ଶୈଳୀ ଅନେକ ରୋଗର କାରଣ ପାଲଟୁଛୁ। ହେଲେ ସାମାନ ମାତ୍ର ସାବଧାନତା ଅନେକ ରୋଗକୁ ଦୂରେଇ ଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। -ଅନେକଙ୍କଠାରେ ଦେଖାଯାଉଥିବା ଏସିଡିଟି ସମସ୍ୟା ଯୋଗୁ ଛାତି ଜଳାପୋଡା ହୋଇଥାଏ। ପ୍ରଚୁର ପରିମାଣରେ ପାଣି…
ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…
ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ ଚିନି କିମ୍ବା ମିଶ୍ରି ମିଶାଇ ଗୁଣ୍ଡ କରିବା ପରେ ଏଥିରୁ ଅଧ ଚାମଚେ ଗ୍ଲାସେ…
କାହିଁକି ‘ଆଇସ୍ ବାଥ୍’ କରନ୍ତି ଖେଳାଳି
ଆଜିକାଲି ଖେଳାଳିମାନେ ‘ଆଇସ୍ ବାଥ୍’ କରିବା ସାଧାରଣ ଘଟଣା ହୋଇଗଲାଣି। ନିକଟରେ ଭାରତୀୟ କ୍ରିକେଟର କେ.ଏଲ. ରାହୁଲ ଏବଂ ମହମ୍ମଦ ସାମିଙ୍କୁ ‘ଆଇସ୍ ବାଥ୍’ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ…
Archives


