ମନ୍ଦିର ସମ୍ମୁଖରେ ପହଞ୍ଚିଲେ ମହାପ୍ରଭୁ, ଅଧରପଣା ନୀତି ସମ୍ପନ୍ନ
ଦାରିଙ୍ଗବାଡ଼ି, ୭ା୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍ ସିମନବାଡିଠାରେ ବାଟରେ ଅଟକି ରହିଥିବା ମହାପ୍ରଭୁଙ୍କ ସୋମବାର ଅଧରପଣା ନୀତିକାନ୍ତି କରାଯିବା ପରେ ପୁଣି ରଥଟଣା ଯାଇଥିଲା। ରଥ ବର୍ତ୍ତମାନ ଶ୍ରୀ ମନ୍ଦିରରେ ନିକଟରେ ପହଞ୍ଚି ଯାଇଛି। ମଙ୍ଗଳବାର ମହାପ୍ରଭୁଙ୍କ…
ବସ ଧକ୍କାରେ ଘଟଣାସ୍ଥଳରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ
ବାଲେଶ୍ୱର,୭।୭: ବାଲେଶ୍ୱର ଜିଲାର ଔପଦା ବ୍ଲକ ଅନ୍ତର୍ଗତ ଅଘିରାପଦା ପଞ୍ଚାୟତର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କର ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ମହିଳା ହେଉଛନ୍ତି କୁନ୍ତଳା ପ୍ରଧାନ (୪୦)। ସୂଚନା ଅନୁଯାୟୀ, କୁନ୍ତଳା ନୀଳଗିରିକୁ ଟ୍ରେନିଂ ପାଇଁ ଯାଇଥିଲେ।…
Video: ଭାଇରାଲ ନିଶାରେ ବାପାଙ୍କ ବିପଜ୍ଜନକ କାଣ୍ଡ, ଝିଅକୁ ଡ୍ୟାମ କଡରେ ବସାଇ କଲେ ରିଲ୍
ନୂଆଦିଲ୍ଲୀ,୭।୭: ରାଜସ୍ଥାନରେ ଜଣେ ବାପା ନିଜ ଝିଅର ଜୀବନକୁ ବିପଦରେ ପକାଇ ରିଲ୍ ତିଆରି କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ରାଜସ୍ଥାନର ଭରତପୁର ଜିଲ୍ଲାର ବନ୍ଧ ବରେଠା ଡ୍ୟାମରେ ଜୁଲାଇ ୪ ତାରିଖରେ ଘଟିଛି। ସୂଚନା…
ନବମ ଶ୍ରେଣୀର ଛାତ୍ରୀଙ୍କ ଆତ୍ମହତ୍ୟା, ଶିକ୍ଷକଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ
ନୂଆଦିଲ୍ଲୀ,୭।୭: ଆସାମର ତିନସୁକିଆ ଜିଲାରେ ଜଣେ ନବମ ଶ୍ରେଣୀର ଛାତ୍ରୀ ଜୁନ୍ ମାସରେ ଶିକ୍ଷକଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଜୁଲାଇ ୬ ତାରିଖରେ ସେ ଦ୍ୱିତୀୟବାର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ବୋଲି…
ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ହେବ ଅଧରପଣା ନୀତି
ପୁରୀ,୭ା୭: ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଅଧର ପଣା ତିଆରି ପାଇଁ ତୁମ୍ଭାକାର ହାଣ୍ଡି ମଧ୍ୟ ଆସିଯାଇଛି। ଏପରିକି ଦିବ୍ୟ କୂଅରୁ ପାଣି ଆଣିବା ଆରମ୍ଭ ହୋଇଗଲାଣି। ଦିବ୍ୟ କୂଅ ପାଣିରେ ତିଆରି…
‘ମୋ ଚିନ୍ତା କର ନାହିଁ, ଭାରତ ପାଇଁ ଭଲ ଖେଳ..’, କାହିଁକି ଏମିତି ମେସେଜ ଲେଖିଲେ କ୍ରିକେଟର ଆକାଶ ଦୀପଙ୍କ ଭଉଣୀ? ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୭।୭: ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପଙ୍କ ଭଉଣୀ ଅଖଣ୍ଡ ଜ୍ୟୋତି ସିଂହ ଏଜବାଷ୍ଟନରେ ତାଙ୍କ ଭାଇଙ୍କ ପ୍ରଦର୍ଶନ ଦେଖି ଭାବପ୍ରବଣ ହୋଇଯାଇଛନ୍ତି। ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଟିମ ଇଣ୍ଡିଆ ୩୩୬…
ଚାଷ କରିବା ବେଳେ ଆକାଶରୁ ଖସିଲା ବଜ୍ରାଘାତ; ୨ ଭଇ ମୃତ
ଭଦ୍ରକ,୭।୭: ଭଦ୍ରକ ଜିଲାର ତିହିଡି ବ୍ଲକ ଅନ୍ତର୍ଗତ ହରସିଂହପୁର ପଞ୍ଚାୟତର ଚଣ୍ଡିସାହି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଚାଷ କରୁଥିବା ବେଳେ ବଜ୍ରାଘାତରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି, ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚଣ୍ଡିସାହି…
ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…
ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଏବଂ ଉତ୍ସବରେ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଭାରତ ନିକଟରେ…
ଏତିକି ଟଙ୍କାରେ ବିକ୍ରି ହେଲେ କୋହଲିଙ୍କ ଭଣଜା: DPL 2025ରେ ଦେଖାଇବେ ଜଲଓ୍ବା
ନୂଆଦିଲ୍ଳୀ,୭।୭: ଦିଲ୍ଲୀ ପ୍ରିମିୟର ଲିଗ ୨୦୨୫ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହାର ପ୍ରାୟ ଗୋଟିଏ ମାସ ପୂର୍ବରୁ ନିଲାମ ହୋଇଥିଲା। ଯେଉଁଥିରେ ଈଶାନ୍ତ ଶର୍ମା, ରିଷଭ ପନ୍ତ ଏବଂ IPL 2025 ଷ୍ଟାର ଖେଳାଳି ଦିଗବେଶ ରାଠି ସାମିଲ…
ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ଉପଖଣ୍ଡର BVO, PA; ଟଙ୍କା ୫ ହଜାର ପାଇଁ…
ସମ୍ବଲପୁର,୭।୭: ରେଢ଼ାଖୋଲ ଉପଖଣ୍ଡରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକ ବଡ଼ ଧରଣର ଅଭିଯାନ ଚଳାଇ ବ୍ଲକ ଭେଟନାରୀ ଅଫିସର (BVO) ଡା. ସୁବାସ ପ୍ରକାଶ ସୋରେନ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ…
ଐତିହାସିକ ବିଜୟ ପରେ ପ୍ରିୟ ସାମ୍ବାଦିକଙ୍କୁ ଖୋଜିଲେ ଶୁମବନ ଗିଲ୍: ଜାଣନ୍ତୁ କାହିଁକି
ବର୍ମିଂହାମ,୭।୭: ଏଜବାଷ୍ଟନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଶୁବମନ ଗିଲ କେବଳ ପ୍ରଥମ ଭାରତୀୟ ନୁହଁନ୍ତି ବରଂ ପ୍ରଥମ ଏସୀୟ ଅଧିନାୟକ ଯିଏ ଏଜବାଷ୍ଟନରେ ବିଜୟର ସ୍ବାଦ ଚାଖିଛନ୍ତି। ଏଜବାଷ୍ଟନରେ ଟିମ ଇଣ୍ଡିଆ ଜିତିବା ମାତ୍ରେ ଭାରତୀୟ ଅଧିନାୟକ ଗିଲ…
ବାପା ଚାହୁଁ ନ ଥିଲେ ପୁଅ ହୁଅନ୍ତୁ କ୍ରିକେଟର, ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ, ଏବେ ଚମକିଲା ଭାଗ୍ୟ
ନୂଆଦିଲ୍ଲୀ,୭।୭: ଆକାଶଦୀପ ଏବେ ଟିମ୍ ଇଣ୍ଡିଆ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳୁଛନ୍ତି ଏବଂ ଏହା ପରେ ସାରା ଦେଶରେ ତାଙ୍କର ଚର୍ଚ୍ଚା ହେଉଛି। କାରଣ ତାଙ୍କର ଚମତ୍କାର ପ୍ରଦର୍ଶନ, ଯାହା ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ଇତିହାସ ସୃଷ୍ଟି କରିଥିଲା।…
Archives


