ଭିନ୍ନ ଢଙ୍ଗରେ ପିତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ବୋନି କପୁର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଖୁସିକୁ ଦ୍ୱିଗୁଣିତ କରିଛନ୍ତି ବଲିଉଡ୍ ନାୟିକା ତଥା ବୋନିଙ୍କ ଝିଅ ଜାହ୍ନବୀ କପୁର। ଭିନ୍ନ ଢଙ୍ଗରେ ସେ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜାହ୍ନବୀ କହିଛନ୍ତି…
ଭାଙ୍ଗିବ ଭାଜପା-ଶିବସେନା ମେଣ୍ଟ! ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେବେ ଶିବସେନା ନେତା
ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ରାଜନୀତି ବେଳକୁ ବେଳ ସରଗରମ ହେବାରେ ଲାଗିଛି। ଭାଜପା ସରକାର ଗଠନ କରିବାକୁ ମନା କରିଦେବା ପରେ ଏବେ କିଏ ଗଢିବ ସରକାର ତାକୁ ନେଇ ଚାଲିଛି ମାନସ ମନ୍ଥନ। ଭାଜପା-ଶିବସେନା ମଧ୍ୟରେ କଥା ଛିଡି ନ ପାରିବାରୁ…
ଶ୍ରୀଲିଙ୍ଗରାଜଙ୍କ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ
ପୁରୁଣା ଭୁବନେଶ୍ୱର,୧୧।୧୧(ଡି.ଏନ.ଏ.) : ଆସନ୍ତା ୧୨ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଲାଗି ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ କରାଯାଇଛି। ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ପୂର୍ବାହ୍ନରେ ବହୁ ଯାତ୍ରୀଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଶୃଙ୍ଖଳିତ କରିବା ଲାଗି ପୂର୍ଣ୍ଣିମାର ପୂର୍ବଦିନ…
ବିଳମ୍ବିତ ରାତିରେ ଆତଙ୍କ ଖେଳାଇଲେ ୫ ଯୁବକ : ବାର୍ରେ ପଶି ଆକ୍ରମଣ, ବାର୍ ଡ୍ୟାନ୍ସରଙ୍କୁ ପିଛା କରି ଲୁଟିଲେ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଛକରୁ ସତ୍ୟବିହାର ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିଲେ ୫ଜଣ ଯୁବକ। ପ୍ରଥମେ କଟକ ରୋଡ୍ରେ ଥିବା ରେନ୍ ଦି କ୍ଲବ୍ ବାର୍ରେ ପଶି ବାଉନ୍ସରଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ…
ଚଳନ୍ତା କାରରେ ବଳାତ୍କାର ଘଟଣା : ଧାର ଟଙ୍କାକୁ ନେଇ ଯୁବତୀ ରଚିଥିଲେ ନାଟକ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଚଳନ୍ତା କାର୍ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଧାର ଟଙ୍କା ପାଇଁ ଯୁବତୀ ଜଣକ ଏଭଳି ନାଟକ ରଚିଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ମେଡିକାଲ ରିପୋର୍ଟ ଆଧାରରେ ଯୁବତୀଙ୍କୁ ବଳାତ୍କାର କରାଯାଇ ନ…
ସାଙ୍ଗଙ୍କ ସହ ଫାର୍ମ ହାଉସରେ ସମୟ ବିତାଇଲେ ଧୋନୀ
ରାଞ୍ଚତ୍, ୧୧।୧୧- କ୍ରିକେଟ୍ରୁ ଦୂରେଇ ରହିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ତେବେ ଧୋନୀ ଏହି ସମୟକୁ ବିଭିନ୍ନ କାର୍ଯ୍ୟକଳାପରେ ବ୍ୟସ୍ତ ରଖୁଥିବା ଦେଖିବାକୁ ମିଳୁଛି। ଶନିବାର ପିଲାଦିନର ସାଙ୍ଗଙ୍କ ସହ ଧୋନୀ…
ଝାଡ଼ଖଣ୍ଡ ନିର୍ବାଚନ: ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା
ନୂଆଦିଲ୍ଲୀ,୧୧।୧୧(ପି.ଟି.): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଭାଜପା ରବିବାର ପ୍ରଥମ ପର୍ଯ୍ୟାୟରେ ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛିି। ଭାଜପା ପୁଣି ଥରେ କ୍ଷମତାରେ ରହିବା ପାଇଁ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ଏଥର ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି କଂଗ୍ରେସ…
ପରିବେଶ ଉପଯୋଗୀ କାର୍ତ୍ତିକ ପୂର୍ଣ୍ଣିମା ଚିନ୍ତା : ସୋଲ, ଜରି ଡଙ୍ଗା ଉପରେ ଲାଗୁନି କଟକଣା
ଭୁବନେଶ୍ୱର, ୧୧।୧୧(ବ୍ୟୁରୋ) : ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ଏହି ଦିନ ସକାଳୁ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ଡଙ୍ଗା ଭସାଇ ଲୋକେ ଓଡ଼ିଶାର ପ୍ରାଚୁର୍ଯ୍ୟ…
୨ ଟଙ୍କା ପାଇଁ ହତ୍ୟା
ସୁଭରନାରାଜୁ,୧୧ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ୨ ଟଙ୍କା ପାଇଁ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କାକିନାଡା ବ୍ଲକ୍ ବଲସାପକଲା ଗ୍ରାମର ନିର୍ମାଣ ଶ୍ରମିକ ସୁବର୍ଣ୍ଣରାଜୁ ସାଇକେଲରେ ପମ୍ପ୍ ଦେବାକୁ ଯାଇଥିଲେ। ପମ୍ପ ଦେବା ପରେ ଦୋକାନୀ ଶାମ୍ବା ୨…
ଜବରଦସ୍ତ ଟଙ୍କା ମାଗି ଜେଲ ଗଲେ ୩ କିନ୍ନର
ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଆଇଜି ପାର୍କ ଭିତରେ ଲୋକମାନଙ୍କୁ ଧମକ ଚମକ ଦେଇ ଜବରଦସ୍ତ ଟଙ୍କା ମାଗୁଥିବା ୩ଜଣ କିନ୍ନରଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ଓଁକାର ବସ୍ତି ଅଞ୍ଚଳରେ ରହୁଥିବା ବି.ତୋଫାନ ବାରିକ…
ମାହୁନ୍ତ ବିବାଦରୁ ହାତୀକୁ ବିଷ ଦେଇ ମାରିଦେଲେ
ବେଗୁସରାଇ,୧୧ା୧୧(ପି.ଟି.): ମାହୁନ୍ତ ବିବାଦକୁ ନେଇ ବିହାରର ବେଗୁସରାଇ ଜିଲାରେ ଗୋଟିଏ ହାତୀକୁ ବିଷ ଦେଇ ମାରିଦିଆଯାଇଥିବା ପୋଲିସ କହିଛି। ହାତୀର ପୂର୍ବତନ ମାହୁନ୍ତ ମହମ୍ମଦ ଗୟାସ, ମହମ୍ମଦ ଶାମଶଦ ଏବଂ ମହମ୍ମଦ ନିଶାଦଙ୍କ ବିରୋଧରେ ବର୍ତ୍ତମାନର ମାହୁନ୍ତ ମହମ୍ମଦ ମକ୍ସୁଦ ଏତଲା…
ଇରାନରେ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ
ତେହରାନ,୧୧ା୧୧(ଏଏଫ୍ପି): ଇରାନରେ ଏକ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ସମ୍ପର୍କରେ ଇରାନ ରାଷ୍ଟ୍ରପତି ହାସନ ରୌହାନି ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଇରାନ ଉପରେ ଆମେରିକାର କଟକଣା ପରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ଖୁସିର ଖବର…
Archives


