ଫେରିବେ ଶାରାପୋଭା
ସିଡ୍ନୀ,୩୧।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା କୋର୍ଟକୁ ଫେରିବାକୁ ଯାଉଛନ୍ତି। ଆସନ୍ତା ମାସରେ ବ୍ରିସବେନ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଖେଳିବେ। ତାଙ୍କୁ ୨୦୨୦ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଖେଳିବା ପାଇଁ ଓ୍ବାଇଲ୍ଡ କାର୍ଡ…
ନିଜର ନାମ ପରିବର୍ତ୍ତନ କରନ୍ତୁ ପ୍ରିୟଙ୍କା: ନିରଞ୍ଜନ ଜ୍ୟୋତି
ନୂଆଦିଲ୍ଲୀ,୩୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଇଥିବା ମନ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ସ୍ବାଧୀ ନିରଞ୍ଜନ ଜ୍ୟୋତି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ନିଜର ନାମ ପରିବର୍ତ୍ତନ କରି ଏହାକୁ…
କେହି ଦେଖିପାରି ନ ଥିଲେ କି ଆଉ ହେବନାହିଁ ଦେଖି କପିଳ ଦେବଙ୍କ ଶ୍ରେଷ୍ଠ ଇନିଂସ
ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଅଧିନାୟକ କପିଳ ଦେବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ୧୭୫*, ଯାହାକି ୧୯୮୩ ବିଶ୍ୱକପ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଖେଳିଥିଲେ। ଏହାକୁ କେବଳ ସେ ନୁହେଁ, ଅନ୍ୟ କେହି ଦେଖିପାରି ନାହାନ୍ତି। ଉକ୍ତ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିବା…
ଭିଜିଲାନ୍ସ ଜାଲରେ ଡିଆର୍ଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି
ଭବାନୀପାଟଣା, ୩୧।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଖ୍ୟ କିରାଣି ହରପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଭବାନୀପାଟଣାସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା ସମେତ…
ମୋଦିଙ୍କ ସିଏଏ ସମର୍ଥନ ଅଭିଯାନକୁ ବିରୋଧ: ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ଟୁଇଟ୍
ନୂଆଦିଲ୍ଲୀ,୩୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଏକ ଟୁଇଟର ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ବିରୋଧ କରି ସୋମବାର ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଗତ ୨୪…
ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି। ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଯୋଡି ପୁଣି ଏକାଠି ନଜର ଆସିବେ। ପୂର୍ବରୁ ଦୁହେଁ…
ପ୍ଲାଷ୍ଟିକ ବୋତଲରେ ବନ୍ଦୀ ହେଲା ମଣିଷ
କୋଚି,୩୧।୧୨: ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିକି ପ୍ରଭାବ ପକାଇଥାଏ ତାକୁ ନେଇ ଏବେ ଜନ ସଚେତନତା ସୃଷ୍ଟି କରାଯାଉଛି। କେରଳର କୋଚିରେ ଏବେ ପ୍ଲାଷ୍ଟିକର ବ୍ୟବହାରକୁ ନେଇ ଏମିତି ଏକ କଳାକୃତି ପ୍ରଦର୍ଶନ କରାଯାଇଛି ଯାହା ସମସ୍ତଙ୍କ ଦୃଷ୍ଟି…
ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ: ପଶୁବଳିରେ ରକ୍ତରଞ୍ଜିତ ହେଲା ପୀଠ
ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ଜିଲାର ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର କନ୍ଧ ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶୁଲିଆ ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହେବ। ଯାତ୍ରାର…
ମାର୍ଚ୍ଚ ୨୯ରୁ ଆଇପିଏଲ-୧୩
ମୁମ୍ବାଇ,୩୧।୧୨- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ସଂସ୍କରଣ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସିଜନର ଉଦ୍ଘାଟନୀ ମ୍ୟାଚ୍ରେ ଖେଳିବ। ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଜଣେ ଅଫିସିଆଲ ଏକ ସାକ୍ଷାତ୍କାରରେ କହିଛନ୍ତି।…
ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀ ମୃତ
ଶୋରାବକ,୩୧।୧୨: ଦକ୍ଷିଣ ପୂର୍ବ ଆଫଗାନିସ୍ତାନର କାନ୍ଦାହାରରେ ଥିବା ଶୋରାବକ ଜିଲାରେ ହୋଇଥିବା ପୃଥକ ପୃଥକ ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଆଫଗାନ ପ୍ରତିରକ୍ଷା…
ଏହି ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ କ୍ରିକେଟର କେ.ଏଲ୍. ରାହୁଲ
ଭାରତୀୟ କ୍ରିକେଟରମାନେ ବଲିଉଡ୍ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ…
ରସାବଳି
ଆବଶ୍ୟକ ସାମଗ୍ରୀ- ଏକ କପ୍ ପନିର, ଚିନି ପାଉଡର- ୧ କପ୍, ସୁଜି- ୨ ଚାମଚ, ବେକିଂ ସୋଡା- ଅଳ୍ପ ପରିମାଣରେ, ଅଳେଇଚ ପାଉଡର- ୧ ଚାମଚ, କ୍ଷୀର- ୨ କପ୍, ଆଲ୍ମଣ୍ଡ୍ ବାଦାମ ଛୋଟ ଛୋଟ ଖଣ୍ଡ- ୧/୨ ଚାମଚ,…
Archives


