ମହାରାଷ୍ଟ୍ରରେ ଭାଜପା ସରକାର ଗଠନ କରିବା କଥା: ରାମଦାସ
ମୁମ୍ବାଇ,୨।୧୧: ବେଳକୁ ବେଳ ମହାରାଷ୍ଟ୍ର ରାଜନୀତି ଡ୍ରାମା ନୂଆ ନୂଆ ମୋଡ ନେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। କାରଣ ଅକ୍ଟୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ…
ମହିଳା ପାଳିଥିଲେ ୧୪୦ ସାପ : ମୃତ୍ୟୁ ସମୟରେ ବେକରେ ଗୁଡ଼େଇ ହୋଇଥିଲା ଅଜଗର
ସାପକୁ ବିଷଧର ଜନ୍ତୁ କୁହାଯାଇଥାଏ। ଯାହାକୁ ଦେଖି ଡର ଲାଗେ। ତାକୁ ଘରେ ପାଳି ପୋଷି ରଖିବା ଅସାଧାରଣ କଥା। ତେବେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ଏହି ଅସାଧାରଣ କଥାକୁ ସାଧାରଣ ଭାବେ ଗ୍ରହଣ କରିଥାନ୍ତି। ସାପ…
ହନିପ୍ରୀତଙ୍କ ଉପରୁ ଉଠିଲା ଦେଶଦ୍ରୋହ ଧାରା
ପଞ୍ଚକୁଲା,୨।୧୧: ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ନିକଟ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଯାଇଛି ଦେଶଦ୍ରୋହ ଧାରା। ପଞ୍ଚକୁଲା ହିଂସା ମାମଲାରେ ଜିଲା ଅଦାଲତ ଶନିବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ହନିପ୍ରୀତଙ୍କ ସମେତ ସମସ୍ତ…
ଗୁଣି ଗାରେଡ଼ି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ
ମାଥିଲି,୨।୧୧(ଡି.ଏନ୍.ଏ.): ଗୁଣିଗାରେଡି ସନ୍ଦେହରେ ବାପାପୁଅଙ୍କୁ ହତ୍ୟା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡ଼ା ପଞ୍ଚାୟତ ଅଧୀନ ମାଳିଗୁଡ଼ା ଗ୍ରାମରେ। ମୃତକ ହେଲେ ଗ୍ରାମର ସଦନ ମାଳି ଏବଂ ତାଙ୍କ ପୁଅ ନିଳେନ୍ଦ୍ର ମାଳି।…
ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୫୪ ମୃତ
ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ସଞ୍ଚାର ମନ୍ତ୍ରୀ ୟାୟା ସାଙ୍ଗ୍ରେ ଟୁଇଟ୍ କରି…
ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ
ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ରଙ୍କ ଶନିବାର ସକାଳେ ପରଲୋକ ଘଟିଥିଲା। ଏହି ଖବର ପ୍ରଚାରିତ ହେବା…
ଶୀଘ୍ର ବିବାହ କରିବି: କାଜଲ ଅଗ୍ରଓ୍ବାଲ
ବମ୍ବେ: ବିବାହ କରିବାକୁ ମନ ବଳାଇଲେଣି ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। କଥାଟି ଏମିତି କହୁନାହୁଁ, ବରଂ ନିକଟରେ ଏକ ଶୋ’ରେ ସାକ୍ଷାତକାର ଦେବା ସମୟରେ ସେ ଏହା କହିଛନ୍ତି। ବିବାହକୁ ନେଇ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି। ଏଣୁ ଖୁବ୍ଶୀଘ୍ର…
ଏମିତି ବି ଆସେ ମୃତ୍ୟୁ: ବଡ ଭାଇଙ୍କ ମୃତଦେହ ଦେଖି ଟଳିପଡ଼ିଲେ ସାନଭାଇ
ପାଲଲହଡା,୨।୧୧(ଡି.ଏନ୍.ଏ.): ଆଜିର ସମାଜରେ ଯେଉଁଠି ଭାଇଟିଏ ଭାଇର ଶତ୍ରୁ ପାଲଟୁଛି, ସେଠାରେ ବଡ଼ ଭାଇଙ୍କ ମୃତଦେହ ଦେଖି ସାନଭାଇ ଆଖି ବୁଜିଛନ୍ତି। ଏପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲା ପାଲଲହଡା ଉପଖଣ୍ଡ ସିଡିଙ୍ଗ ଗ୍ରାମରେ। ସୂଚନାନୁଯାୟୀ, ଗତ କିଛିଦିନ ଧରି…
୨୦୩୦ ସୁଦ୍ଧା ନିର୍ମାଣ ହେବ ହାଇପରସୋନିକ୍ ବିମାନ: ୪ ଘଣ୍ଟାରେ ଲଣ୍ଡନରୁ ସିଡ୍ନୀ ୧୭ ହଜାର କିମି କରିବ ଅତିକ୍ରମ
ଲଣ୍ଡନ,୨।୧୧: ଲଣ୍ଡନରୁ ସିଡ୍ନୀ ୧୭ ହଜାର କିମି ଅତିକ୍ରମ କରିବାକୁ ବିମାନକୁ ୨୨ରୁ ୨୫ ଘଣ୍ଟା ଲାଗିଥାଏ। ତେବେ ବ୍ରିଟେନ୍ ପକ୍ଷରୁ ହାଇପରସୋନିକ୍ ବିମାନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ଏହି ବିମାନର ନିର୍ମାଣ କାର୍ଯ୍ୟ ଶେଷ…
ଭାଜପାର ‘ରାଷ୍ଟ୍ରପତି ଶାସନ’ ବୟାନକୁ ନେଇ ଶିବସେନାର ପ୍ରତିକ୍ରିୟା
ମୁମ୍ବାଇ,୨।୧୧: ମହାରାଷ୍ଟ୍ରର ରାଜନୀତି ଡ୍ରାମା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶିବସେନା ଏବେ ତା’ର ମୁଖପତ୍ର ‘ସାମନା’ ଜରିଆରେ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛି। ଶିବସେନା କହିଛି ରାଷ୍ଟ୍ରପତି କ’ଣ ଭାଜପାର ପକେଟରେ ରହୁଛନ୍ତି। ଶିବସେନା ଏହା କହିବା…
ଗହୀରମଥାରେ ବେଆଇନ ମାଛଧରା: ୧୮ ମତ୍ସଜୀବୀ ଗିରଫ, ୨ ଟ୍ରଲର ଜବତ
ରାଜନଗର,୨।୧୧(ଡି.ଏନ୍.ଏ.): ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛଧରୁଥିବା ୧୮ ମତ୍ସଜୀବୀଙ୍କୁ ଶନିବାର ଗିରଫ କରାଯାଇଛି। ଏଥିରେ ନିୟୋଜିତ ୨ ଟ୍ରଲରକୁ ମଧ୍ୟ ରାଜନଗର ବନ ବିଭାଗ ଜବତ କରିଛି। ଏ ନେଇ ନଂ. ୧/୧୯ରେ ଏକ ମାମଲା ରୁଜୁ ହୋଇ…
କଶ୍ମୀରରୁ କନ୍ୟାକୁମାରୀ: ୮ ଦିନରେ ସାଇକେଲ୍ରେ ୩୬ ହଜାର କିମି
ବେଙ୍ଗାଲୁରୁ,୨।୧୧: କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କମ୍ ସମୟରେ ସାଇକେଲ ଯାତ୍ରା କରି ଲ୍ୟୁଟ୍ନାଟ୍ କଲୋନେଲ୍ ଭାରତ ପାନ୍ନୁ ଗିନିଜ୍ ରେକର୍ଡ କରିଛନ୍ତି। ସେ ଧାର୍ଯ୍ୟ ୩୬ ହଜାର କିମିକୁ ୮ ଦିନ ୯ ଘଣ୍ଟା ୪୮ ମିନିଟ୍ରେ ଅତିକ୍ରମ କରିପାରିଛନ୍ତି। ଭାରତ…
Archives


