Home Left

ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର

ବଅଁରପାଳ,୧୩।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଟାଉନ୍‌ ପିସି ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବଜାରରେ ଥିବା କୁଳମଣି ପୁଷ୍ଟିଙ୍କ ଭେରାଇଟି ଷ୍ଟୋର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି କରି…

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର

ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ୩୨ ପୃଷ୍ଠା ବିଶିଷ୍ଟ ଏହି ଘୋଷଣା ପତ୍ରର ନାଁ ରଖାଯାଇଛି…

ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗ: ସୁନ୍ଦରଗଡ଼ ସିଡିଏମ୍‌ଓ ନିଲମ୍ବିତ

ସୁନ୍ଦରଗଡ଼/ଭୁବନେଶ୍ୱର,୧୩।୧୦(ଡି.ଏନ୍‌.ଏ./ବ୍ୟୁରୋ): ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ରବିବାର ନିଲମ୍ବନ କରାଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ତାଙ୍କୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି।

ଥ୍ରୀ ଲେୟାର ଝୁମୁକା

ଥ୍ରୀ ଲେୟାର ଝୁମୁକାରେ ସାଧାରଣତଃ ଥାକ ଥାକ ହୋଇ ତିନି ଥାକରେ ଝୁମୁକା ତଳକୁ ଓହଳି ରହିଥାଏ, ଯାହା ଚେହେରାକୁ ଟିକେ ହେଭି ଲୁକ୍‌ ଦେଇଥାଏ। ତେଣୁ ପୂଜାପାର୍ବଣ ହେଉ କିମ୍ବା ଘରୋଇ ଫଙ୍କ୍‌ସନରେ ହେଭି ଓ୍ବାର୍କବାଲା ଆଉଟ୍‌ଫିଟ୍‌ ସହ ଏହି…

ସୁନାରେ ତିଆରି ହେଲା ଏଟିଏମ୍‌ କାର୍ଡ

ଲଣ୍ଡନ,୧୩।୧୦: ଇଂଲଣ୍ଡରେ ଏକ କମ୍ପାନୀ ପ୍ରଥମ ସୁନା ଏଟିଏମ୍‌ କାର୍ଡ ତିଆରି କରିଛି। ସରକାରୀ କମ୍ପାନୀ ଦି ରୟାଲ ମିଣ୍ଟ୍‌ ପକ୍ଷରୁ ଏହି କାର୍ଡ ତିଆରି ହୋଇଛି। ଏହି କାର୍ଡକୁ ରାରିସ୍‌ ଭାବେ ନାମିତ କରାଯାଇଛି। ୧୮ କ୍ୟାରେଟ୍‌ ସୁନାରେ ତିଆରି…

ଥରିଲା ବିକାନେର୍‌: ଲୋକେ ଆତଙ୍କିତ

ଜୟପୁର,୧୩।୧୦: ରାଜସ୍ଥାନ ବିକାନେର୍‌ରେ ରବିବାର ପୂର୍ବାହ୍ନ ୧୦ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର କେନ୍ଦ୍ର ଭୂଗର୍ଭର ୧୦ କିଲୋମିଟର ତଳେ ଥିବା…

ସ୍ତ୍ରୀଙ୍କ ଆଶା ପୂରଣ ପାଇଁ ତିଆରି କଲେ ଗିଟାର ଆକାରର ଜଙ୍ଗଲ

ଆର୍ଜେଣ୍ଟିନା, ପମ୍ପାସ୍‌ର ଏକ ଉର୍ବର ଚାଷଜମିରେ ଦେଖିବାକୁ ମିଳେ ଏକ ବିରାଟକାୟ ଗିଟାର ଆକାରର ଜଙ୍ଗଲ। ଜଙ୍ଗଲଟି ୭୦୦୦ରୁ ଊର୍ଦ୍ଧ୍ୱ ସାଇପ୍ରେସ୍‌ ଓ ୟୁକାଲିପଟାସ୍‌ ଗଛ ଲଗାଯାଇ ତିଆରି କରାଯାଇଛି। ୧ କି.ମିରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଉକ୍ତ ଜଙ୍ଗଲ ଏରୋପ୍ଲେନ୍‌…

ପାର୍ବଣରେ ପ୍ରଦୂଷଣ

ସଂସ୍କୃତି, ପରମ୍ପରାକୁ ସମ୍ମାନ ଦେବା ସହ ଖୁସି ମନେଇବାର ଅନ୍ୟନାମ ହେଉଛି ପୂଜା ପାର୍ବଣ। କିନ୍ତୁ ଏବେ ସାଜସଜ୍ଜା, ରଙ୍ଗ ଆଉ ଭସାଣିକୁ ନେଇ ଯେଉଁ ପ୍ରତିଯୋଗିତା ଚାଲିଛି, ସେଥିରେ ଆମେ କେବଳ ମାରାତ୍ମକ ପରିବେଶ ପ୍ରଦୂଷଣର ଶିକାର ହିଁ ହେଉଛୁ……

ଯତୀନ ଲଲିତ

ତୁଝେ ଦେଖା ତୋ ୟେ ଜାନା ସନମ୍‌! ଦିଲଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ (ଡିଡିଏଲ)ଚଳଚ୍ଚିତ୍ରର ଏହି ଗୀତଟି ଏବେ ସୁଦ୍ଧା ଲୋକଙ୍କ କାନରୁ ହଜିନାହିଁ। ଏହି ଗୀତରେ କଣ୍ଠଦାନ କରିଥିଲେ କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଏବଂ କୁମାର ସାନୁ। ନବେ ଦଶକରେ…

ଦାମୀ ଛତା

ବର୍ଷାର ସାଥୀ ଛତା। ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍‌ର ପ୍ରତୀକ ସାଜିଥାଏ । କାରଣ ସେସବୁର ମୂଲ୍ୟ ହୋଇଥାଏ ଆକାଶଛୁଆଁ । ସେମିତି କିଛି ଦାମୀ ଛତା ସମ୍ପର୍କରେ… ବିଲିୟନେର୍‌ କୁଚର୍‌ସ…

ଫିଲ୍ମକୁ ଆସିବା ପୂର୍ବରୁ ଏପରି ଦେଖାଯାଉଥିଲେ ହ୍ରିତିକ୍‌ଙ୍କ ଏହି ନାୟିକା…

ମୁମ୍ବାଇ,୧୩।୧୦: ରବିବାର ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡ଼େ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ମହେଞ୍ଜୋଦାରୋର ନାୟିକା ଭାବେ ପୂଜା ବେଶ୍‌…

ଦିନେ ଯାତ୍ରା ଦେଖୁ ନ ଥିଲେ, ଏବେ ଯାତ୍ରା କଳାକାର

ଓଡ଼ିଆ ଯାତ୍ରା ଜଗତର ଜଣେ ଆଗଧାଡ଼ିର ଯୁବ କଳାକାର ହେଉଛନ୍ତି ଅରୁଣ କୁମାର ଲେଙ୍କା। ଲୋକପ୍ରିୟ ନାଟକ ‘ଗୁପ୍ତ ସମ୍ପର୍କ’ରେ ଜନଜାତି ଚରିତ୍ରରେ ଅଭିନୟ କରି ସେ ଲୋକଲୋଚନକୁ ଆସିଥିଲେ। ନାଟକର ବଡ଼ଭାଇ ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri