Home Left

Video: ପାହାଳରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ, ଯିଏ ପାରିଲା ସିଏ ବୋହିନେଲା…

ଭୁବନେଶ୍ୱର,୧୧।୭: ଭୁବନେଶ୍ୱର ଉପକଣ୍ଠ ପାହାଳ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଯୋଗୁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରେ ଛିଟିକି ପଡ଼ିଥିବା…

ଏଇ ଭାରତରେ

ମହାରାଷ୍ଟ୍ରର ସୁନୀଲ କୋଲ୍‌ପେ ୧୬ଟି ମଇଁଷି କିଣି ଏକ ସ୍ମାର୍ଟ ଡାଇରି ଫାର୍ମ କରିଛନ୍ତି । ସୁନୀଲଙ୍କ ବୟସ ଏବେ ୪୩ ଓ ମହାରାଷ୍ଟ୍ର ଯୁବତମଲ ଜିଲାର ଛୋଟ ସହର ମହାଗାଓଁରେ ରହୁଛନ୍ତି ଏବଂ ଏହାଠାରୁ ତାଙ୍କ ଫାର୍ମ ୧୩ କିଲୋମିଟର…

ଜେଲରୁ ଫେରି ମନମୋହନଙ୍କୁ ସମ୍ବର୍ଦ୍ଧିତ କଲେ ଜଗନ୍ନାଥ

ଭୁବନେଶ୍ୱର,୧୧।୭: ଓଡ଼ିଶା ଭାଜପାର ନବନିର୍ବାଚିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଗୁରୁବାର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜଗନ୍ନାଥ ନିଜ ସମର୍ଥକଙ୍କ ସହ ଭୁବନେଶ୍ୱରସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସାମଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି…

ମାତୃଭାଷା ବନାମ ବିଶ୍ବଭାଷା

ଗୋଟିଏ  ଜାତିର ପରିଚୟ ହେଉଛି ଭାଷା। ପ୍ରତ୍ୟେକ ଭାଷାର ଏକ ନିର୍ଦ୍ଦିଷ୍ଟ ଇତିହାସ ରହିଛି। ଯଦି ଭାଷାଟିଏ ମରିଯାଏ ତେବେ ଅନେକ କଥା ମରିଯିବାକୁ ହୁଏ। ସେଥିରେ ଥିବା ସାହିତ୍ୟ, ଦର୍ଶନ ନିଶ୍ଚୟ ବଳିପଡିବ ଏବଂ ସେ ଭାଷାର ଶବ୍ଦମାନ ମଧ୍ୟ…

ବିନିକାରେ ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ

ବିନିକା,୧୧।୭: ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ଡୁଙ୍ଗୁରିପାଲି ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଲି ଗାଁ ନିକଟରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସରପଞ୍ଚଙ୍କ ସ୍ବାମୀ ଘରକୁ ଫେରୁଥିବା…

ବାହ୍ୟ ଆକ୍ରମଣ ଓ ବିଦ୍ରୋହ

ଗତ ମାସରେ ଇରାନ୍‌ର ଆଣବିକ କେନ୍ଦ୍ର ଉପରେ ଆମେରିକା ଆକାଶମାର୍ଗରୁ ବୋମା ବର୍ଷଣ କରିଥିଲା ଏବଂ ଏଥିରେ କେତେ କ୍ଷତି ହୋଇଛି, ତାହା ଏବେ ସୁଦ୍ଧା ଆମେ ଜାଣିନୁ। ଜୁନ୍‌ରେ ଅନୁଷ୍ଠିତ ନାଟୋ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗର୍ବର…

ବିବାହ ପରେ ୨ କି.ମି. କାଦୁଅ ରାସ୍ତାରେ ଚାଲିଲେ ବରକନ୍ୟା

ଚାନ୍ଦବାଲି,୧୧।୭ (କିଷାନ ପାତ୍ର): ବିଲ ଭଳି କାଦୁଅ ପଚ ପଚ ହୋଇଛି ଗାଁ ରାସ୍ତା। ବର୍ଷାଋତୁରେ ଗାଁକୁ ଗାଡ଼ି ମୋଟର ତ ଦୂରର କଥା, ଚାଲି ଚାଲି ଯିବା କଷ୍ଟକର। ଆଣ୍ଠୁଏ କାଦୁଅରେ ଯାତାୟାତ ପାଇଁ ଗାଁ ଲୋକେ ହଇରାଣ ହେଉଛନ୍ତି।…

