Home Left

ଆମେରିକା ପହଞ୍ଚିପାରିବା ଭଳି ଦୀର୍ଘ ଦୂରଗାମୀ ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉପରେ କାମ କରୁଛି ପାକିସ୍ତାନ: ରିପୋର୍ଟ

ନୂଆଦିଲ୍ଲୀ,୨୪: ପାକିସ୍ତାନ ଗୁପ୍ତରେ ଏକ ପରମାଣୁ-ସମ୍ପନ୍ନ ଆନ୍ତମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ବିକାଶ କରୁଛି, ଯାହା ଆମେରିକା ପର୍ଯ୍ୟନ୍ତ ପହଞ୍ଚିପାରିବ ବୋଲି ଆମେରିକୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି। ‘ଫରେନ ଆଫେୟାର୍ସ’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏହି…

ଖାର୍ଗେଙ୍କୁ କଡ଼ା ଜବାବ ଦେଲେ ଥରୁର, କହିଲେ ପକ୍ଷୀ ତୁମର ହୋଇଥାଇ ପାରେ ହେଲେ ଆକାଶ ନୁହେଁ, ବଢୁଛି ରାଜନୈତିକ ଉଷ୍ମତା

ନୂଆଦିଲ୍ଲୀ,୨୫।୬: ବର୍ତ୍ତମାନ କଂଗ୍ରେସରେ ସବୁକିଛି ଠିକ ନଥିବା ଜଣାପଡିଛି। ତିରୁଭାନନ୍ତପୁରମ ଏମପି ଶଶି ଥରୁର ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ସାମ୍ପ୍ରତିକ ବିବାଦ ଏହା ସୂଚାଇ ଦେଉଛି। ପ୍ରକୃତରେ, ଖାର୍ଗେ ଥରୁରଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ…

ଆଇ ଲଭ ୟୁରୁ ସିଧା ପରମାଣୁ ଶତ୍ରୁ…, କାହିଁକି ପାକିସ୍ତାନ ଉପରେ ରାଗିଲା ଆମେରିକା? ଜାଣନ୍ତୁ ଏହାର ଅସଲ କାରଣ

ଇସଲାମାବାଦ/ଓ୍ବାଶିଂଟନ,୨୫।୬: ଡୋନାଲ୍ଡ ଟ୍ରମ୍ପଙ୍କ ‘ଆଇ ଲଭ ୟୁ’ର ଉତ୍ତରରେ ପାକିସ୍ତାନ ଏପରି ଜବାବ ଦେଇଛି ଯେ ଆମେରିକା ଏହାକୁ ‘ପରମାଣୁ ଶତ୍ରୁ’ ଘୋଷଣା କରିବାକୁ ଚିନ୍ତା କରୁଛି। ଆମେରିକୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ପାକିସ୍ତାନ ଏକ…

ତୁର୍କୀକୁ ପାନେ ଦେବାକୁ ଏହାର ଶତ୍ରୁ ସହ ସାକ୍ଷାତ କଲେ ଭାରତୀୟ ବାୟୁସେନା ମୁଖ୍ୟ! ଟେନସନରେ ଏର୍ଦୋଗାନ

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଇପ୍ରସ ଗସ୍ତ ପରେ, ଏବେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ଗ୍ରୀସ ଗସ୍ତରେ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରୀସ ଏବଂ ସାଇପ୍ରସ ଉଭୟ ଭୂମଧ୍ୟସାଗରୀୟ ଅଞ୍ଚଳର ଦେଶ। ଉଭୟଙ୍କ ତୁର୍କୀ…

ଶେଷରେ କ୍ରିକେଟ ଦୁନିଆକୁ ଏଣ୍ଟ୍ରି କଲେ ସଲମାନ, ଏହି ଫ୍ରାଞ୍ଚାଇଜିର ହେଲେ ମାଲିକ

ନୂଆଦିଲ୍ଲୀ,୨୫।୬: ଦେଶର ପ୍ରଥମ ଏବଂ ସର୍ବବୃହତ ଟେନିସ-ବଲ T10 କ୍ରିକେଟ ଲିଗ – ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ (ISPL ସିଜିନ ୩) ଏହାର ତୃତୀୟ ସିଜିନ ପୂର୍ବରୁ ଏକ ବଡ଼ ଘୋଷଣା କରିଛି। ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ…

ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା,ଟମାଟୋ ମାଡ଼

ଭୁବନେଶ୍ୱର,୨୫ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ବେଳେ କଂଗ୍ରେସ କର୍ମୀମାନେ ବୁଧବାର ଅଣ୍ଡା, ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି। ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ…

୧୪ ଦିନର ମହାକାଶ ଯାତ୍ରା ସମୟରେ କ’ଣ କରିବେ ଶୁଭାଂଶୁ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୬: ବୁଧବାର ଦିନ ୧୨ଟା ୧ (IST) ରେ ନାସାର କେନେଡି ସ୍ପେସ ସେଣ୍ଟରରୁ ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଚାରି ଜଣ ମହାକାଶଚାରୀଙ୍କୁ ନେଇ ଆକ୍ସିଅମ-୪ ମିଶନ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ସମସ୍ତ ଚାରି ଜଣ…

ଜଙ୍ଗଲି ଛତୁ ଖାଇବା ପରେ ଗୋଟିଏ ପରିବାରର ୪ ଅସୁସ୍ଥ

ଆନନ୍ଦପୁର,୨୫ା୬(ସୁଶାନ୍ତ କୁମାର ସାହୁ): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ବାଲିଡାହି ଗାଁର ଗୋଟିଏ ପରିବାର ଜଙ୍ଗଲି ଛତୁ ଖାଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି। ଶନିବାର ଜଙ୍ଗଲରୁ ଆଣିଥିବା ଛତୁ ଖାଇବା ପରେ ପରିବାରର ୪…

ମନୁଷ୍ୟ ନିକଟରେ ଏହି ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଚାଣକ୍ୟ କହିଛନ୍ତି…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି…

ରାଗିଗଲେ ଗିଲ୍‌: ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

ଲିଡ୍ସ,୨୫।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପାଞ୍ଚ ଉଇକେଟରେ ପରାଜୟ ପରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଭୁଲ୍‌ ସ୍ବୀକାର କରିଛନ୍ତି। ନିମ୍ନ କ୍ରମ ବ୍ୟାଟସମ୍ୟାନ୍‌ମାନେ ରନ ସଂଗ୍ରହ କରିବାରେ ବିଫଳ ହେବା ପରାଜୟର ଏକ ପ୍ରମୁଖ କାରଣ ଥିଲା ବୋଲି…

ଏଣିକି ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ, ଘରେ ବସି ଲୋକେ ପାଇବେ ରାଜସ୍ବ ସଂକ୍ରାନ୍ତ ସମସ୍ତ ସୁବିଧା

ଭୁବନେଶ୍ୱର,୨୫ା୬: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ…

ମହାକାଶ ଷ୍ଟେଶନରେ ରହିବା ପାଇଁ ଶୁଭାଂଶୁଙ୍କୁ ମିଳିବ କେତେ ଟଙ୍କା? ଘଣ୍ଟାଏ ପାଇଁ…

ନୂଆଦିଲ୍ଲୀ,୨୫।୬: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରୁ ମହାକାଶ ପାଇଁ ଯାତ୍ରା କରିବେ। ଏହା ପ୍ରଥମ ଥର ଯେ ଜଣେ ଭାରତୀୟ ବୈଜ୍ଞାନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri