ଇତିହାସ ରଚିଲା ଭାରତ: ଭାଙ୍ଗିଗଲା ବିଶ୍ୱରେକର୍ଡ, କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା…
ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ କ୍ରିକେଟ ଇତିହାସର ସବୁଠାରୁ ରୋମାଞ୍ଚକର ଏବଂ ଉଚ୍ଚ ସ୍କୋରିଂ ମ୍ୟାଚ ମଧ୍ୟରୁ ଗୋଟିଏ ପ୍ରମାଣିତ ହୋଇଥିଲା। ଭାରତ ଇଂଲଣ୍ଡକୁ ମାତ୍ର ୭ ରନରେ ପରାସ୍ତ କରି ଫାଇନାଲକୁ…
ମ୍ୟାଚ ସମୟରେ ଦ୍ବନ୍ଦ୍ବରେ ପଡିଗଲେ ସୂର୍ଯ୍ୟକୁମାର ଯାଦବ, ଗୌତମ ଗମ୍ଭୀରଙ୍କୁ ସାହାଯ୍ୟ ମାଗିବା ପରେ ଚମତ୍କାର….
ନୂଆଦିଲ୍ଲୀ,୬।୩:ଭାରତ ୭ ରନରେ ଜିତି ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ବ୍ୟାଟସମ୍ୟାନମାନେ ଦମଦାର ପ୍ରଦର୍ଶନ କରି ୨୦ ଓଭରରେ ୭ ୱିକେଟରେ ୨୫୩ ରନ କରିଥିଲେ । ଯାହା ପରେ ଇଂଲଣ୍ଡ ୨୦ ଓଭରରେ ୭ ୱିକେଟରେ ୨୪୬ ରନ…
ଭୋଜି ଖାଇ ଫେରୁଥିବା ବେଳେ କଲଭର୍ଟ ତଳକୁ ଖସିଲା ବାଇକ୍, ୨……
ନନ୍ଦପୁର,୬।୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକରେ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ବୁଧବାର ସାପ୍ତାହିକ ହାଟର ମୋଡରେ ପୂର୍ତ୍ତବିଭାଗ ତରଫରୁ ନିର୍ମାଣଧିନ ଡ୍ରେନ ଓ କଲଭର୍ଟ ତଳକୁ ଏକ ବାଇକ୍ ଓଡି୧୦ ୟୁ…
ମୋତେ ନୁହେଁ, ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ଏହି ଖେଳାଳିଙ୍କୁ ଦେବା ଥିଲା ଉଚିତ୍: ଖୋଲାଖୋଲି ଏମିତି କହିଦେଲେ ସଞ୍ଜୁ ସାମସନ
ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆକ୍ରମଣାତ୍ମକ ୪୨ ବଲରୁ ୮୯ ରନ ପାଇଁ ସଞ୍ଜୁ ସାମସନଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଛି। କିନ୍ତୁ ବିଜୟ ପାଇଁ ଜସପ୍ରୀତ ବୁମରା ସର୍ବାଧିକ ଶ୍ରେୟ ପାଇବାକୁ ଯୋଗ୍ୟ ବୋଲି…
ମୋର ହୃଦସ୍ପନ୍ଦନ ୧୬୦-୧୭୫ ଥିଲା…ମ୍ୟାଚ୍ ପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ସୂର୍ଯ୍ୟକୁମାର
ମୁମ୍ବାଇ,୬।୩: ଏକ ରୋମାଞ୍ଚକର ଟି୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିଜୟର ଶ୍ରେୟ ତାଙ୍କ ବୋଲର ଏବଂ ଚମତ୍କାର ଫିଲ୍ଡିଂକୁ ଦେଇଛନ୍ତି। ସେ କହିଛନ୍ତି, ଏହି ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିବା…
ସ୍ବାମୀ ସହ ମିଶି ପ୍ରେମିକଙ୍କୁ ହତ୍ୟା, ସ୍ପଷ୍ଟ ଦିବାଲୋକରେ ଛୁରୀ ଭୁସି…..
ମୁମ୍ବାଇ,୬।୩: ନାଗପୁର ଜିଲାର ଖପରଖେଡା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଦିନ ସ୍ପଷ୍ଟ ଦିବାଲୋକରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖପରଖେଡା-କୋରାଡି ରାସ୍ତାରେ ଜଣେ ସ୍ୱାମୀ-ସ୍ତ୍ରୀ ଜଣେ ଯୁବକଙ୍କୁ…
ପିସିସିଏଫଙ୍କୁ ବିଧାୟକଙ୍କ ଦାବି: ଇକୋ ଟୁରିଜିମ ସର୍କିଟର ଉନ୍ନୟନ…
ଦେବଗଡ,୬।୩(ଶଶାଙ୍କ ଶେଖର ଝାଙ୍କର):ପ୍ରଧାନପାଟ ଜଳ୍ପ୍ରପାତ ସମନ୍ବିତ ଇକୋ ଟୁରିଜିମ ସର୍କୀଟର ଉନ୍ନୟନ ନିମନ୍ତେ ଅନୁମତି ପ୍ରଦାନ ପାଇଁ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ବନ ବିଭାଗର ପିସିସିଏଫଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଧାୟକ ବିଶ୍ୱାଳ ଭୂବନେଶ୍ୱରର ଅରଣ୍ୟ…
ଭାରତ ପାଇଁ ବନ୍ଦ ହେବନି ହୋର୍ମୁଜ୍ ଷ୍ଟ୍ରେଟ, ୯.୫ ନିୟୁତ ବ୍ୟାରେଲ୍ ତୈଳ ଯୋଗାଇବ ରୁଷିଆ
ତେହରାନ୍,୬।୩: ଇରାନ-ଆମେରିକା ଯୁଦ୍ଧ ଗୁରୁବାରକୁ ୬ ଦିନ ପୂରିଛି । ଯୁଦ୍ଧର ପ୍ରଭାବ ବେଳକୁ ବେଳ ବିଭିନ୍ନ ଦେଶକୁ ବ୍ୟାପିବା ସହ ତୀବ୍ର ହେବାରେ ଲାଗିଛି। ଏହାମଧ୍ୟରେ ଇରାନ ବିଶ୍ୱର ସର୍ବବୃହତ୍ ଏନର୍ଜି କରିଡର ରୂପେ ପରିଚିତ ହୋର୍ମୁଜ୍ ଷ୍ଟ୍ରେଟ୍ ସାମୁଦ୍ରିକ…
ନୂଆ ପ୍ରଧାନମନ୍ତ୍ରୀ ବାଛିଲା ନେପାଳ
କାଠମାଣ୍ଡୁ,୬।୩(ପି.ଟି.): ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ଜେନ୍ ଜି ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକରର ପତନ ଘଟିଥିଲା। ୬ ମାସ ପରେ ସେଠାରେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ଗୁରୁବାର ମତଦାନ ହୋଇଛି।…
ଭଲିବଲ ଚାମ୍ପିୟନଶିପ: ନୂଆପଡ଼ାରୁ ୨ ଅଫିସିଆଲ ମନୋନୀତ
ନୂଆପଡ଼ା,୬ା୩(ମକାରୁ ବେମାଲ) :ଭୁବନେଶ୍ୱର ଦୂତୀଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହେଉଥିବା କିଟ୍ ବିଶ୍ୱବିଦ୍ୟାଳୟ ଏଫ୍ଆଇଭିବି ବିଶ୍ୱସ୍ତରୀୟ ବିଚ୍ ଭଲିବଲ ମହିଳା ଓ ପୁରୁଷ ଚାମ୍ପିୟନଶିପରେ ନୂଆପଡ଼ା ଜିଲାରୁ ଦୁଇ ଜଣ ଟେକ୍ନିକାଲ ଅଫିସିଆଲ ଭାବରେ ମନୋନୀତ ହୋଇଛନ୍ତି ା ମାର୍ଚ୍ଚ ୪ରୁ ୮…
ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା
ବୁଗୁଡା,୫ା୩(କାଳିଚରଣ ଦାଶ): ବୁଗୁଡ଼ା ଥାନା ବାଲିପଦର ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଆସିକା ଥାନା ଝଗଡେଇ ଗ୍ରାମର ଉଦିତ କୁମାର ପାଢୀ(୩୦)। ଏନେଇ…
ଲଗାତର ଦୁଇ ଥର ଫାଇନାଲ ଖେଳିବ ଭାରତ
ମୁମ୍ବାଇ,୫।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ ହାଇସ୍କୋରିଂ ବିଶିଷ୍ଟ ହୋଇଥିଲେ ହେଁ ଶେଷ…
Archives