ବ୍ୟାଣ୍ଡେଜ କେବଳ ଖଣ୍ଡିଆରେ ନୁହେଁ, ଜାଣନ୍ତୁ ଏହାର ଆଉ କିଛି ବ୍ୟବହାର, ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ

ସମସ୍ତଙ୍କ ଘରର ଫାଷ୍ଟଏଡ ବକ୍ସରେ ବ୍ୟାଣ୍ଡେଜ ସବୁବେଳେ ରହିଥାଏ। ଅନେକ ଲୋକ ଏହାକୁ ନିଜ ବ୍ୟାଗରେ ମଧ୍ୟ ରଖନ୍ତି କାରଣ ଆଘାତ ସମୟରେ ଏହାକୁ ଯେକୌଣସି ସମୟରେ ବ୍ୟବହାର କରାଯାଇପାରିବ। ଯଦି ଆପଣ ଭାବୁଛନ୍ତି ଯେ ଏହା କେବଳ ଚିକିତ୍ସା ଉଦ୍ଦେଶ୍ୟରେ…

ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ସରପଞ୍ଚ

ରାଜନଗର, ୧୦ା୭(ଭାସ୍କର ରାଉତରାୟ): ରାଜନଗର ବ୍ଲକରେ ଦୀର୍ଘଦିନ ହେବ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। ସରପଞ୍ଚମାନେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କରିଲେ ବି କୌଣସି ବିଲରେ ବିଡିଓ ଦସ୍ତଖତ କରୁ ନାହାନ୍ତି। ସରପଞ୍ଚ ଓ ସମିତି ସଭ୍ୟାସଭ୍ୟମାନେ ବିଡିଓଙ୍କୁ ଫୋନ କଲେ…

ଆଉ ଆସିବନି ବେହିସାବ ମେଡିକାଲ ବିଲ୍‌! ସରକାରଙ୍କ କରୁଛନ୍ତି ସ୍ବତନ୍ତ୍ର ବ୍ୟବସ୍ଥା, ବୀମା କମ୍ପାନୀ ଉପରେ ମଧ୍ୟ ଲାଗିବ ରୋକ

ନୂଆଦିଲ୍ଲୀ,୧୦।୭: ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ଦ୍ୱାରା ଅଧିକ ବିଲ୍‌କୁ ରୋକିବା ପାଇଁ ଭାରତ ସରକାର ବିଦ୍ୟମାନ ସ୍ବାସ୍ଥ୍ୟ ବୀମା ଦାବି ପୋର୍ଟାଲକୁ ଅର୍ଥ ମନ୍ତ୍ରଣାଳୟ ଏବଂ ବୀମା ନିୟାମକ ଅଧୀନରେ ଆଣିବାକୁ ଯୋଜନା କରୁଛନ୍ତି। ବୃତ୍ତିଗତ ସେବା ସଂସ୍ଥା AAON ର ଏକ…

ମନ୍ଦିର ବସି ଖାଉଥିଲେ ନିଶା: ବାରଣ କରିବାରୁ ଛୁରାମାଡ଼

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ ନିଶା କାରବାର ବଢ଼ି ଚାଲିଛି। ନିଶାଖୋର୍‌ ଲୋକେ ମାରପିଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟାଉଥିବା ନଜିର ରହିଛି। ଗୁରୁବାର ସନ୍ଧ୍ୟାରେ ବରଗଡ଼ ସହରସ୍ଥିତ ହାଟପଦା ଶିବ ମନ୍ଦିର ନିକଟରେ ଏଭଳି…

ବସୁଧା ପ୍ରକଳ୍ପରୁ ଲକ୍ଷ୍ୟାଧିକ ଟଙ୍କାର କେବୁଲ ଚୋରି

କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବସୁଧା ପ୍ରକଳ୍ପରୁ ଲକ୍ଷାଧିକ ଟଙ୍କାର ତମ୍ବା କେବୁଲ ଚୋରି ହେଉଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି। ସୂଚନା ଅନୁସାରେ ଏହି ବ୍ଲକରେ ୫୦ ଦିନ ଭିତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri